ହଲିଉଡ୍‌ରେ ଏଣ୍ଟ୍ରି ମାରିଲେ ଆଲିଆ ଭଟ୍ଟ  

ମୁମ୍ବାଇ: ହଲିଉଡ୍‌ରେ ଏଣ୍ଟ୍ରି ମାରିଲେ ଆଲିଆ ଭଟ୍ଟ। ହଲିଉଡ଼ରେ ପାଦ ଥାପିବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ହେଉଛନ୍ତି ବଲିଉଡ଼ ଅଭିନେତ୍ରୀ ଆଲିଆ ଭଟ୍ଟ। ହଲିଉଡ ଚଳଚ୍ଚିତ୍ର  ‘ହାର୍ଟ ଅଫ୍ ଷ୍ଟୋନ୍‌’ରେ ପ୍ରଥମ କରି ଆଲିଆଙ୍କ ଯାଦୁ ଦେଖିବାକୁ ମିଳିବ। ଏହି ଫିଲ୍ମରେ ସେ ଗାଲ୍ ଗାଡୋଟ୍‌ଙ୍କ ସହ ନଜର ଆସିବେ। ଫିଲ୍ମର ପ୍ରଥମ ଲୁକ୍ ଦେଖିବା ପରେ ଦର୍ଶକମାନେ ମଧ୍ୟ ଆଲିଆ ଭଟ୍ଟଙ୍କ ଆକ୍ସନ୍ ଅବତାର ଦେଖିବାକୁ ଖୁବ୍‌ ଉତ୍ସାହିତ ଅଛନ୍ତି। ‘ଟୁଡୁମ୍: ଏ ନେଟଫ୍ଲିକ୍ସ ଗ୍ଲୋବାଲ୍ ଫ୍ୟାନ୍ […]

Alia Bhatt

Alia Bhatt

Tapas Behera
  • Published: Monday, 26 September 2022
  • Updated: 26 September 2022, 04:17 PM IST

Sports

Latest News

ମୁମ୍ବାଇ: ହଲିଉଡ୍‌ରେ ଏଣ୍ଟ୍ରି ମାରିଲେ ଆଲିଆ ଭଟ୍ଟ। ହଲିଉଡ଼ରେ ପାଦ ଥାପିବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ହେଉଛନ୍ତି ବଲିଉଡ଼ ଅଭିନେତ୍ରୀ ଆଲିଆ ଭଟ୍ଟ। ହଲିଉଡ ଚଳଚ୍ଚିତ୍ର  ‘ହାର୍ଟ ଅଫ୍ ଷ୍ଟୋନ୍‌’ରେ ପ୍ରଥମ କରି ଆଲିଆଙ୍କ ଯାଦୁ ଦେଖିବାକୁ ମିଳିବ। ଏହି ଫିଲ୍ମରେ ସେ ଗାଲ୍ ଗାଡୋଟ୍‌ଙ୍କ ସହ ନଜର ଆସିବେ। ଫିଲ୍ମର ପ୍ରଥମ ଲୁକ୍ ଦେଖିବା ପରେ ଦର୍ଶକମାନେ ମଧ୍ୟ ଆଲିଆ ଭଟ୍ଟଙ୍କ ଆକ୍ସନ୍ ଅବତାର ଦେଖିବାକୁ ଖୁବ୍‌ ଉତ୍ସାହିତ ଅଛନ୍ତି। ‘ଟୁଡୁମ୍: ଏ ନେଟଫ୍ଲିକ୍ସ ଗ୍ଲୋବାଲ୍ ଫ୍ୟାନ୍ ଇଭେଣ୍ଟ’ ଅବସରରେ ପ୍ରଥମ ଲୁକ୍ ରିଲିଜ୍‌ କରାଯାଇଛି। ଆଲିଆ ଭଟ୍ଟ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ନିଜର ପ୍ରଥମ ହଲିଉଡ ଫିଲ୍ମ ‘ହାର୍ଟ ଅଫ୍ ଷ୍ଟୋନ’ର ପ୍ରଥମ ଲୁକ୍ ଶେୟାର କରିଛନ୍ତି। ଭିଡିଓରେ ପ୍ରଥମେ ଏକ ବାଇକ୍ ଦ୍ରୁତ ଗତିରେ ଯାଉଥିବା ଦେଖିବାକୁ ମିଳିଛି। ଏହାପରେ, ଗାଲ୍ ଗାଡୋଟ୍‌ଙ୍କ ଆକ୍ସନ ଦୃଶ୍ୟ ଦେଖିବାକୁ ମିଳିଛି।  ତା’ପରେ ଆଲିଆ ନଜରରେ ଆସୁଛନ୍ତି। ଏଥିରେ ଅନେକ ଆକ୍ସନ ସିନ୍‌ ଦେଖିବାକୁ ମିଳିଛି।
https://twitter.com/aliaa08/status/1545462758413459456?s=20&t=qFYwKlsa3gLtRsOUwJtjMg

ଭିଡିଓରେ ପ୍ରଥମ ଲୁକ୍ ସହ ପରଦା ପଛର କିଛି ଦୃଶ୍ୟ ପ୍ରଦର୍ଶିତ କରାଯାଇଛି। ଏହା ବ୍ୟତୀତ ଫିଲ୍ମର କଳାକାରମାନେ ମଧ୍ୟ ସେମାନଙ୍କ ଅନୁଭୂତି ଶେୟାର କରିଛନ୍ତି। ଆଲିଆ ଭଟ୍ଟ ଏହାକୁ ଶେୟାର ଲେଖିଛନ୍ତି ଯେ, ହଲିଉଡ ସିନେମାରେ ଏହା ହେଉଛି ତାଙ୍କର ପ୍ରଥମ ଅଭିନୟ।  ୨୦୨୩ ରେ ଏହା ନେଟଫ୍ଲିକ୍ସରେ ଆସିବ। ହଲିଉଡ ଡେବ୍ୟୁ ପାଇଁ ଆଳିଆଙ୍କୁ ତାଙ୍କ ପ୍ରଶଂସକମାନେ ଅଭିନନ୍ଦନ ଜଣାଇଛନ୍ତି।

ଟପ୍‌ ହାର୍ପରଙ୍କ ଦ୍ୱାରା ନିର୍ଦେଶିତ ‘ହାର୍ଟ ଅଫ୍‌ ଷ୍ଟୋନ’ରେ ଆଲିଆ ଓ ଗାଲ୍ ଗାଡୋଟ୍‌ଙ୍କ ବ୍ୟତୀତ ସୋଫୀ ଓକୋନେଡ଼ୋ, ପଲ୍‌ ରେଡ୍ଡି ମଧ୍ୟ ଅଭିନୟ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story