Advertisment

ମା’ ହେବେ ଅନୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ ଟିମ୍‌ର ଅଧିନାୟକ ବିରାଟ କୋହଲି ଓ ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମା ଆଜି ତାଙ୍କର ଫ୍ୟାନ୍ସଙ୍କୁ ଏକ ଖୁସି ଖବର ଦେଇଛନ୍ତି। ଅନୁଷ୍କା ମା’ ହେବାକୁ ଯାଉଛନ୍ତି। ଏନେଇ ସୋଶାଲ ମିଡିଆରେ ଆଜି ଦମ୍ପତି ଘୋଷଣା କରିଛନ୍ତି। ଟ୍ୱିଟରରେ ଦୁହିଁଙ୍କର ଫଟୋ ଶେଆର୍‌ କରି ବିରାଟ ଲେଖିଛନ୍ତି, ଆମେ ଏବେ ତିନି ଜଣ ହୋଇଯିବୁ। ଆମର ପ୍ରଥମ ସନ୍ତାନ ଜାନୁଆରୀ ୨୦୨୧ରେ ଆସିବାକୁ ଯାଉଛି। And then, we were three! […]

author-image
Puspanjali Panda
ମା’ ହେବେ ଅନୁଷ୍କା

biru

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ ଟିମ୍‌ର ଅଧିନାୟକ ବିରାଟ କୋହଲି ଓ ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମା ଆଜି ତାଙ୍କର ଫ୍ୟାନ୍ସଙ୍କୁ ଏକ ଖୁସି ଖବର ଦେଇଛନ୍ତି। ଅନୁଷ୍କା ମା’ ହେବାକୁ ଯାଉଛନ୍ତି। ଏନେଇ ସୋଶାଲ ମିଡିଆରେ ଆଜି ଦମ୍ପତି ଘୋଷଣା କରିଛନ୍ତି।

Advertisment

ଟ୍ୱିଟରରେ ଦୁହିଁଙ୍କର ଫଟୋ ଶେଆର୍‌ କରି ବିରାଟ ଲେଖିଛନ୍ତି, ଆମେ ଏବେ ତିନି ଜଣ ହୋଇଯିବୁ। ଆମର ପ୍ରଥମ ସନ୍ତାନ ଜାନୁଆରୀ ୨୦୨୧ରେ ଆସିବାକୁ ଯାଉଛି।

Advertisment

ସୋଶାଲ ମିଡିଆରେ ଏହି ପୋଷ୍ଟ ପରେ ବିରାଟ ଓ ଅନୁଷ୍କାଙ୍କୁ ଚାରିଆଡୁ ଶୁଭେଚ୍ଛାର ବାର୍ତ୍ତା ମିଳିବାରେ ଲାଗିଛି। ଏହି ଖବର ପରେ କିଛି ୟୁଜର ଟ୍ୱିଟ୍‌ କରି ଲେଖିଛନ୍ତି, ‘ ଶୁଭେଚ୍ଛା ବିରୁଷ୍କା, ଆମେ ଏହି ଦିନ ଅପେକ୍ଷାରେ ରହିଥିଲୁ’। ସେହିପରି ଅନ୍ୟ କିଛି ୟୁଜର ଲେଖିଛନ୍ତି,‘ ଛୋଟ କୋହଲି ଆସିବାକୁ ଯାଉଛନ୍ତି। ’