ଅଭିନେତ୍ରୀଙ୍କୁ ଗିରଫ ଦାବି

ମୁମ୍ବାଇ: ବିବାଦରେ ଲୋକପ୍ରିୟ ଅଭିନେତ୍ରୀ ୟୁଭିକା ଚୌଧୁରୀ । ତାଙ୍କ ନାଁରେ ଆସିଛି ସଙ୍ଗୀନ ଅଭିଯୋଗ। ଜାତି ଭିତ୍ତିକ ଶବ୍ଦ ଉଚ୍ଚାରଣ ଅଭିଯୋଗରେ ତାଙ୍କୁ ଗିରଫ କରିବାକୁ ଦାବି ଜୋର ଧରିଛି । ୟୁଭିକା ନିଜ ବ୍ଲଗ ଭିଡିଓରେ ଜାତି ଭିତ୍ତିକ ଶବ୍ଦ ଉଚ୍ଚାରଣ କରି ଅଡୁଆ ଫସିଛନ୍ତି, ଯାହାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ସେଆର କରିଥିବା ଏହି ଭିଡିଓରେ ଉଭୟ ସ୍ୱାମୀ-ସ୍ତ୍ରୀ ୟୁଭିକା ଏବଂ ପ୍ରିନ୍ସ ନଜର ଆସିଛନ୍ତି […]

yuvika

yuvika

Madhupriya Mistry
  • Published: Tuesday, 25 May 2021
  • Updated: 25 May 2021, 05:31 PM IST

ମୁମ୍ବାଇ: ବିବାଦରେ ଲୋକପ୍ରିୟ ଅଭିନେତ୍ରୀ ୟୁଭିକା ଚୌଧୁରୀ । ତାଙ୍କ ନାଁରେ ଆସିଛି ସଙ୍ଗୀନ ଅଭିଯୋଗ। ଜାତି ଭିତ୍ତିକ ଶବ୍ଦ ଉଚ୍ଚାରଣ ଅଭିଯୋଗରେ ତାଙ୍କୁ ଗିରଫ କରିବାକୁ ଦାବି ଜୋର ଧରିଛି । ୟୁଭିକା ନିଜ ବ୍ଲଗ ଭିଡିଓରେ ଜାତି ଭିତ୍ତିକ ଶବ୍ଦ ଉଚ୍ଚାରଣ କରି ଅଡୁଆ ଫସିଛନ୍ତି, ଯାହାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ସେଆର କରିଥିବା ଏହି ଭିଡିଓରେ ଉଭୟ ସ୍ୱାମୀ-ସ୍ତ୍ରୀ ୟୁଭିକା ଏବଂ ପ୍ରିନ୍ସ ନଜର ଆସିଛନ୍ତି । ଭିଡିଓରେ ୟୁଭିକା ଜାତିଭିତ୍ତିକ ଶବ୍ଦ ପ୍ରୟୋଗ କରି କହିଛନ୍ତି, ‘ଯେତେବେଳେ ବି ମୁଁ ଏକ ବ୍ଲଗ୍ ତିଆରି କରେ, ମୁଁ କାହିଁକି ସର୍ବଦା ଭଂ... ମାନଙ୍କ ପରି ଛିଡା ହୁଏ? ମୋତେ ସେତିକି ସମୟ ମିଳେ ନାହିଁ, ନିଜକୁ ପ୍ରସ୍ତୁତ କରିବାକୁ ବା ଭଲଭାବେ ଦେଖିବାକୁ ।’

ତାଙ୍କର ଏହି ଶବ୍ଦ କହିବା ଲୋକମାନେ ପସନ୍ଦ କରୁନାହାଁନ୍ତି । ଦଳିତ ସମ୍ପ୍ରଦାୟ ପାଇଁ ଜାତି ଶବ୍ଦ ବ୍ୟବହାର କରିବାରୁ ଲୋକମାନେ ତାଙ୍କୁ ଏବେ ସୋଶାଲ ମିଡିଆରେ ଟ୍ରୋଲ୍ କରୁଛନ୍ତି । ଏଥିସହ ଟୁଇଟର୍‌ରେ ହ୍ୟାସଟାଗ୍ ଆରେଷ୍ଟ ୟୁଭିକା ଟ୍ରେଣ୍ଡ କରିବାରେ ଲାଗିଛି ।

https://twitter.com/_ABHIMANYU____/status/1397049041851015170?s=20

ସେପଟେ ନିଜ ଭିଡିଓ ଏବଂ ଶବ୍ଦ ବ୍ୟବହାର କରିବାକୁ ନେଇ ୟୁଭିକା ସୋଶାଲ ମିଡିଆରେ ସମସ୍ତଙ୍କୁ କ୍ଷମା ମାଗିଛନ୍ତି । ସେ କହିଛନ୍ତି, ‘ମୁଁ ମୋ ଲାଷ୍ଟ ଭିଡିଓରେ ଯେଉଁ ଶବ୍ଦ ପ୍ରୟୋଗ କରିଥିଲି, ତା’ର ପ୍ରକୃତ ଅର୍ଥ କ’ଣ ମୋତେ ଜଣା ନଥିଲା । କାହାକୁ ଆଘାତ ଦେବା ମୋର ଉଦ୍ଦେଶ୍ୟ ନଥିଲା । ମୁଁ କାହାକୁ ଆଘାତ ଦିଏ ନାହିଁ । ତେଣୁ ସମସ୍ତଙ୍କୁ ମୁଁ କ୍ଷମା ମାଗୁଛି । ସମସ୍ତେ ମୋତେ କ୍ଷମା କରିବେ ବୋଲି ମୋର ଆଶା ।’

ତେବେ ୟୁଭିକାଙ୍କ ପୂର୍ବରୁ ଅଭିନେତ୍ରୀ ମୁନମୁନ୍ ଦତ୍ତା ମଧ୍ୟ ତାଙ୍କର ଏକ ଭିଡିଓରେ ଏହି ଶବ୍ଦ ବ୍ୟବହାର କରିଥିଲେ। ସୋସିଆଲ ମିଡିଆରେ ତାଙ୍କୁ ଗିରଫ ପାଇଁ ଦାବି କରାଯାଇଥିଲା। ତେବେ ବିବାଦ ବଢୁଥିବାର ଦେଖି ସେ କ୍ଷମା ମାଗିଥିଲେ ମଧ୍ୟ ଦେଶର ଅନେକ ସ୍ଥାନରେ ତାଙ୍କ ବିରୋଧରେ ଏଫ୍ଆଇଆର୍ ପଞ୍ଜିକୃତ ହୋଇଥିଲା।

https://twitter.com/nitinmeshram_/status/1397055180986675202?s=20

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story