ରାଣୀଙ୍କ ସଙ୍ଗୀନ ଅଭିଯୋଗ, ଘରକୁ ଡାକି ଅନ୍ତବସ୍ତ୍ରର ସାଇଜ ପଚାରିଥିଲେ ସାଜିଦ

ମୁମ୍ବାଇ: ଥମୁନି ସାଜିଦ ଝଡ଼। ବିଗ୍‌ବସ୍ ନିର୍ମାତାଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛନ୍ତି ସାଜିଦ ଖାନ। ତାଙ୍କୁ ଶୋ’ରୁ ବାହାର କରିବା ପାଇଁ ଦାବି ଜୋର ଧରିଛି। ଏପରିକି ସୋଶାଲ ମିଡିଆରେ ସାଜିଦଙ୍କୁ ଜୋରଦାର ଟାର୍ଗେଟ୍ ମଧ୍ୟ କରାଯାଉଛି। ଶର୍ଲିନ୍ ଚୋପ୍ରାଙ୍କ ଠାରୁ ଆରମ୍ଭ କରି ଉର୍ଫି ଜାବେଦ, ମନ୍ଦନା କରିମ, କନିଷ୍କା ସୋନି ଯାଏଁ ସାଜିଦଙ୍କ ବିରୋଧରେ ଯୌନ ଶୋଷଣ ଅଭିଯୋଗ ଆଣିସାରିଛନ୍ତି। ଏବେ ଏହି ତାଲିକାରେ ଆଉ ଜଣେ ଅଭିନେତ୍ରୀଙ୍କ ନାଁ ଯୋଡ଼ି ହୋଇଛି। […]

sajid-khan And Rani chatterjee

sajid-khan And Rani chatterjee

Madhupriya Mistry
  • Published: Tuesday, 18 October 2022
  • Updated: 18 October 2022, 05:02 PM IST

ମୁମ୍ବାଇ: ଥମୁନି ସାଜିଦ ଝଡ଼। ବିଗ୍‌ବସ୍ ନିର୍ମାତାଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛନ୍ତି ସାଜିଦ ଖାନ। ତାଙ୍କୁ ଶୋ’ରୁ ବାହାର କରିବା ପାଇଁ ଦାବି ଜୋର ଧରିଛି। ଏପରିକି ସୋଶାଲ ମିଡିଆରେ ସାଜିଦଙ୍କୁ ଜୋରଦାର ଟାର୍ଗେଟ୍ ମଧ୍ୟ କରାଯାଉଛି।

ଶର୍ଲିନ୍ ଚୋପ୍ରାଙ୍କ ଠାରୁ ଆରମ୍ଭ କରି ଉର୍ଫି ଜାବେଦ, ମନ୍ଦନା କରିମ, କନିଷ୍କା ସୋନି ଯାଏଁ ସାଜିଦଙ୍କ ବିରୋଧରେ ଯୌନ ଶୋଷଣ ଅଭିଯୋଗ ଆଣିସାରିଛନ୍ତି। ଏବେ ଏହି ତାଲିକାରେ ଆଉ ଜଣେ ଅଭିନେତ୍ରୀଙ୍କ ନାଁ ଯୋଡ଼ି ହୋଇଛି। ଭୋଜପୁରୀ ଫିଲ୍ମ ଇଣ୍ଡଷ୍ଟ୍ରିର ଜଣାଶୁଣା ଅଭିନେତ୍ରୀ ରାଣୀ ଚାଟାର୍ଜୀଙ୍କୁ ସାଜିଦଙ୍କ ବିରୋଧରେ ଆଣିଛନ୍ତି ସଙ୍ଗୀନ ଅଭିଯୋଗ। ସାଜିଦ କୁଆଡ଼େ ତାଙ୍କୁ ଘରକୁ ଡାକି ତାଙ୍କୁ ଛୁଇଁବାକୁ ଚେଷ୍ଟା କରିଥିବା ସେ ଅଭିଯୋଗ କରିଛନ୍ତି।

ଏକ ସାକ୍ଷାତକାରରେ ରାଣୀ କହିଛନ୍ତି, ବିଗ୍ ବସ୍ ଭଳି ଲୋକପ୍ରିୟ ରିଆଲିଟି ଶୋ’ରେ ସାଜିଦଙ୍କୁ ଦେଖିଲେ ରାଗ ଲାଗୁଛି। ତାଙ୍କ ଅଭିଯୋଗ ମୁତାବକ, ୨୦୧୩ରେ ରିଲିଜ ହୋଇଥିବା ଫିଲ୍ମ ‘ହିମ୍ମତୱାଲା’ ପାଇଁ ସେ ସାଜିଦ ଓ ତାଙ୍କ ଟିମ୍ ସହ ଯୋଗାଯୋଗ କରିଥିଲେ। ଏହାପରେ ସାଜିଦଙ୍କ ସହ ତାଙ୍କର ଫୋନ୍‌ରେ କଥାବାର୍ତ୍ତା ହୋଇଥିଲା। ସାଜିଦ ତାଙ୍କୁ ଘରକୁ ଡାକିଥିଲେ। ରାଣୀଙ୍କୁ ଏକାକୀ ଆସିବାକୁ ସାଜିଦ କହିଥିଲେ।

ଏହାପରେ ସାଜିଦଙ୍କୁ ରାଣୀ ତାଙ୍କ ଜୁହୁ ସ୍ଥିତ ଘରେ ଭେଟିବାକୁ ଯାଇଥିଲେ। ସାଜିଦ ଘରେ ଏକା ଥିଲେ। ଏହି ସମୟରେ ସାଜିଦ ତାଙ୍କୁ ଫିଲ୍ମର ଏକ ଆଇଟମ୍ ଗୀତରେ ସୁଯୋଗ ଦେବାକୁ କହିଥିଲେ। ଏହି ଆଇଟମ୍ ଗୀତରେ ଛୋଟ ଡ୍ରେସ୍ ପିନ୍ଧିବାକୁ ପଡ଼ିବ କହି ରାଣୀଙ୍କୁ ସାଜିଦ ତାଙ୍କ ଗୋଡ ଦେଖାଇବାକୁ କହିଥିଲେ।

ଏହାପରେ ସାଜିଦ ତାଙ୍କୁ ତାଙ୍କ ଅନ୍ତବସ୍ତ୍ର ଓ ବ୍ରେଷ୍ଟ ସାଇଜ୍ ପଚାରିଥିଲେ। ଏହା ଶୁଣି ଭୟଭୀତ ହୋଇପଡିଥିଲେ ରାଣୀ। ଏପରିକି ସାଜିଦ ତାଙ୍କୁ ମନ୍ଦ ଉଦ୍ଦେଶ୍ୟରେ ଛୁଇଁବାକୁ ଚେଷ୍ଟା କରିଥିଲେ। ଏହାପରେ ରାଣୀ ତୁରନ୍ତ ସାଜିଦଙ୍କ ଘରୁ ଚାଲିଆସିଥିଲେ। ଏସବୁ ଘଟଣା ବିଷୟରେ ସେ ତାଙ୍କ କଣ୍ଟ୍ରାକ୍ଟରଙ୍କୁ ଜଣାଇଥିଲେ ବୋଲି ଭୋଜପୁରୀ ଅଭିନେତ୍ରୀ ଖୁଲାସା କହିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story