ଅନୁ ମଲ୍ଲିକଙ୍କ ନାଁରେ ଚୋରି ଅଭିଯୋଗ

ମୁମ୍ବାଇ: ଅଡୁଆରେ ଅନୁ ମଲ୍ଲିକ। ବଲିଉଡର ନାମିଦାମି ମ୍ୟୁଜିକ କମ୍ପୋଜରଙ୍କ ନାଁରେ ଆସିଛି ସାଙ୍ଘାତିକ ଅଭିଯୋଗ। ସେ କୁଆଡେ ଇସ୍ରାଇଲ୍‌ର ନ୍ୟାସନାଲ୍‌ ଆନ୍ଥମର ଧୂନ୍‌ ଚୋରି କରିଥିବା ନେଇ ଅଭିଯୋଗ ହୋଇଛି। କିଛି ୟୁଜର୍ସ ଏଭଳି ଅଭିଯୋଗ ଆଣିଛନ୍ତି। କେବଳ ସେତିକି ନୁହେଁ ତାଙ୍କୁ ସୋଶାଲ ମିଡିଆରେ ଟ୍ରୋଲ ମଧ୍ୟ କରାଯାଇଛି। ନିକଟରେ ଟୋକିଓରେ ଖେଳାଯାଉଥିବା ଅଲିମ୍ପିକ୍ ଗେମ୍ସରେ ଇସ୍ରାଏଲର ଜିମ୍ନାଷ୍ଟ ଡଲଗୋପିଆଟ୍ ସ୍ୱର୍ଣ୍ଣ ପଦକ ଜିତିଥିଲେ। ପୁରସ୍କାର ବିତରଣ ଉତ୍ସବରେ ଯେତେବେଳେ ଇସ୍ରାଏଲଥ ନ୍ୟାସନାଲ ଆନ୍ଥମ […]

anu-malik

anu-malik

Madhupriya Mistry
  • Published: Monday, 02 August 2021
  • Updated: 02 August 2021, 01:05 PM IST

Sports

Latest News

ମୁମ୍ବାଇ: ଅଡୁଆରେ ଅନୁ ମଲ୍ଲିକ। ବଲିଉଡର ନାମିଦାମି ମ୍ୟୁଜିକ କମ୍ପୋଜରଙ୍କ ନାଁରେ ଆସିଛି ସାଙ୍ଘାତିକ ଅଭିଯୋଗ। ସେ କୁଆଡେ ଇସ୍ରାଇଲ୍‌ର ନ୍ୟାସନାଲ୍‌ ଆନ୍ଥମର ଧୂନ୍‌ ଚୋରି କରିଥିବା ନେଇ ଅଭିଯୋଗ ହୋଇଛି।

କିଛି ୟୁଜର୍ସ ଏଭଳି ଅଭିଯୋଗ ଆଣିଛନ୍ତି। କେବଳ ସେତିକି ନୁହେଁ ତାଙ୍କୁ ସୋଶାଲ ମିଡିଆରେ ଟ୍ରୋଲ ମଧ୍ୟ କରାଯାଇଛି। ନିକଟରେ ଟୋକିଓରେ ଖେଳାଯାଉଥିବା ଅଲିମ୍ପିକ୍ ଗେମ୍ସରେ ଇସ୍ରାଏଲର ଜିମ୍ନାଷ୍ଟ ଡଲଗୋପିଆଟ୍ ସ୍ୱର୍ଣ୍ଣ ପଦକ ଜିତିଥିଲେ। ପୁରସ୍କାର ବିତରଣ ଉତ୍ସବରେ ଯେତେବେଳେ ଇସ୍ରାଏଲଥ ନ୍ୟାସନାଲ ଆନ୍ଥମ ବାଜିଥିଲା ସେତେବେଳେ ୟୁଜର୍ସଙ୍କ ଧ୍ୟାନ ତା'ଉପରକୁ ଯାଇଥିଲା। ଏହି ଧୂନ୍‌ ଶୁଣିବା ପେର ଏହି ଧୂନ୍‌କୁ ନେଇ ୟୁଜର୍ସମାନେ ଅନୁ ମଲ୍ଲିକଙ୍କୁ ଟ୍ରୋଲ କରିବା ଆରମ୍ଭ କରିଛନ୍ତି।

ସେମାନେ ଅଭିଯୋଗ କରିଛନ୍ତି ଯେ ଅନୁ ମଲ୍ଲିକ ଇସ୍ରାଏଲର ଜାତୀୟ ସଙ୍ଗୀତରୁ ଫିଲ୍ମ 'ଦିଲଜଲେ'ର ଗୀତ ତିଆରି କରିଛନ୍ତି। ଲୋକମାନେ କହିଛନ୍ତି, ଇସ୍ରାଏଲର ଜାତୀୟ ସଂଗୀତ ଏବଂ ୧୯୯୬ରେ ରିଲିଜ ହୋଇଥିବା ଫିଲ୍ମ 'ଦିଲଜଲେ'ରେ ଅନୁ ମଲ୍ଲିକ କମ୍ପୋଜ କରିଥିବା 'ମେରା ମୁଲ୍କ ମେରା ଦେଶ' ଉଭୟଙ୍କର ସମାନ ସ୍ୱର ରହିଛି। ଅନୁ ମଲ୍ଲିକଙ୍କ ବିରୋଧରେ ଏହି ଅଭିଯୋଗ ଆସିବା ପରେ ଏବେ ତାଙ୍କ ନାମ ଟ୍ୱିଟରରେ ଟ୍ରେଣ୍ଡ କରିବା ଆରମ୍ଭ କରିଛି।

ସୂଚନା ମୁତାବକ ଅନୁ ମଲ୍ଲିକ ଏହା ପୂର୍ବରୁ ମଧ୍ୟ ବହୁ ବିବାଦକୁ ଆସି ସାରିଛନ୍ତି। ତାଙ୍କ ନାଁରେ ଧୂନ୍‌ ଚୋରି କରିବା ଠାରୁ ଆରମ୍ଭ କରି ମିଠୁ ଭଳି ଅଭିଯୋଗ ମଧ୍ୟ ଆସି ସାରିଛି। ଅନୁ ମଲ୍ଲିକ ଏବେ ସିଙ୍ଗିଙ୍ଗ ରିଆଲିଟି ଶୋ' ଇଣ୍ଡିଆନ୍‌ ଆଇଡଲ-୧୨ର ଜଜ୍‌ ଭାବେ ଛୋଟ ପରଦାକୁ ଫେରିଛନ୍ତି। ତାଙ୍କ ନାଁରେ ବିବାଦ ଉପୁଜିବା ପରେ ସେ ଏହି ଶୋରୁ ବହୁ ଦିନ ହେବ ଗାଏବ ହୋଇଯାଇଥିଲେ।

https://twitter.com/AapGhumaKeLeL0/status/1421840075919298560?s=20

https://twitter.com/kabeerbackup/status/1421883102117330950?s=20

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story