ଟିକା ନେବା ଆଗରୁ ମନ୍ତ୍ର ପଢ଼ିଲେ ଅନୁପମ

ମୁମ୍ବାଇ: ଦେଶରେ ଏବେ ଚାଲିଛି କରୋନା ଟିକାକରଣ। ୬୦ ବଷୟରୁ ଉର୍ଦ୍ଧ୍ୱ ବୟସ୍କ ଲୋକଙ୍କୁ ଟିକା ଦିଆଯାଉଛି। ଏହିକ୍ରମରେ ଅନେକ ବଲିଉଡ ଷ୍ଟାରମାନେ ଟିକା ନେଇସାରିଲେଣି। ନିକଟରେ ବଲିଉଡର ଭେଟେରାନ ଅଭିନେତା ଅନୁପମ ଖେର ମଧ୍ୟ କରୋନା ଭ୍ୟାକସିନ ନେଇଛନ୍ତି। ତେବେ ଟିକା ନେବା ପୂର୍ବରୁ ଅନୁମପ ଖେର ମନ୍ତ୍ର ଜପ କରିଛନ୍ତି। ଯାହାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ମଙ୍ଗଳବାର ଅଭିନେତା ଅନୁପମ ଖେର ମୁମ୍ବାଇର କୋକିଲାବେନ ଧୀରୁଭାଇ ଅମ୍ବାନୀ ହସ୍ପିଟାଲରେ […]

Anupam-Kher-takes-covid-19-

Anupam-Kher-takes-covid-19-

Madhupriya Mistry
  • Published: Wednesday, 10 March 2021
  • Updated: 10 March 2021, 10:30 AM IST

Sports

Latest News

ମୁମ୍ବାଇ: ଦେଶରେ ଏବେ ଚାଲିଛି କରୋନା ଟିକାକରଣ। ୬୦ ବଷୟରୁ ଉର୍ଦ୍ଧ୍ୱ ବୟସ୍କ ଲୋକଙ୍କୁ ଟିକା ଦିଆଯାଉଛି। ଏହିକ୍ରମରେ ଅନେକ ବଲିଉଡ ଷ୍ଟାରମାନେ ଟିକା ନେଇସାରିଲେଣି। ନିକଟରେ ବଲିଉଡର ଭେଟେରାନ ଅଭିନେତା ଅନୁପମ ଖେର ମଧ୍ୟ କରୋନା ଭ୍ୟାକସିନ ନେଇଛନ୍ତି। ତେବେ ଟିକା ନେବା ପୂର୍ବରୁ ଅନୁମପ ଖେର ମନ୍ତ୍ର ଜପ କରିଛନ୍ତି। ଯାହାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ମଙ୍ଗଳବାର ଅଭିନେତା ଅନୁପମ ଖେର ମୁମ୍ବାଇର କୋକିଲାବେନ ଧୀରୁଭାଇ ଅମ୍ବାନୀ ହସ୍ପିଟାଲରେ କରୋନା ଭ୍ୟାକ୍ସିନ୍ ନେଇଥିଲେ । ତେବେ ଟିକା ଲଗାଇବା  ପୂର୍ବରୁ ସେ ‘ଓଁ ନମ ଶିବାୟ’ ମନ୍ତ୍ର ଜପ କରିଥିଲେ। ଏହାର ଭିଡିଓକୁ ସେ ନିଜେ ଅଫିସିଆଲ ଟୁଇଟର ହ୍ୟାଣ୍ଡେଲରେ ସେଆର କରିଛନ୍ତି। ଯାହାକୁ ତାଙ୍କ ପ୍ରଶଂସକମାନ ବେଶ ପସନ୍ଦ ମଧ୍ୟ କରିଛନ୍ତି।

ଏହି ଭିଡିଓକୁ ସେଆର କରି ଅନୁପମ କହିଛନ୍ତି, ‘ମୁଁ କୋଭିଡ ୧୯ ର ପ୍ରଥମ ଡୋଜ୍ ନେଇଛି ।  ମୁଁ ସମସ୍ତ ଡାକ୍ତର, ନର୍ସ, ଡାକ୍ତରୀ କର୍ମଚାରୀ ଏବଂ ଭାରତ ସରକାରଙ୍କୁ ଧନ୍ୟବାଦ ଦେବାକୁ ଚାହୁଁଛି ଯେଉଁମାନେ ଏହାକୁ ସମ୍ଭବ କରିଛନ୍ତି ।’

https://twitter.com/AnupamPKher/status/1369257317351456771?s=20

ସୂଚନାଯୋଗ୍ୟ ଯେ, ଗତ ବର୍ଷ ଖେରଙ୍କ ମା ଦୁଲାରୀ, ତାଙ୍କ ଭାଇ ରାଜୁ ଏବଂ ତାଙ୍କ ପରିବାର କୋଭିଡ -୧୯ ରେ ସଂକ୍ରମିତ ହୋଇଥିଲେ । ଅନୁପମ ଖେରଙ୍କ ପୂର୍ବରୁ ହେମା ମାଲିନୀ, ଜାନି ଲିଭର, ସତୀଶ ଶାହା, କମଲ ହାସନ ଏବଂ ସୈଫ ଅଲି ଖାନଙ୍କ ଭଳି ଷ୍ଟାରମାନେ ମଧ୍ୟ କରୋନା ଟିକା ନେଇସାରିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story