ଫିଲ୍ମ ଫ୍ଲପ୍‌ ପାଇଁ ଦାୟୀ କିଏ? କାରଣ କହିଲେ ଅନୁରାଗ

ମୁମ୍ବାଇ: ବଳିଉଡର ଏବେ ଭଲ ଦଶା ଚାଲିନି। ଗୋଟିକ ପରେ ଗୋଟିଏ ଫିଲ୍ମ ଫ୍ଲପ୍‌ ହେବାରେ ଲାଗିଛି। ବିଗ୍‌ ବଜେଟ୍‌ରେ ଫିଲ୍ମ ତିଆରି ହୋଇଥିଲେ ସୁଦ୍ଧା ଭଲ ବ୍ୟବସାୟ କରିପାରୁନି। ଏପରିକି ବଡ ବ୍ୟାନର ୟଶ୍‌ରାଜ ଭଳି ପ୍ରଡକ୍ସନର ଫିଲ୍ମ ମଧ୍ୟ ପରଦାରେ ଅଧିକ ଦିନ ତିଷ୍ଟି ପାରୁନି। ପୂର୍ବ ଭଳି ଆଉ ଦର୍ଶକଙ୍କୁ ବାନ୍ଧି ରଖିପାରୁନି ୟଶ୍‌ରାଜ ଫିଲ୍ମ। ୨୦୨୨ରେ କବେଳ ୨ରୁ ୩ଟି ଫିଲ୍ମକୁ ଛାଡି ଦେଲେ ଆଉ ସବୁ ଫିଲ୍ମ ଫ୍ଲପ୍‌ ହୋଇଛି। […]

Anurag on YRF film

Anurag on YRF film

Madhupriya Mistry
  • Published: Wednesday, 17 August 2022
  • Updated: 17 August 2022, 01:52 PM IST

ମୁମ୍ବାଇ: ବଳିଉଡର ଏବେ ଭଲ ଦଶା ଚାଲିନି। ଗୋଟିକ ପରେ ଗୋଟିଏ ଫିଲ୍ମ ଫ୍ଲପ୍‌ ହେବାରେ ଲାଗିଛି। ବିଗ୍‌ ବଜେଟ୍‌ରେ ଫିଲ୍ମ ତିଆରି ହୋଇଥିଲେ ସୁଦ୍ଧା ଭଲ ବ୍ୟବସାୟ କରିପାରୁନି। ଏପରିକି ବଡ ବ୍ୟାନର ୟଶ୍‌ରାଜ ଭଳି ପ୍ରଡକ୍ସନର ଫିଲ୍ମ ମଧ୍ୟ ପରଦାରେ ଅଧିକ ଦିନ ତିଷ୍ଟି ପାରୁନି। ପୂର୍ବ ଭଳି ଆଉ ଦର୍ଶକଙ୍କୁ ବାନ୍ଧି ରଖିପାରୁନି ୟଶ୍‌ରାଜ ଫିଲ୍ମ। ୨୦୨୨ରେ କବେଳ ୨ରୁ ୩ଟି ଫିଲ୍ମକୁ ଛାଡି ଦେଲେ ଆଉ ସବୁ ଫିଲ୍ମ ଫ୍ଲପ୍‌ ହୋଇଛି। ତେବେ ଏହା ପଛରେ କ'ଣ କାରଣ ରହିଛି। କାହିଁକି ଫିଲ୍ମ ଫ୍ଲପ୍‌ ହେବାରେ ଲାଗିଛି। ଏହାର କାରଣ କହିଛନ୍ତି ବଲିଉଡର ଜଣାଶୁଣା ନିର୍ଦ୍ଦେଶକ ଅନୁରାଗ କଶ୍ୟପ।

୨୦୨୨ରେ ୟଶ୍‌ରାଜ ବ୍ୟାନର୍‌ରେ ତିଆରି ଫିଲ୍ମ 'ଜୟେଶଭାଇ ଜୋରଦାର', 'ସମ୍ରାଟ ପୃଥ୍ୱୀରାଜ' ଓ 'ଶମସେରା' ଫ୍ଲପ୍‌ ଫିଲ୍ମ ତାଲିକାରେ ସାମିଲ ଅଛି। ନିଜ ଅପ୍‌କମିଂ ଫିଲ୍ମ 'ଦୋବାର'ର ପ୍ରମୋସନରେ ବ୍ୟସ୍ତ ଅନୁରାଗ କଶ୍ୟପ ଏକ ସାକ୍ଷାତକାରରେ ହିନ୍ଦୀ ଫିଲ୍ମ ଫ୍ଲପ ହେବା ପଛର କାରଣ କହିଛନ୍ତି। ଏଥିସହ ପରୋକ୍ଷରେ ୟଶ୍‌ରାଜ ବ୍ୟାନର୍‌କୁ ଟାର୍ଗେଟ୍‌ ମଧ୍ୟ କରିଛନ୍ତି।

