ନିଜ ଭୁଲ୍ ପାଇଁ କ୍ଷମା ମାଗିଲେ ବିଗ୍ ବି’

ମୁୁମ୍ବାଇ: ବଲିଉଡର ମହାନାୟକ ଅମିତାଭ ବଚ୍ଚନ ଓରଫ୍ ବିଗ୍ ବି’। ସେ ଆଜି ଫିଲ୍ମ ଇଣ୍ଡଷ୍ଟ୍ରିରେ ଯେତିକି ସକ୍ରିୟ ସୋଶାଲ ମିଡିଆରେ ମଧ୍ୟ ସେତିକି ସକ୍ରିୟ। ସେ ପ୍ରାୟତଃ ନିଜ ଫ୍ୟାନ୍‌ମାନଙ୍କ ସହ ସୋଶାଲ ମିଡିଆରେ ନିଜ ଜୀବନ ସହ ଜଡିତ ଅନେକ ଘଟଣା ଦୁର୍ଘଟଣା ବିଷୟରେ ଶେଆର କରନ୍ତି, ବ୍ଲକ ଲେଖନ୍ତି। ନିକଟରେ ଅମିତାଭ ବଚ୍ଚନ ଏକ ଭୁଲ୍ କରି ବସିଥିଲେ। ଏଥିପାଇଁ ତାଙ୍କୁ ଟ୍ରୋଲର ଶିକାର ହେବାକୁ ପଡିଥିଲା। ଏହା ଜାଣିବା ପରେ ସେ […]

amitabh-bachchan

amitabh-bachchan

Madhupriya Mistry
  • Published: Monday, 09 January 2023
  • Updated: 09 January 2023, 05:52 PM IST

Sports

Latest News

ମୁୁମ୍ବାଇ: ବଲିଉଡର ମହାନାୟକ ଅମିତାଭ ବଚ୍ଚନ ଓରଫ୍ ବିଗ୍ ବି’। ସେ ଆଜି ଫିଲ୍ମ ଇଣ୍ଡଷ୍ଟ୍ରିରେ ଯେତିକି ସକ୍ରିୟ ସୋଶାଲ ମିଡିଆରେ ମଧ୍ୟ ସେତିକି ସକ୍ରିୟ। ସେ ପ୍ରାୟତଃ ନିଜ ଫ୍ୟାନ୍‌ମାନଙ୍କ ସହ ସୋଶାଲ ମିଡିଆରେ ନିଜ ଜୀବନ ସହ ଜଡିତ ଅନେକ ଘଟଣା ଦୁର୍ଘଟଣା ବିଷୟରେ ଶେଆର କରନ୍ତି, ବ୍ଲକ ଲେଖନ୍ତି।

ନିକଟରେ ଅମିତାଭ ବଚ୍ଚନ ଏକ ଭୁଲ୍ କରି ବସିଥିଲେ। ଏଥିପାଇଁ ତାଙ୍କୁ ଟ୍ରୋଲର ଶିକାର ହେବାକୁ ପଡିଥିଲା। ଏହା ଜାଣିବା ପରେ ସେ ନିଜ ଭୁଲ ପାଇଁ କ୍ଷମା ମଧ୍ୟ ମାଗିଥିଲେ । ତେବେ କ୍ଷମା ମାଗିବା ପରେ ବି ତାଙ୍କୁ ପୁଣି ଟ୍ରୋଲ କରାଯାଉଛି।

ପ୍ରକୃତରେ ବିଗ୍ ବି’ନିକଟରେ ତାଙ୍କ ଟୁଇଟର ଆକାଉଣ୍ଟରେ ଏକ ପୋଷ୍ଟ ଶେଆର କରିଥିଲେ। ଯେଉଁଥିରେ ସେ ଏକ ଭୁଲ କରି ବସିଥିଲେ। ଅମିତାଭ ପୋଷ୍ଟରେ ‘ଟି ନମ୍ବର’ ଭୁଲ ଭାବରେ ଲେବଲ କରିଥିବାରୁ ଟୁଇଟରରେ କ୍ଷମା ମାଗିଛନ୍ତି।

https://twitter.com/SrBachchan/status/1611792812386971649?s=20&t=CdxNWSfXMIydLvAIteNl1A

କ୍ଷମା ମାଗି ବିଗ୍ ବି’ ଲେଖିଛନ୍ତି, ‘T୪୫୧୪ ଏକ ସାଙ୍ଘାତିକ ଭୁଲ! T୪୫୧୪ପରେ ମୋର ସମସ୍ତ T ନମ୍ବର ଭୁଲ ହୋଇଯାଇଛି.. (ଏହା ଠିକ ଅଛି) .. ପରେ ସବୁକିଛି ଭୁଲ ..। T୫୪୨୪, ୫୪୨୫, ୫୪୨୬, ୪୫୨୭, ୫୪୨୮, ୫୪୨୯, ୫୪୩୦.. ସବୁ ଭୁଲ..। T ୪୫୧୫, ୪୫୧୬, ୪୫୧୭, ୪୫୧୮, ୪୫୧୯, ୪୫୨୦, ୪୫୨ହେବା ଉଚିତ୍ ଥିଲା। କ୍ଷମା ମାଗୁଛି।’

ଅମିତାଭଙ୍କ ଏହି ପୋଷ୍ଟ ପରେ ସୋଶାଲ ମିଡିଆ ୟୁଜର୍ସ ତାଙ୍କୁ ଟ୍ରୋଲ କରିବା ସହିତ ଲେଖିଛନ୍ତି, ଓଃ ସାର ଏହା ଏକ ବଡ଼ ଭୁଲ। ଆପଣଙ୍କୁ ଏପରି କରିବାର ନଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story