କାଷ୍ଟିଂ ଡାଇରେକ୍ଟର ସେହର୍ ଲତିଫଙ୍କ ପରଲୋକ

ମୁମ୍ବାଇ: ଜଣାଶୁଣା କାଷ୍ଟିଙ୍ଗ୍ ଡାଇରେକ୍ଟର ସେହର୍ ଅଲୀ ଲତିଫଙ୍କ ହୃଦଘାତ ଯୋଗୁ ସୋମବାର ପରଲୋକ ହୋଇଛି। କିଡନୀ ଚିକିତ୍ସା ପାଇଁ ତାଙ୍କୁ ମୁମ୍ବାଇର ଲିଲାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହସ୍ପିଟାଲରେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଅଧିକ ବିଗିଡ଼ିବାରେ ଲାଗିଲା ଏବଂ ସୋମବାର ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ତାଙ୍କ ପରଲୋକରେ ବଲିଉଡରେ ଶୋକର ଛାୟା ଖେଳିଯାଇଛି। ସେହର୍ ମ୍ୟୁଟାଣ୍ଟ ମୁଭିଜର କୋ-ଫାଉଣ୍ଡର୍ ଥିଲେ। ସେ ଲଞ୍ଚ୍ ବକ୍ସ, ଶକୁନ୍ତଳା ଦେବୀ ଓ ଦୁର୍ଗାମତୀ ଭଳି ଅନେକ ଫିଲ୍ମର […]

seher-latif

seher-latif

Ranjit Kumar Jena
  • Published: Tuesday, 08 June 2021
  • Updated: 08 June 2021, 05:35 PM IST

Sports

Latest News

ମୁମ୍ବାଇ: ଜଣାଶୁଣା କାଷ୍ଟିଙ୍ଗ୍ ଡାଇରେକ୍ଟର ସେହର୍ ଅଲୀ ଲତିଫଙ୍କ ହୃଦଘାତ ଯୋଗୁ ସୋମବାର ପରଲୋକ ହୋଇଛି। କିଡନୀ ଚିକିତ୍ସା ପାଇଁ ତାଙ୍କୁ ମୁମ୍ବାଇର ଲିଲାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହସ୍ପିଟାଲରେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଅଧିକ ବିଗିଡ଼ିବାରେ ଲାଗିଲା ଏବଂ ସୋମବାର ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ତାଙ୍କ ପରଲୋକରେ ବଲିଉଡରେ ଶୋକର ଛାୟା ଖେଳିଯାଇଛି।

ସେହର୍ ମ୍ୟୁଟାଣ୍ଟ ମୁଭିଜର କୋ-ଫାଉଣ୍ଡର୍ ଥିଲେ। ସେ ଲଞ୍ଚ୍ ବକ୍ସ, ଶକୁନ୍ତଳା ଦେବୀ ଓ ଦୁର୍ଗାମତୀ ଭଳି ଅନେକ ଫିଲ୍ମର କାଷ୍ଟିଂ ଡାଇରେକ୍ଟର ଥିଲେ। ତାଙ୍କର ସହଯୋଗୀ ନିର୍ଦ୍ଦେଶକ ନୀରଜ ଉଧବାନୀ କହିଛନ୍ତି ଯେ ସେହରଙ୍କ କିଡନୀ କାମ କରିବା ବନ୍ଦ କରି ଦେଇଥିଲା। ଆଠ ଦିନ ତଳେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେ ଆଣ୍ଟିବାୟୋଟିକ୍ ନେଉଥିଲେ ଏବଂ ସୁସ୍ଥ ମଧ୍ୟ ହେଉଥିଲେ। କିନ୍ତୁ ହଠାତ୍ ତାଙ୍କୁ ହାର୍ଟ ଆଟାକ୍ ଆସିା ଏବଂ ସବୁ କିଛି ଶେଷ ହୋଇଗଲା।

ଲତିଫ କାଷ୍ଟିଂ ନିର୍ଦ୍ଦେଶକ ଭାବେ ଶ୍ରୀନିବାସ ରାମାନୁଜନଙ୍କ ଜୀବନ ଉପରେ ଆଧାରିତ ଫିଲ୍ମ ‘ଦି ମ୍ୟାନ୍ ହୁ ନ୍ୟୁ ଇନଫିନିଟୀ’ରେ ଉଲ୍ଲେଖନୀୟ କାମ କରିଥିଲେ। ସେ ଅନେକ ଅନ୍ତର୍ଜାତୀୟ ପ୍ରୋଜେକ୍ଟରେ ମଧ୍ୟ କାମ କରିଥିଲେ, ଯେପରି ‘ଜିରୋ ଡାର୍କ ଥାର୍ଟି’ ଓ ହୋମଲ୍ୟାଣ୍ଡ୍ ସାମିଲ୍‌ ଅଛି। ହୋମଲ୍ୟାଣ୍ଡ ସିରିଜରେ କାମ କରିସାରିଥିବା ଅଭିନେତ୍ରୀ ନିମରନ୍ କୌର୍ ଟୁଇଟ୍ କରି ଲତିଫଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ।

https://twitter.com/riteshbatra/status/1401870622104469507?s=20

ସେହିପରି ଦି ଲଞ୍ଚ ବକ୍ସର ନିର୍ଦ୍ଦେଶକ ରିତେଶ ବାତ୍ରା, ଅଭିନେତା ରାଜକୁମାର ରାଓ, ଅନୁରାଗ କଶ୍ୟପ୍ ଓ ଅଭିନେତ୍ରୀ ସ୍ୱରା ଭାସ୍କର ମଧ୍ୟ ଲତିଫଙ୍କ ପରଲୋକରେ ଶୋକ ପ୍ରକାଶ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story