Salman Khan
ମୁମ୍ବାଇ: ଗତ କିଛି ଦିନ ତଳେ ବଲିଉଡର ଭାଇଜାନ୍ ସଲମାନ ଖାନ୍ ଡେଙ୍ଗୁରେ ଆକ୍ରାନ୍ତ ହୋଇଥିଲେ। ଏଥିପାଇଁ ତାଙ୍କର ଫିଲ୍ମ ଓ ଅନେକ ଶୋ’ର ଶୁଟିଂ ବନ୍ଦ ହୋଇଥିଲା। ଏବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ଅଛି।
ସଲମାନ ଖାନ୍ ଡେଙ୍ଗରୁ ସୁସ୍ଥ ହୋଇଥିବା ବେଳେ ତାଙ୍କ ଗ୍ୟାଲେକ୍ସି ଆପାର୍ଟମେଣ୍ଟରୁ ମିଳିଛି ଡେଙ୍ଗୁ ଲାର୍ଭା। ବିଲ୍ଡିଂ ଦୁଇଟି ସ୍ଥାନରେ ଡେଙ୍ଗୁ ଲାର୍ଭା ମିଳିଥିବା ବିଏମ୍ସି ସୂଚନା ଦେଇଛି । ଏହାପରେ ବିଏମ୍ସି ପକ୍ଷରୁ ତାଙ୍କର ପୂରା ବିଲ୍ଡିଂକୁ ସାନିଟାଇଜ କରାଯାଇଛି। ଔଷଧ ସିଞ୍ଚନ କରିବା ସହ ଅନ୍ୟ ସ୍ଥାନରେ ଅନୁସନ୍ଧାନ ଆରମ୍ଭ କରିଛି ବିଏମ୍ସି।
/odisha-reporter/media/post_attachments/aajtak/styles/medium_crop_simple/public/images/story/202210/whatsapp-image-2022-10-26-at-9.24.36-am.jpg)
ଡେଙ୍ଗୁ ଯୋଗୁଁ ଏଥର ସଲମାନ ଖାନ ‘ବିଗ୍ ବସ୍ -୧୬’ ୱିକେଣ୍ଡ୍ କା ୱାର୍ ଏପିସୋଡ୍ରେ ନଜର ଆସି ନଥିଲେ। ତାଙ୍କ ସ୍ଥାନରେ କରଣ ଜୋହରଙ୍କୁ ଦେଖିବାକୁ ମିଳିଥିଲା। ଏହା ସହ ଅଭିନେତାଙ୍କ ଫିଲ୍ମ ‘କିସି କା ଭାଇ କିସି କି ଜାନ’ର ଶୁଟିଂ ମଧ୍ୟ ବନ୍ଦ ହୋଇଯାଇଥିଲା। ଡେଙ୍ଗୁ ପରେ ଅଭିନେତା ଆୟୁଷ ଶର୍ମାଙ୍କ ଦିୱାଲି ପାର୍ଟିରେ ନଜର ଆସିଥିଲେ।
/odisha-reporter/media/post_attachments/aajtak/styles/medium_crop_simple/public/images/story/202210/whatsapp-image-2022-10-26-at-9.24.35-am.jpg)
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2022/10/Salman-Khan-1.jpg)