ପରଲୋକରେ ଅରିଜିତ୍ ସିଂହଙ୍କ ମା’

ମୁମ୍ବାଇ: ବଲିଉଡର ଲୋକପ୍ରିୟ ପ୍ଲେବ୍ୟାକ୍ ସିଙ୍ଗର୍ ଅରିଜିତ୍ ସିଂହଙ୍କ ମା’ ଅଦିତି ସିଂହଙ୍କର ପରଲୋକ ହୋଇଛି । ଅରିଜିତଙ୍କ ମା’ଙ୍କ ସ୍ୱାସ୍ଥ୍ୟାବସ୍ଥା ବହୁତ ଜଟିଳ ଥିଲା ଏବଂ ସେ ଗୁରୁବାର ସକାଳେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୫୨ ବର୍ଷ ହୋଇଥିଲା । ଅଦିତି କରୋନାରେ ଆକ୍ରାନ୍ତ ହୋଇଥିଲେ, ଯାହା ପରେ ତାଙ୍କୁ କୋଲକାତାର ଡାକୁରିୟାର ଏମଏମଆରଆଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ହସ୍ପିଟାଲର ଜଣେ ଅଧିକାରୀଙ୍କ କହିବା ଅନୁଯାୟୀ, […]

arijit-singh

arijit-singh

Ranjit Kumar Jena
  • Published: Thursday, 20 May 2021
  • Updated: 20 May 2021, 10:00 PM IST

Sports

Latest News

ମୁମ୍ବାଇ: ବଲିଉଡର ଲୋକପ୍ରିୟ ପ୍ଲେବ୍ୟାକ୍ ସିଙ୍ଗର୍ ଅରିଜିତ୍ ସିଂହଙ୍କ ମା’ ଅଦିତି ସିଂହଙ୍କର ପରଲୋକ ହୋଇଛି । ଅରିଜିତଙ୍କ ମା’ଙ୍କ ସ୍ୱାସ୍ଥ୍ୟାବସ୍ଥା ବହୁତ ଜଟିଳ ଥିଲା ଏବଂ ସେ ଗୁରୁବାର ସକାଳେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୫୨ ବର୍ଷ ହୋଇଥିଲା । ଅଦିତି କରୋନାରେ ଆକ୍ରାନ୍ତ ହୋଇଥିଲେ, ଯାହା ପରେ ତାଙ୍କୁ କୋଲକାତାର ଡାକୁରିୟାର ଏମଏମଆରଆଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

ହସ୍ପିଟାଲର ଜଣେ ଅଧିକାରୀଙ୍କ କହିବା ଅନୁଯାୟୀ, ୩୪ ବର୍ଷୀୟ ଅରିଜିତଙ୍କ ମା’ଙ୍କର କରୋନା ରିପୋର୍ଟ ମେ’ ୧୭ ତାରିଖରେ ନେଗେଟିଭ୍ ଆସିଥିଲା । ତେବେ ସେରିବ୍ରେଲ୍ ଷ୍ଟ୍ରୋକ୍ କାରଣରୁ ଅଦିତିଙ୍କର ଦେହାନ୍ତ ହୋଇଛି । ଗୁରୁବାର ଅପରାହ୍ଣ ୫ଟା ବେଳେ ଅଦିତିଙ୍କ ମୃତଦେବ ମୁର୍ଶିଦାବାଦର ଜିଆଗଙ୍ଗ ସ୍ଥିତ ନିଜ ବାସଭବନକୁ ଅଣାଯାଇଥିଲା ।

ଅରିଜିତଙ୍କ ମା’ ହସ୍ପିଟାଲରେ ଭର୍ତ୍ତି ହେବା ଖବର ଅଭିନେତ୍ରୀ ସାତ୍ତ୍ୱିକା ଦେଇଥିଲେ । ସେ ସୋଶାଲ ମିଡିଆରେ ଏକ ପୋଷ୍ଟ କରିଥିଲେ । ସାତ୍ତ୍ୱିକା ଲେଖିଥିଲେ, ଅରିଜିତ୍ ସିଂହଙ୍କ ମା’ଙ୍କ ପାଇଁ ଏ ନେଗେଟିଭ୍ ବ୍ଲଡର ଆବଶ୍ୟକତା ଅଛି । ସେ ଆମ୍ରି ଢାକୁରିଆରେ ଆଡମିଟ୍ ଅଛନ୍ତି । ଫିଲ୍ମ ନିର୍ମାତା ଶ୍ରୀଜିତ୍ ମୁଖାର୍ଜୀ ମଧ୍ୟ ଲୋକଙ୍କ ଅନୁରୋଧ କରିଥିଲେ । ସେ ବେଙ୍ଗଲରୀରେ ଟ୍ୱିଟ୍ କରି ଅରିଜିତଙ୍କ ମା’ଙ୍କ ପାଇଁ ସହାୟତା ମାଗିଥିଲେ ।

ଅରିଜିତ୍ ବର୍ତ୍ତମାନ ସମୟରେ ବଲିଉଡର ଅନ୍ୟତମ ଶ୍ରେଷ୍ଠ ପ୍ଲେବ୍ୟାକ୍ ସିଙ୍ଗର । ସେ ଗୋଟିଏ ପରେ ଗୋଟିଏ ହିଟ୍ ଗୀତ ଗାଇଛନ୍ତି । କବୀରା, ସୁନୋ ନା ସଙ୍ଗମରମର, ମସ୍ତ ମଗନ, ହମଦର୍ଦ ଭଳି ଅନେକ ଜବରଦସ୍ତ ଗୀତ ଗାଇଛନ୍ତି । ଅରିଜିତ୍ ବଙ୍ଗାଳୀରେ ମଧ୍ୟ ଅନେକ ଗୀତ ଗାଇଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story