ବିକ୍କି-କ୍ୟାଟ୍ରିନାଙ୍କୁ ହତ୍ୟା ଧମକ ଦେଇଥିବା ବ୍ୟକ୍ତି ଗିରଫ

ମୁମ୍ବାଇ: ଧରାପଡିଲା ବିକ୍କି କୌଶଲ ଓ ଅଭିନେତ୍ରୀ କ୍ୟାଟ୍ରିନା କୈଫଙ୍କୁ ହତ୍ୟା ଧମକ ଦେଇଥିବା ବ୍ୟକ୍ତି। ମୁମ୍ବାଇ ପୁଲିସ ତାକୁ ଗିରଫ କରିଛି। ଅଭିଯୁକ୍ତ ଜଣକ ମନବିନ୍ଦର ସିଂହ ବୋଲି ଜଣାପଡିଛି। ସୋଶାଲ ମିଡିଆରେ ଏହି ଷ୍ଟାର୍‌ କପଲ୍‌ଙ୍କୁ ଲଗାତାର ହତ୍ୟା ଧମକ ମିଳୁଥିବା ଅଭିଯୋଗ ଆସିଥିଲା। ଏହାପରେ ପୁଲିସ ଆଜି ତାଙ୍କୁ ଗିରଫ କରିଛି। ସୂଚନା ମୁତାବକ, ମୁମ୍ବାଇ ପୁଲିସ ଗିରଫ କରିଥିବା ବ୍ୟକ୍ତି ଜଣକ ମନବିନ୍ଦର ସିଂହ। ସେ ଜଣେ ଷ୍ଟ୍ରଗଲିଂ ଅଭିନେତା। ସେ […]

Vicky and katrina

Vicky and katrina

Madhupriya Mistry
  • Published: Monday, 25 July 2022
  • Updated: 25 July 2022, 04:57 PM IST

Sports

Latest News

ମୁମ୍ବାଇ: ଧରାପଡିଲା ବିକ୍କି କୌଶଲ ଓ ଅଭିନେତ୍ରୀ କ୍ୟାଟ୍ରିନା କୈଫଙ୍କୁ ହତ୍ୟା ଧମକ ଦେଇଥିବା ବ୍ୟକ୍ତି। ମୁମ୍ବାଇ ପୁଲିସ ତାକୁ ଗିରଫ କରିଛି। ଅଭିଯୁକ୍ତ ଜଣକ ମନବିନ୍ଦର ସିଂହ ବୋଲି ଜଣାପଡିଛି। ସୋଶାଲ ମିଡିଆରେ ଏହି ଷ୍ଟାର୍‌ କପଲ୍‌ଙ୍କୁ ଲଗାତାର ହତ୍ୟା ଧମକ ମିଳୁଥିବା ଅଭିଯୋଗ ଆସିଥିଲା। ଏହାପରେ ପୁଲିସ ଆଜି ତାଙ୍କୁ ଗିରଫ କରିଛି।

ସୂଚନା ମୁତାବକ, ମୁମ୍ବାଇ ପୁଲିସ ଗିରଫ କରିଥିବା ବ୍ୟକ୍ତି ଜଣକ ମନବିନ୍ଦର ସିଂହ। ସେ ଜଣେ ଷ୍ଟ୍ରଗଲିଂ ଅଭିନେତା। ସେ ବଲିଉଡ ଅଭିନେତ୍ରୀ କ୍ୟାଟ୍ରିନା କୈଫଙ୍କ ଜଣେ ବଡ ଫ୍ୟାନ୍‌। ସେ କ୍ୟାଟ୍ରିନାଙ୍କୁ ବିବାହ କରିବାକୁ ଚାହୁଁଥିଲେ। ଏଥିପାଇଁ ଗତ କିଛି ମାସ ହେବ ଲଗାତର ସୋଶାଲ ମିଡିଆରେ କ୍ୟାଟ୍ରିନା ଓ ବିକ୍କି କୌଶଲଙ୍କୁ ହଇରାଣ କରିବା ସହ ଧମକ ଦେଉଥିଲେ।

କ୍ୟାଟ୍ରିନା ଓ ବିକ୍କିଙ୍କୁ ଧମକ ଦେଉଥିବା ବ୍ୟକ୍ତି ମୁମ୍ବାଇରେ ହିଁ ରୁହନ୍ତି। ପୁଲିସ ଆଜି ତାଙ୍କୁ ଘରୁ ଉଠାଇ ଆଣିଛି। ତାଙ୍କୁ ଥାନାକୁ ଆଣି ପୁଲିସ ପଚରାଉଚରା ଜାରି ରଖିଛି। ଏହି ବ୍ୟକ୍ତି ଜଣକ ନିଜ ସୋଶାଲ ମିଡିଆ ଆକାଉଣ୍ଟର ପ୍ରୋଫାଇଲ୍‌ରେ ନିଜ ନାଁ କିଙ୍ଗ ଆଦିତ୍ୟ ରାଜପୁତ ଭିଭିଆଇ ରଖିଛନ୍ତି। ଏଥିସହ ନିଜକୁ ଜଣେ ଅଭିନେତା କହିବା ସହ କ୍ୟାଟ୍ରିନାଙ୍କୁ ନିଜ ଗାର୍ଲଫ୍ରେଣ୍ଡ ତଥା ପତ୍ନୀ ବୋଲି ଉଲ୍ଲେଖ କରିଛନ୍ତି।

ଏହି ଅଭିଯୁକ୍ତ ଜଣକ କ୍ୟାଟ୍ରିନାଙ୍କ ପ୍ରେମରେ ଏତେ ମାତ୍ରାରେ ପାଳଗ ଯେ, କ୍ୟାଟ୍ରିନାଙ୍କ ବିବାହ ବେଳର ଫଟୋ ସହ ନିଜ ଫଟୋକୁ ଏଡିଟ୍‌ କରିଛନ୍ତି ଓ ଏହାକୁ ଶେଆର ମଧ୍ୟ କରିଛନ୍ତି। ଫଟୋରେ କ୍ୟାଟ୍ରିନା ତାଙ୍କ ବ୍ରାଇଡାଲ୍ ଲେହେଙ୍ଗାରେ ଅଛନ୍ତି ଏବଂ ବିକି କୌଶଲଙ୍କ ମୁହଁକୁ ଏଡିଟ୍ କରି ଅଭିଯୁକ୍ତ ତାଙ୍କ ମୁହଁ ଲଗାଇଛନ୍ତି। କ୍ୟାପସନରେ କ୍ୟାଟ୍ରିନା କୈଫଙ୍କ ଆଇଡି ଟ୍ୟାଗ କରି ସେ ଅଭିନେତ୍ରୀଙ୍କ ସହ ତାଙ୍କ ବିବାହ ବିଷୟରେ କହିଛନ୍ତି।

ଉଲ୍ଲେଖଯୋଗ୍ୟ ଯେ, ବିକ୍କି କୌଶାଲ ସୋଶାଲ ମିଡିଆରେ ହତ୍ୟା ଧମକ ମିଳିବା ପରେ ମୁମ୍ବାଇ ସାନ୍ତାକ୍ରୁଜ ଥାନାରେ ଅଭିଯୋଗ କରିଥିଲେ। ଏହାପରେ ପୁଲିସ ଜଣେ ଅଜଣା ବ୍ୟକ୍ତିଙ୍କ ନାଁରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା।

କହିବାକୁ ଗଲେ ଉଭୟ ବିକ୍କି ଓ କ୍ୟାଟ୍ରିନା ସୋସାଲ ମିଡିଆରେ ଖୁବ୍‌ ଆକ୍ଟିଭ୍‌। ପ୍ରଶଂସକଙ୍କ ପାଇଁ ସେମାନଙ୍କର ପର୍ସନାଲ ଠାରୁ ଆରମ୍ଭ କରି ପ୍ରୋଫେସନାଲ ଯାଏଁ ଏବଂ ଫଟୋ ଓ ଭିଡିଓ ଶେଆର କରନ୍ତି। ଦୀର୍ଘ ସମୟ ଧରି ରିଲେସନସିପ୍‌ରେ ରହିବା ପରେ ଦୁହେଁ ଗତ ବର୍ଷ ଡିସେମ୍ବରରେ ବିବାହ କରିଥିଲେ। ନିକଟରେ କ୍ୟାଟ୍ରିନା ତାଙ୍କ ଜନ୍ମଦିନ ପାଳନ କରିବା ପାଇଁ ବିକ୍କିଙ୍କ ସହ ମାଲଦ୍ୱୀପ ଯାଇଥିଲେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story