ଭ୍ୟାକ୍‌ସିନ୍‌କୁ ବିରୋଧ, କହିଲେ-ମୋ ଶରୀର ଏକ ମନ୍ଦିର, କେମିକାଲ ଯାଇପାରିବନି

ମୁମ୍ବାଇ: ମହାମାରୀ କରୋନା ବିରୋଧରେ ଲେଢ଼ଇ ପାଇଁ ସାରା ଦେଶରେ ଜାରି ରହିଛି ଟିକାକରଣ। ସାଧାରଣ ନାଗରିକଙ୍କ ଠାରୁ ଆରମ୍ଭ କରି ବହୁ ଅଭିନେତା ଏବଂ ଅଭିନେତ୍ରୀମାନେ ଟିକା ନେଉଛନ୍ତି। ଅନେକ ବଡ଼ ବଡ଼ ସେଲେବ୍ରିଟି ଲୋକଙ୍କୁ ଟିକା ନେବା ପାଇଁ ଉତ୍ସାହିତ କରୁଛନ୍ତି। ଏବେ ଯାଏଁ ଦେଶରେ ୮୦ କୋଟିରୁ ଅଧିକ ଲୋକଙ୍କୁ ଟିକାକରଣ ସରିଲାଣି। କିନ୍ତୁ ଏହାରି ଭିତରେ ଭ୍ୟାକ୍‌ସିନ୍‌କୁ ବିରୋଧ କରିଛନ୍ତି ଜଣେ ବଲିଉଡ ଅଭିନେତା। ଅଭିନେତା ବିଜୟ ଜେ ଆନନ୍ଦ କରୋନା […]

Vijaya j anand

Vijaya j anand

Madhupriya Mistry
  • Published: Monday, 20 September 2021
  • Updated: 20 September 2021, 06:11 PM IST

Sports

Latest News

ମୁମ୍ବାଇ: ମହାମାରୀ କରୋନା ବିରୋଧରେ ଲେଢ଼ଇ ପାଇଁ ସାରା ଦେଶରେ ଜାରି ରହିଛି ଟିକାକରଣ। ସାଧାରଣ ନାଗରିକଙ୍କ ଠାରୁ ଆରମ୍ଭ କରି ବହୁ ଅଭିନେତା ଏବଂ ଅଭିନେତ୍ରୀମାନେ ଟିକା ନେଉଛନ୍ତି। ଅନେକ ବଡ଼ ବଡ଼ ସେଲେବ୍ରିଟି ଲୋକଙ୍କୁ ଟିକା ନେବା ପାଇଁ ଉତ୍ସାହିତ କରୁଛନ୍ତି। ଏବେ ଯାଏଁ ଦେଶରେ ୮୦ କୋଟିରୁ ଅଧିକ ଲୋକଙ୍କୁ ଟିକାକରଣ ସରିଲାଣି। କିନ୍ତୁ ଏହାରି ଭିତରେ ଭ୍ୟାକ୍‌ସିନ୍‌କୁ ବିରୋଧ କରିଛନ୍ତି ଜଣେ ବଲିଉଡ ଅଭିନେତା।

ଅଭିନେତା ବିଜୟ ଜେ ଆନନ୍ଦ କରୋନା ଭ୍ୟାକ୍‌ସିନ୍‌କୁ ନେଇ ଦେଇଛନ୍ତି ବିବାଦୀୟ ବୟାନ। ଏକ ସାକ୍ଷାତକାରରେ ସେ ଟିକା ନେବାକୁ ମନା କରିବା ସହ କହିଛନ୍ତି, ଟିକା ହେଉଛି ଗୋଟେ ତୁଚ୍ଛ ରାଜନୀତି। ଏହା ଇତିହାସର ସବୁଠାରୁ ବଡ ସ୍କାମ। ଟିକା ନେଇ ନଥିବାରୁ ଲଣ୍ଡନରେ ସୁଟିଂ ହେବାକୁ ଥିବା ମୋର ୨ଟି ଫିଲ୍ମ ହରାଇବାକୁ ପଡିଥିଲା। ଏହା ବ୍ୟତିତ ସର୍ବିଆରେ ସୁଟ୍‌ ହେବାକୁ ଥିବା ଏକ ବଡ ୱେବ୍‌ ସିରିଜ ମଧ୍ୟ ହରାଇବାକୁ ପଡିଛି। କେବଳ ସେତିକି ନୁହେଁ ଦୁବାଇରେ ଏକ ଆୱାର୍ଡ ଶୋ' ରେ ଯୋଗଦେବାକୁ ମଧ୍ୟ ଯାଇପାରିନଥିଲି।'

ଟିକା କାହିଁକି ନେବାକୁ ଚାହୁଁ ନାହାନ୍ତି ପ୍ରଶ୍ନରେ ବିଜୟ ଆନନ୍ଦ କହିଛନ୍ତି, ମୋ ଶରୀର ହେଉଛି ଏକ ମନ୍ଦିର। ତାହା ଭିତରକୁ କୌଣସି କେମିକାଲ ପୂରାଇବାକୁ ଚାହୁଁନି। ତେଣୁ ମୁଁ ଭ୍ୟାକସିନକୁ ସମ୍ପୂର୍ଣ୍ଣ ଭାବେ ବିରୋଧ କରୁଛି । ଆହୁରି ରିସର୍ଚ୍ଚ ହେବାପରେ ଯାଇ ଭ୍ୟାକସିନ୍‌ ନେବେ ବୋଲି ସେ କହିଛନ୍ତି । ବର୍ତ୍ତମାନ ପାଇଁ ମାସ୍କ ପିନ୍ଧୁଛି ଏବଂ ସାମାଜିକ ଦୂରତା ପାଳନ କରୁଛି। ତାହା ହିଁ ମୋ ପାଇଁ ଯଥେଷ୍ଟ।

ଟିକାକୁ ନେଇ ସମ୍ପୂର୍ଣ୍ଣ ଭାବେ ରାଜନୀତି ହେଉଛି। ଏହା ହେଉଛି ବଡ ବଡ ଦୁର୍ନୀତିମାନଙ୍କ ମଧ୍ୟରେ ସବୁଠୁ ବଡ ସ୍କାମ। କେବଳ ସେ ନୁହଁନ୍ତି ତାଙ୍କ ପତ୍ନୀ ମଧ୍ୟ ଭ୍ୟାକସିନ୍‌ ନେଇନଥିବାରୁ ବିଦେଶ ଯାତ୍ରା କରିପାରୁ ନାହାନ୍ତି। ଅନେକ କାମ ହାତରୁ ଚାଲିଯାଉଛି। ଏହାପରେ ମଧ୍ୟ ଟିକା କାର୍ଯ୍ୟକ୍ରମରେ ମୁଁ ସାମିଲ ହେବି ନାହିଁ କି ଟିକା ନେବିନାହିଁ ବୋଲି ଅଭିନେତା ବିଜୟ ଆନନ୍ଦ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story