ଶିଳ୍ପା-ରିଚର୍ଡଙ୍କ କିସ୍ ମାମଲା, ଜବାବ ମାଗିଲେ କୋର୍ଟ

ମୁମ୍ବାଇ: ବଲିଉଡର ଜଣାଶୁଣା ଅଭିନେତ୍ରୀ ଶିଳ୍ପା ଶେଟ୍ଟୀ। ସେ ସୋଶାଲ ମିଡିଆରେ ବେଶ୍ ଆକ୍ଟିଭ। ୪୫ ବର୍ଷ ବୟସରେ ବି ସେ ବଡ ବଡ ଅଭିନେତ୍ରୀଙ୍କୁ ଟକ୍କର ଦିଅନ୍ତି। କିନ୍ତୁ ବିଗାତ ଦିନରେ ଶିଳ୍ପା ଅନେକ ବିବାଦ ସହ ଯୋଡି ହୋଇଥିଲେ। ଏବେ ତାଙ୍କ ସହ ଜଡିତ ଏକ ପୁରୁଣା ମାମଲା ପୁଣି ଥରେ ଚର୍ଚ୍ଚାକୁ ଆସିଛି। ୨୦୦୭ରେ ଏକ କ୍ୟାମ୍ପେନ ବେଳେ ଶିଳ୍ପା ଶେଟ୍ଟୀଙ୍କୁ ହଲିଉଡ ଅଭିନେତା ରିଚର୍ଡ ଗେରୀ ସର୍ବସାଧାରଣରେ କିସ୍ କରିଥିଲେ। ଏହାକୁ […]

shilpa-shetty-richard-gere-kiss-photo

shilpa-shetty-richard-gere-kiss-photo

Madhupriya Mistry
  • Published: Saturday, 07 January 2023
  • Updated: 07 January 2023, 05:33 PM IST

Sports

Latest News

ମୁମ୍ବାଇ: ବଲିଉଡର ଜଣାଶୁଣା ଅଭିନେତ୍ରୀ ଶିଳ୍ପା ଶେଟ୍ଟୀ। ସେ ସୋଶାଲ ମିଡିଆରେ ବେଶ୍ ଆକ୍ଟିଭ। ୪୫ ବର୍ଷ ବୟସରେ ବି ସେ ବଡ ବଡ ଅଭିନେତ୍ରୀଙ୍କୁ ଟକ୍କର ଦିଅନ୍ତି। କିନ୍ତୁ ବିଗାତ ଦିନରେ ଶିଳ୍ପା ଅନେକ ବିବାଦ ସହ ଯୋଡି ହୋଇଥିଲେ। ଏବେ ତାଙ୍କ ସହ ଜଡିତ ଏକ ପୁରୁଣା ମାମଲା ପୁଣି ଥରେ ଚର୍ଚ୍ଚାକୁ ଆସିଛି। ୨୦୦୭ରେ ଏକ କ୍ୟାମ୍ପେନ ବେଳେ ଶିଳ୍ପା ଶେଟ୍ଟୀଙ୍କୁ ହଲିଉଡ ଅଭିନେତା ରିଚର୍ଡ ଗେରୀ ସର୍ବସାଧାରଣରେ କିସ୍ କରିଥିଲେ। ଏହାକୁ ନେଇ ବିବାଦ ଉପୁଜିଥିଲା। ଏହି ବିବାଦ ଉପରେ ରୁଜୁ ହୋଇଥିବା ଏଫ୍‌ଆଇଆର୍‌କୁ ନେଇ ଏବେ ଜବାବ ମାଗିଛନ୍ତି କୋର୍ଟ।

ଏହି କିସ୍ ବିବାଦକୁ ନେଇ ଶିଳ୍ପାଙ୍କ ବିରୋଧରେ ତିନୋଟି ଏଫ୍‌ଆଇଆର୍ ରୁଜୁ ହୋଇଥିଲା। ଶିଳ୍ପା ୨୦୨୨ ମସିହାରେ ବମ୍ବେ ହାଇକୋର୍ଟରେ ଆବେଦନ କରି ଏହି ଏଫଆଇଆର ମଧ୍ୟରୁ ଗୋଟିଏକୁ ରଦ୍ଦ କରିବାକୁ କହିଥିଲେ। କିନ୍ତୁ ଏ ବିଷୟରେ ତାଙ୍କୁ କୌଣସି ଉତ୍ତର ମିଳିନଥିଲା କି ଏଫ୍‌ଆଇଆର୍‌କୁ ରଦ୍ଦ କରାଯାଇନଥିଲା। ବର୍ତ୍ତମାନ କୋର୍ଟ ଏହି ଆବେଦନ ଉପରେ ମହାରାଷ୍ଟ୍ର ସରକାର ଏବଂ ଉତ୍ତରଦାତାଙ୍କଠାରୁ ଜବାବ ମାଗିଛନ୍ତି।

