ଗିରଫ ହେବେ ସପ୍ନା ଚୌଧୁରୀ! ୱାରେଣ୍ଟ ଜାରି

ଚଣ୍ଡିଗଡ: ଗରିଫ ହୋଇପାରନ୍ତି ପ୍ରସିଦ୍ଧ ହରିୟାଣୱି ଡ୍ୟାନ୍ସର୍‌ ତଥା ବିଗ୍‌ ବସ୍‌ ଫେମ୍‌ ଅଭିନେତ୍ରୀ ସପ୍ନା ଚୌଧୁରୀ। ତାଙ୍କ ବିରୋଧରେ ଜାରି ହୋଇଛି ଗିରଫ ୱାରେଣ୍ଟ। ଲକ୍ଷ୍ନୌର ଏସିଜିଏମ୍‌ କୋର୍ଟ ଏହି ୱାରେଣ୍ଟ ଜାରି କରିଛନ୍ତି। ଡ୍ୟାନ୍ସ କାର୍ଯ୍ୟକ୍ରମ ବାତିଲ ଏବଂ ଟିକେଟ୍ ଟଙ୍କା ଫେରସ୍ତ ନକରିବାର ଚାରି ବର୍ଷ ପୁରୁଣା ମାମଲାରେ ଏହି ୱାରେଣ୍ଟ ଜାରି କରାଯାଇଛି। ସୋମବାର ଏହି ମାମଲାରେ ଶୁଣାଣି ହୋଇଥିଲା କିନ୍ତୁ ଏହି ଅଭିନେତ୍ରୀ ଜଣକ କୋର୍ଟରେ ହାଜର ହୋଇନଥିଲେ। ଏହାପରେ […]

sapna-choudhary

sapna-choudhary

Madhupriya Mistry
  • Published: Tuesday, 23 August 2022
  • Updated: 23 August 2022, 01:40 PM IST

Sports

Latest News

ଚଣ୍ଡିଗଡ: ଗରିଫ ହୋଇପାରନ୍ତି ପ୍ରସିଦ୍ଧ ହରିୟାଣୱି ଡ୍ୟାନ୍ସର୍‌ ତଥା ବିଗ୍‌ ବସ୍‌ ଫେମ୍‌ ଅଭିନେତ୍ରୀ ସପ୍ନା ଚୌଧୁରୀ। ତାଙ୍କ ବିରୋଧରେ ଜାରି ହୋଇଛି ଗିରଫ ୱାରେଣ୍ଟ। ଲକ୍ଷ୍ନୌର ଏସିଜିଏମ୍‌ କୋର୍ଟ ଏହି ୱାରେଣ୍ଟ ଜାରି କରିଛନ୍ତି। ଡ୍ୟାନ୍ସ କାର୍ଯ୍ୟକ୍ରମ ବାତିଲ ଏବଂ ଟିକେଟ୍ ଟଙ୍କା ଫେରସ୍ତ ନକରିବାର ଚାରି ବର୍ଷ ପୁରୁଣା ମାମଲାରେ ଏହି ୱାରେଣ୍ଟ ଜାରି କରାଯାଇଛି। ସୋମବାର ଏହି ମାମଲାରେ ଶୁଣାଣି ହୋଇଥିଲା କିନ୍ତୁ ଏହି ଅଭିନେତ୍ରୀ ଜଣକ କୋର୍ଟରେ ହାଜର ହୋଇନଥିଲେ। ଏହାପରେ କୋର୍ଟ ତାଙ୍କ ବିରୋଧରେ ୱାରେଣ୍ଟ ଜାରି କରିଛନ୍ତି।

Haryanvi bombshell Sapna Choudhary looks hot and sexy in a bright yellow  two-piece ensemble suit including white v neck top.