ସେ କହିଛନ୍ତି, 'ୟଶରାଜ ଫିଲ୍ମସ୍‌ର ସବୁଠାରୁ ବଡ ସମସ୍ୟା ହେଉଛି ଟ୍ରାଏଲ ରୁମ ଇଫେକ୍ଟ। ତୁମେ ଏକ କାହାଣୀ ନେଉଛ ଏବଂ ଏଥିରୁ 'ପାଇରେଟ୍ସ ଅଫ୍ କାରିବିଆନ୍' ତିଆରି କରିବାକୁ ଚାହୁଁଛ ଏବଂ ଏହା 'ଠଗସ୍‌ ଅଫ୍ ହିନ୍ଦୁସ୍ତାନ'ରେ ପରିଣତ ହୋଇଯାଉଛି। ଏହାପରେ ତୁମେ ଏକ କାହାଣୀ ନେଇ ' Mad Max: Fury Road' ତିଆରି କରିବାକୁ ଚାହୁଁଛ କିନ୍ତୁ ଏହା 'ଶମସେରା'ରେ ପରିଣତ ହେଉଛି। ଆପଣ ନିଜକୁ ନିଜେ ଧୋକା ଦେଉଛନ୍ତି, ବିଶେଷକରି ଆଜିର ସମୟରେ। ଯଦି 'ଶମସେରା' ୨ରୁ ୩ ବର୍ଷ ପର୍ବେ ଆସିଥା'ନ୍ତା ତେବେ ଭଲ ବ୍ୟବସାୟ କରି ପାରିଥା'ନ୍ତା। ସେହିପରି ଫିଲ୍ମ 'ଜୟଶଭାଇ ଭୋରଦାର' ଏକ ଗୁଜରାଟୀ ଫିଲ୍ମ କିନ୍ତୁ ଏହାକୁ ଦେଖିଲେ ଗୁଜରାଟ ଭଳି ଲାଗୁନି।'

ୟଶ୍‌ରାଜ ବ୍ୟାନର୍‌କୁ ଟାର୍ଗେଟ୍‌ କରି ଅନୁରାଗ କହିଛନ୍ତି, 'ଜଣେ ବ୍ୟକ୍ତି ଗୁମ୍ଫାରେ ବସିଛନ୍ତି ଯିଏ ବାହ୍ୟ ଜଗତ ବିଷୟରେ ଜାଣିନାହାଁନ୍ତି, ସେ ଅନ୍ୟମାନଙ୍କୁ କିପରି ଫିଲ୍ମ ନିର୍ମାଣ କରିବା ଉଚିତ ଏବଂ ସେମାନଙ୍କୁ କ'ଣ କରିବାକୁ ହେବ ତାହା ପରାମର୍ଶ ଦିଅନ୍ତି। ଏଭଳି କରି ଆପଣ ନିଜେ ନିଜ କବର ଖୋଳୁଛନ୍ତି। ଆପଣ ଲୋକଙ୍କୁ ସଶକ୍ତ କରିବା ଉଚିତ। ଆପଣ ନିର୍ଦ୍ଦେଶ କରିପାରିବେ ନାହିଁ। ହୁକୁମ ଚଲାଇବା ସମୟ ଅତିବାହିତ ହୋଇସାରିଛି।'

ଆଦିତ୍ୟ ଚୋପ୍ରାଙ୍କୁ ନେଇ ଅନୁରାଗ କଶ୍ୟପ ଦେଇଥିବା ଏହି କଡା ପ୍ରତିକ୍ରିୟା ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ସେପଟେ ଅନୁରାଗଙ୍କ ଏଭଳି ମନ୍ତବ୍ୟକୁ ନେଇ ଆଦିତ୍ୟଙ୍କ ତରଫରୁ କିମ୍ବା ୟଶରାଜ ବ୍ୟାନର୍‌ ତରଫରୁ କୌଣସି ପ୍ରତିକ୍ରିୟା ଆସିନାହିଁ।

ଉଲ୍ଲେଖଯୋଗ୍ୟ, ଆସନ୍ତାକାଲି ଅନୁରାଗ କଶ୍ୟପଙ୍କ ନିର୍ଦ୍ଦେଶନାରେ ତିଆରି ଫିଲ୍ମ 'ଦୋବାରା' ରିଲିଜ ହେବାକୁ ଯାଉଛି। ଫିଲ୍ମରେ ତାପସୀ ପନ୍ନୁ ଲିଡ୍‌ ରୋଲରେ ଅଛନ୍ତି। ଫିଲ୍ମର ଟ୍ରେଲର ସମସ୍ତଙ୍କୁ ପସନ୍ଦ ଆସିଥିବା ବେଳେ ଫିଲ୍ମଟି ଦର୍ଶକଙ୍କୁ କେତେ ପସନ୍ଦ ଆସୁଛି ତାହା ରିଲିଜ ହେବା ପରେ ହିଁ ଜଣାପଡିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story