ଉଲ୍ଲେଯୋଗ୍ୟ, ୨୦୦୭ ଏପ୍ରିଲ ମାସରେ ଶିଳ୍ପା ଶେଟ୍ଟୀ ଏକ ସଚେତନତା ଅଭିଯାନରେ ସାମିଲ ହୋଇଥିଲେ। ଏଠାରେ ମଞ୍ଚ ଉପରେ ଅଭିନେତ୍ରୀ ହଲିଉଡ ଅଭିନେତା ରିଚର୍ଡ ଗେରୀଙ୍କୁ ଇଣ୍ଟ୍ରଡ୍ୟୁସ କରାଉଥିଲେ। ଏତିକି ବେଳେ ହଲିଉଡ ଷ୍ଟାର୍ ଶିଳ୍ପାଙ୍କ ସହ ହାତ ମିଳାଥିଲେ, ଆଲିଙ୍ଗନ କରିଥିଲେ ଓ ପରେ ତାଙ୍କୁ କିସ୍ କରି ପକାଇଥିଲେ।

ସମସ୍ତଙ୍କ ଆଗରେ ଏଭଳି କିସ୍ କରିବା ଲୋକଙ୍କୁ ପସନ୍ଦ ଆସିନଥିଲା। ଏହି ଘଟଣାକୁ ନେଇ ଅନେକ ହଙ୍ଗାମା ହୋଇଥିଲା। ବିବାଦ ଘେରକୁ ଆସିଥିଲେ ଶିଳ୍ପା ଶେଟ୍ଟୀ। ଜୟପୁର, ଅଲୱାର ଓ ଗାଜିଆବାଦରେ ଶିଳ୍ପାଙ୍କ ବିରୋଧରେ ତିନୋଟି ଏଫ୍‌ଆଇଆର୍ ମଧ୍ୟ ରୁଜୁ ହୋଇଥିଲା।

ଏହାପରେ ୨୦୧୧ରେ ଏହି ତିନୋଟି ଏଫ୍‌ଆଇଆର୍‌କୁ ଏକା ସହ ମୁମ୍ବାଇ ସ୍ଥାନାନ୍ତର କରିବା ପାଇଁ ଶିଳ୍ପା ସୁପ୍ରିମକୋର୍ଟରେ ଆବେଦନ କରିଥିଲେ। ଏଥିମଧ୍ୟରୁ ଦୁଇଟି ଅଭିଯୋଗ ମୁମ୍ବାଇକୁ ସ୍ଥାନାନ୍ତର ହୋଇଥିଲା। ଗୋଟିଏ କେସ୍‌ରେ ଶିଳ୍ପାଙ୍କୁ ଆଶ୍ୱସ୍ତି ମିଳିଥିବା ବେଳେ ଅନ୍ୟଟି ଟ୍ରାଏଲ୍ ଚାଲିଥିବା କହି କୋର୍ଟ ମନା କରି ଦେଇଥିଲେ।

ଏଭଳି ସ୍ଥିତିରେ ଏହି ମାମଲାକୁ ରଦ୍ଦ କରିବା ପାଇଁ ଶିଳ୍ପା ହାଇକୋର୍ଟରେ ଅପିଲ କରିଥିଲେ। ଏହି ମାମଲାରେ ବମ୍ବେ ହାଇକୋର୍ଟ ବର୍ତ୍ତମାନ ମହାରାଷ୍ଟ୍ର ସରକାର ଏବଂ ଉତ୍ତରଦାୟୀଙ୍କଠାରୁ ଜବାବ ମାଗିଛନ୍ତି। ଶିଳ୍ପା ଶେଟ୍ଟୀଙ୍କ ଓକିଲ ସରକାର ଏବଂ ଉତ୍ତରଦାତାଙ୍କୁ ଚାରି ସପ୍ତାହ ମଧ୍ୟରେ ଉତ୍ତର ଦେବାକୁ ପଡିବ ବୋଲି କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story