୧୩ ଅକ୍ଟୋବର ୨୦୧୮ରେ ସପ୍ନାଙ୍କ ବିରୋଧରେ ଆସିଆନା ଥାନାରେ ଠକେଇ ଅଭିଯୋଗରେ ଏକ ମାମଲା ରୁଜୁ ହୋଇଥିଲା। ଲକ୍ଷ୍ନୌର ସ୍ମୃତି ଉପବନରେ ସପ୍ନା ଚୌଧୁରୀଙ୍କ ଏକ ଡ୍ୟାନ୍ସ କାର୍ଯ୍ୟକ୍ରମ ଆୟୋଜିତ ହେବାର ଥିଲା। ଏଥିପାଇଁ ଟିକେଟ୍‌ ବିକ୍ରି ମଧ୍ୟ ସରିଥିଲା। ସପ୍ନୀ ଏହି କାର୍ଯ୍ୟକ୍ରମ ପାଇଁ ଆଡଭାନ୍ସ ଟଙ୍କା ମଧ୍ୟ ନେଇ ସାରିଥିଲେ। କିନ୍ତୁ ଟଙ୍କା ନେବା ପରେ ଅଭିନେତ୍ରୀ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇନଥିଲେ। ଏଥିପାଇଁ ଉକ୍ତ ଡ୍ୟାନ୍ସ କାର୍ଯ୍ୟକ୍ରମକୁ ବାତିଲ କରିବାକୁ ପଡିଥିଲା। ତେବେ ଏହି କାର୍ଯ୍ୟକ୍ରମ ପାଇଁ ସପ୍ନା ଯେଉଁ ଟଙ୍କା ନେଇଥିଲେ ତାକୁ ମଧ୍ୟ ସେ ଫେରସ୍ତ କରିନଥିବା ଅଭିଯୋଗ ହୋଇଥିଲା।

ସୂଚନା ମୁତାବକ, ଏହି ମାମଲାରେ ସୋମବାର କୋର୍ଟରେ ଶୁଣାଣି ହୋଇଥିଲା। ତେବେ ସପ୍ନା କିନ୍ତୁ କୋର୍ଟରେ ହାଜର ହୋଇନଥିଲେ କି ତାଙ୍କ ତରଫରୁ କୌଣସି କ୍ଷମା ଆବେଦନ ମଧ୍ୟ କରାଯାଇନଥିଲା। କିନ୍ତୁ ଅନ୍ୟ ଅଭିଯୁକ୍ତମାନେ କ୍ଷମା ଆବେଦନ କରିଥିଲେ।

https://twitter.com/ani_digital/status/1561811773400813568?s=20&t=OGOg3FcbzQCF-PynvLWKQg

ଏହାପୂର୍ବରୁ କୋର୍ଟ ଉକ୍ତ ଡ୍ୟାନ୍ସର୍‌ କମ୍‌ ସିଙ୍ଗର ସପ୍ନାଙ୍କ ଅନ୍ତରୀଣ ଜାମିନ ଅବଧିକୁ ବଢ଼ାଇ ଦେଇଥିଲେ। ୨୦ ହଜାର ଟଙ୍କା ଲେଖାଏଁର ଦୁଇଟି ମୁଚଳିକା ଏବଂ ସମାନ ପରିମାଣର ବ୍ୟକ୍ତିଗତ ବଣ୍ଡ ଉପରେ କୋର୍ଟ ଜାମିନ ପ୍ରଦାନ କରିଥିଲେ।

Punjab Sapna Choudhary Showed Off Her Glamorous Look In A White Transparent  Top | ट्रांसपेरेंट टाप में कातिलाना पोज देती नजर आईं Sapna Choudhary,  तस्वीरों ने मचाया इंटरनेट पर बवाल

ବର୍ତ୍ତମାନ ସପ୍ନା ଚୌଧୁରୀଙ୍କ ଗୋଟିଏ ପରେ ଗୋଟିଏ ଲଗାତର ଗୀତ ରିଲିଜ ହେବାରେ ଲାଗିଛି। ସୋସିଆଲ ମିଡିଆରେ ପ୍ରାୟତଃ ଆକ୍ଟିଭ ରହୁଥିବା ସପ୍ନା ଚୌଧୁରୀ ତାଙ୍କର ପ୍ରତ୍ୟେକ ଗୀତ ଏବଂ ଆଗାମୀ ପ୍ରୋଜେକ୍ଟକୁ ଇନଷ୍ଟାଗ୍ରାମରେ ଅପଡେଟ୍ କରିଥା’ନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story