ବିଗ୍ ବି’ ଆହତ, କଟିଗଲା ଗୋଡ଼ର ଶିିର

ମୁମ୍ବାଇ: ବଲିଉଡର ମହାନାୟକ ତଥା ବିଗ୍ ବି’ ଅମିତାଭ ବଚ୍ଚନ ଆହତ। କୌନ ବନେଗା କରୋଡ ପତିର ଶୁଟିଂ ସେଟ୍‌ରେ ତାଙ୍କ ଗୋଡରେ ଆଘାତ ଲାଗିଛି। ତାଙ୍କ ବାମ ଗୋଡର ଶିର କଟିଯାଇଛି। ଅତ୍ୟନ୍ତ ରକ୍ତସ୍ରାବ ପରେ ତୁରନ୍ତ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେଠାରେ ତାଙ୍କ ଗୋଡରେ ଷ୍ଟିଚ୍ ପଡିଛି। ଏନେଇ ଅମିତାଭ ତାଙ୍କ ବ୍ଲଗ ଜରିଆରେ ସୂଚନା ଦେଇଛନ୍ତି। ସେ ତାଙ୍କ ବ୍ଲଗ୍‌ରେ ଲେଖିଛନ୍ତି, ବାହାରକୁ ବାହାରିଥିବା ଖଣ୍ଡେ ଧାତବ ଟୁକୁଡ଼ା ମୋ ବାମ […]

amitabh-bachchan-1

amitabh-bachchan-1

Madhupriya Mistry
  • Published: Sunday, 23 October 2022
  • Updated: 23 October 2022, 03:01 PM IST

Sports

Latest News

ମୁମ୍ବାଇ: ବଲିଉଡର ମହାନାୟକ ତଥା ବିଗ୍ ବି’ ଅମିତାଭ ବଚ୍ଚନ ଆହତ। କୌନ ବନେଗା କରୋଡ ପତିର ଶୁଟିଂ ସେଟ୍‌ରେ ତାଙ୍କ ଗୋଡରେ ଆଘାତ ଲାଗିଛି। ତାଙ୍କ ବାମ ଗୋଡର ଶିର କଟିଯାଇଛି। ଅତ୍ୟନ୍ତ ରକ୍ତସ୍ରାବ ପରେ ତୁରନ୍ତ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେଠାରେ ତାଙ୍କ ଗୋଡରେ ଷ୍ଟିଚ୍ ପଡିଛି। ଏନେଇ ଅମିତାଭ ତାଙ୍କ ବ୍ଲଗ ଜରିଆରେ ସୂଚନା ଦେଇଛନ୍ତି।

ସେ ତାଙ୍କ ବ୍ଲଗ୍‌ରେ ଲେଖିଛନ୍ତି, ବାହାରକୁ ବାହାରିଥିବା ଖଣ୍ଡେ ଧାତବ ଟୁକୁଡ଼ା ମୋ ବାମ ଗୋଡ଼ର ବାଜି ଶିର କାଟିଯାଇଥିଲା। ରକ୍ତସ୍ରାବ ନିୟନ୍ତ୍ରଣ କରି ହେଲାନି। ତେଣୁ, ଡାକ୍ତରଙ୍କୁ ଦେଖାଇ ଅପରେସନ୍ ଥିଏଟର୍‌ରେ ‘ଷ୍ଟିଚ୍‌’ ପକାଇବାକୁ ପଡ଼ିଲା। ଟିମ୍ ଷ୍ଟାଫ୍ ଓ ଡାକ୍ତରମାନେ ଠିକଣା ସମୟରେ ସହଯୋଗ କରିଥିଲେ। ଗୋଡ଼ରେ ଚାପ ନ ପକାଇବାକୁ ଅଥବା ନ ଚାଲିବାକୁ (ଟ୍ରେଡ୍‌ମିଲ୍‌ରେ ମଧ୍ୟ) ଡାକ୍ତରମାନେ ତାଙ୍କୁ ପରାମର୍ଶ ଦେଇଛନ୍ତି ବୋଲି ସେ କହିଛନ୍ତି।

ସେ କହିଛନ୍ତି, ‘ଠିଆ ହେବା, ଚଳପ୍ରଚଳ କରିବା, ଗୋଡ଼ ଉପରେ ଚାପ ପକାଇବା ଏମିତି କି, ଟ୍ରେଡ୍‌ମିଲ୍‌ରେ ବ୍ୟାୟାମ କରିବାକୁ ବି ଡାକ୍ତରମାନେ ମନା କରିଛନ୍ତି। ବେଳେ ବେଳେ ସଙ୍କଟ ଜୀବସତ୍ତାର ଆନନ୍ଦ ଓ ଦୁଃଖର କାରଣ ହୋଇଥାଏ। କିନ୍ତୁ, ସଙ୍କଟ ଚିରସ୍ଥାୟୀ ନୁହେଁ। ସେ ନଷ୍ଟ ହୋଇଯାଏ କିନ୍ତୁ, ଶରୀର ପ୍ରମୁଖ ସ୍ଥାନରେ ଅଲିଭା ଦାଗ ଛାଡ଼ିଯାଏ, ଯାହା ଲଜ୍ଜାକର । ଏପରି ଅସୁବିଧାରୁ ମୁକ୍ତି ପାଇବାକୁ କିଛି ସମୟ ଲାଗିବ।’

ସୂଚନାଯୋଗ୍ୟ, ଶନିବାର ଦିନ ଅମିତାଭ ପୋଷ୍ଟ୍ କରିଥିବା ‘କୌନ୍ ବନେଗା କରୋଡ୍‌ପତି’ ସେଟ୍‌ର ଫଟୋରେ ବାମ ଗୋଡ଼ରେ ବ୍ୟାଣ୍ଡେଜ୍ ବନ୍ଧା ହୋଇଥାଇ ସେ ଦୌଡୁଥିବା ଦେଖିବାକୁ ମିଳିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story