ସିଦ୍ଧୁ ମୁସେୱାଲଙ୍କ ଭଳି ମନୁ ପଞ୍ଜାବୀଙ୍କୁ ମଧ୍ୟ ହତ୍ୟା ଧମକ

ମୁମ୍ବାଇ: ବିଗ୍‌ ବସ୍‌ ଫେମ୍‌ ମନୁ ପଞ୍ଜାବୀଙ୍କୁ ହତ୍ୟା ଧମକ। ଲୋକପ୍ରିୟ ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲାଙ୍କ ଭଳି ତାଙ୍କୁ ମଧ୍ୟ ଜୀବନରେ ମାରିଦେବାକୁ ଧମକ ମିଳିଛି। ଏନେଇ ସୋଶାଲ ମିଡିଆରେ ଏକ ପୋଷ୍ଟ ଶେଆର କରି ଖୋଦ୍‌ ମନୁ ପଞ୍ଜାବୀ ସୂଚନା ଦେଇଛନ୍ତି। ଟ୍ୱିଟ୍‌ରେ ମନୁ ପଞ୍ଜାବୀ କହିଛନ୍ତି, ‘ଦୁର୍ବୃତ୍ତମାନେ ୪ ଘଣ୍ଟା ମଧ୍ୟରେ ୧୦ ଲକ୍ଷ ଟଙ୍କା ଡିମାଣ୍ଡ କରିଛନ୍ତି। ଯଦି ପୁଲିସକୁ କିମ୍ବା ଅନ୍ୟ କାହାକୁ ଏନେଇ ସୂଚିତ କରାଯାଏ ତେବେ ସୁଦ୍ଧୁ […]

mannu punjabi and sidhu

mannu punjabi and sidhu

Madhupriya Mistry
  • Published: Wednesday, 29 June 2022
  • Updated: 29 June 2022, 05:07 PM IST

Sports

Latest News

ମୁମ୍ବାଇ: ବିଗ୍‌ ବସ୍‌ ଫେମ୍‌ ମନୁ ପଞ୍ଜାବୀଙ୍କୁ ହତ୍ୟା ଧମକ। ଲୋକପ୍ରିୟ ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲାଙ୍କ ଭଳି ତାଙ୍କୁ ମଧ୍ୟ ଜୀବନରେ ମାରିଦେବାକୁ ଧମକ ମିଳିଛି। ଏନେଇ ସୋଶାଲ ମିଡିଆରେ ଏକ ପୋଷ୍ଟ ଶେଆର କରି ଖୋଦ୍‌ ମନୁ ପଞ୍ଜାବୀ ସୂଚନା ଦେଇଛନ୍ତି।

ଟ୍ୱିଟ୍‌ରେ ମନୁ ପଞ୍ଜାବୀ କହିଛନ୍ତି, 'ଦୁର୍ବୃତ୍ତମାନେ ୪ ଘଣ୍ଟା ମଧ୍ୟରେ ୧୦ ଲକ୍ଷ ଟଙ୍କା ଡିମାଣ୍ଡ କରିଛନ୍ତି। ଯଦି ପୁଲିସକୁ କିମ୍ବା ଅନ୍ୟ କାହାକୁ ଏନେଇ ସୂଚିତ କରାଯାଏ ତେବେ ସୁଦ୍ଧୁ ମୁସେମ୍ବାଲାଙ୍କ ଭଳି ତାଙ୍କୁ ଅବସ୍ଥା ଭୋଗିବାକୁ ପଡିବ।' ତେବେ ମନୁ ଏନେଇ ପୁଳିସରେ ଅଭିଯୋଗ କରିବା ପରେ ଧମକ ଦେଇଥିବା ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। ମନୁ ତାଙ୍କର ଏହି ଟ୍ୱିଟ୍‌କୁ ଜୟପୁର ପୁଲିସର କିଛି ଅଧିକାରୀଙ୍କ ଟ୍ୟାଗ୍‌ କରିବା ସହ ଅଭିଯୁକ୍ତଙ୍କୁ ଗିରଫ କରିବା ଓ ତାଙ୍କୁ ସୁରକ୍ଷାକର୍ମୀ ଯୋଗାଇଥିବା ଯୋଗୁ ଧନ୍ୟବାଦ ଜଣାଇଛନ୍ତି।

ମନୁ ପଞ୍ଜାବୀଙ୍କ କହିବା ମୁତାବକ, ତାଙ୍କୁ ଏକ ଇ-ମେଲ ଆସିଥିଲା। ଏଥିରେ ଅଭିଯୁକ୍ତ ଜଣକ ନିଜକୁ ସିଦ୍ଧୁ ମୁସେୱାଲାଙ୍କୁ ହତ୍ୟା କରିଥିବା ଗ୍ୟାଙ୍ଗର ସଦସ୍ୟ ବୋଲି ପରିଚୟ ଦେଇଥିଲା। ଏଥିସହ ୧୦ ଲକ୍ଷ ଟଙ୍କା ଡିମାଣ୍ଡ କରିଥିଲା। ଯଦି ଏହି ଟଙ୍କା ନ ଦିଅନ୍ତି ତେବେ ମାନୁଙ୍କୁ ମାରିବାକୁ ସେ ଧମକ ଦେଇଥିଲେ। ମାନୁ ଏହି ଧମକପୂର୍ଣ୍ଣ ଚିଠିର ଫଟୋକୁ ଟ୍ୱିଟରରେ ଶେଆର କରିଛନ୍ତି, ଯେଉଁଥିରେ ଗୋଲ୍ଡି ବ୍ରାର ଓ ଲରେନ୍ସ ବିଷ୍ଣୋଇଙ୍କ ଫଟୋ ସହ ଧମକ ରହିଛି।

ବଲିଉଡ ଲାଇଫ ରିପୋର୍ଟ ମୁତାବକ, ଏହି ମାମଲା ପ୍ରାୟ ଏକ ସପ୍ତାହ ତଳର। ଏବେ ପୁଲିସ ଧମକ ଦେଇଥିବା ଅଭିଯୁକ୍ତକୁ ଗିରଫ କରିସାରିଛି। ଉଲ୍ଲେଖଯୋଗ୍ୟ, ମନୁ ପଞ୍ଜାବୀଙ୍କ ଏହି ଟ୍ୱିଟର ଆକାଉଣ୍ଟ ଭେରିଫାଇଡ ନୁହେଁ। ମନୁଙ୍କ ଭେରିଫାଇଡ ଇନ୍‌ଷ୍ଟାଗ୍ରାମ ଓ ଟ୍ୱିଟର ହ୍ୟାଣ୍ଡେଲ ଏକ ଭଳି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story