Advertisment

ଖୁବ୍‌ଶୀଘ୍ର ହେବ ଆଦିତ୍ୟ ଓ ଅନନ୍ୟାଙ୍କ ନିର୍ବନ୍ଧ

୧୩ ବର୍ଷ ବଡ଼ ଆଦିତ୍ୟଙ୍କୁ ବାହା ହେବେ ଅନନ୍ୟା।

ଅଦ୍ୟତନ ହୋଇଛି
Ananya panday and Aditya roy kapur

Ananya panday and Aditya roy kapur

Advertisment

ଖୁବଶୀଘ୍ର ବଲିଉଡ ଅଭିନେତା ଆଦିତ୍ୟ ରାୟ କପୁର ଓ ଅଭିନେତ୍ରୀ ଅନନ୍ୟା ପାଣ୍ଡେଙ୍କର ହେବ ନିର୍ବନ୍ଧ। ଏବେ ଆଉ ଲୁଚାଛପାରେ ନୁହେଁ ଖୁଲମଖୁଲା ନିଜ ସମ୍ପର୍କ ଉପରେ ମୋହର ମାରିବେ ଏହି ଲଭ୍‌ ବାର୍ଡ। ନିଜଠାରୁ ୧୩ ବର୍ଷ ବଡ଼ ପୁରୁଷ ବନ୍ଧୁ ଆଦିତ୍ୟ ରାୟ କପୁଙ୍କ ସହ ନିର୍ବନ୍ଧ କରିବେ ଅନନ୍ୟା। ଏନେଇ ଖୁବ୍ ଜୋରସୋରରେ ପ୍ଲାନିଂ ଚାଲିଥିବା ସୂଚନା ରହିଛି।

Advertisment

ନିର୍ବନ୍ଧ ପରେ ଖୁବ୍ ଶୀଘ୍ର ଏହି ଲଭ୍‌ ବାର୍ଡଙ୍କର ହାତଗଣ୍ଠି ପଡ଼ିବ ବୋଲି ଚର୍ଚ୍ଚା ହେଉଛି। ତେବେ ଆଦିତ୍ୟ ଓ ଅନନ୍ୟାଙ୍କ ନିର୍ବନ୍ଧ କେଉଁଠି ହେବ, ତାହା ଜଣାପଡ଼ିନାହିଁ। ରିପୋର୍ଟ ମୁତାବିକ ଏବେ ଉଭୟ ନିଜ ନିଜର କାମକୁ ନେଇ ବ୍ୟସ୍ତ ଅଛନ୍ତି।

ସୂଚନାଯୋଗ୍ୟ, ନିକଟରେ ମୁକେଶ ଅମ୍ବାନିଙ୍କ ସାନ ପୁଅ ଅନନ୍ତ ଏବଂ ରାଧିକା ମର୍ଚ୍ଚାଣ୍ଟଙ୍କ ପ୍ରି-ୱେଡିଂ ସମାରୋହରେ ଆଦିତ୍ୟ ଓ ଅନନ୍ୟା ସାମିଲ ହୋଇଥିଲେ। ଉଭୟ ଏକାଠି ପୋଜ ଦେଉଥିବା ଦେଖିବାକୁ ମିଳିଥିଲି । ଏହି ଫଟୋରେ ଆଦିତ୍ୟ ଓ ଅନନ୍ୟାଙ୍କୁ ରଣବୀର କପୁର ଚିଅରଅପ କରୁଥିବା ଦେଖିବାକୁ ମିଳିଥିଲା, ଯାହା ସୋଶାଲ ମିଡିଆରେ ଖୁବ ଭାଇରାଲ ହୋଇଥିଲା।

Advertisment
Ananya Panday And Aditya Roy Kapur Bollywood
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe