Advertisment

ଜୀବନ ହାରିଲେ ଭୋଜପୁରୀ ଅଭିନେତ୍ରୀ

ବାରାଣସୀ ସ୍ଥିତ ସାରନାଥ ଥାନା ନିକଟସ୍ଥ ସୋମେନ୍ଦ୍ର ହୋଟେଲରୁ ଅଭିନେତ୍ରୀଙ୍କ ମୃତଦେହ ଉଦ୍ଧାର ହୋଇଛି।

akanksha-dubey

akanksha-dubey

Advertisment

ଜୀବନ ହାରିଲେ ଭୋଜପୁରୀ ଅଭିନେତ୍ରୀ । ଭୋଜପୁରୀ ସିନେଜଗତରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ଅଭିନେତ୍ରୀ ଆକାଂକ୍ଷା ଦୁବେ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ବାରାଣସୀ ସ୍ଥିତ ସାରନାଥ ଥାନା ନିକଟସ୍ଥ ସୋମେନ୍ଦ୍ର ହୋଟେଲରୁ ଅଭିନେତ୍ରୀଙ୍କ ମୃତଦେହ ଉଦ୍ଧାର ହୋଇଛି।

Advertisment

ମିଳିଥିବା ସୂଚନା ମୁତାବକ, ଆକାଂକ୍ଷା ବାରାଣସୀରେ ଭୋଜପୁରୀ ଚଳଚ୍ଚିତ୍ର ‘ନାୟକ’ର ଶୁଟିଂ କରୁଥିଲେ। ଆତ୍ମହତ୍ୟାର କାରଣ ଏପର୍ଯ୍ୟନ୍ତ ଜଣାପଡ଼ି ନାହିଁ। ଅକାଂକ୍ଷାଙ୍କ ଆତ୍ମହତ୍ୟା ଖବର ପ୍ରଚାରିତ ହେବା ପରେ ଭୋଜପୁରୀ ଚଳଚ୍ଚିତ୍ର ଜଗତରେ ଶୋକର ଛାୟା ଖେଳି ଯାଇଛି। ଆକାଂକ୍ଷା ଦୁବେ ଖୁବ୍ କମ୍ ସମୟ ମଧ୍ୟରେ ଭୋଜପୁରୀ ସିନେମାରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe