କମେଡିଆନ୍‌ ରାଜୁ ଶ୍ରୀବାସ୍ତଙ୍କୁ ହୃଦଘାତ, ହସ୍ପିଟାଲରେ ଭର୍ତ୍ତି

ମୁମ୍ବାଇ: ବି-ଟାଉନର ଜଣାଶୁଣା କମେଡିଆନ୍‌ ରାଜୁ ଶ୍ରୀବାସ୍ତବଙ୍କୁ ହୃଦ୍‌ଘାତ। ହଠାତ୍‌ ବିଗିଡିଲା ତାଙ୍କ ସ୍ୱାସ୍ଥ୍ୟାବସ୍ଥା। ଏହାପରେ ତାଙ୍କୁ ଦିଲ୍ଲୀ ସ୍ଥିତ ଏମ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏନେଇ ତାଙ୍କ ଭାଇ ଓ ପିଆର୍‌ ସୂଚନା ଦେଇଛନ୍ତି। ମିଡିଆ ରିପୋର୍ଟ ମୁତାବକ, ରାଜୁ ଶ୍ରୀବାସ୍ତବ ଏକ ହୋଟେଲର ଜିମ୍‌ରେ ୱର୍କଆଉଟ୍‌ କରୁଥିଲେ। ଏତିକି ବେଳେ ତାଙ୍କ ସେ ଟ୍ରେଡ୍‌ମିଲ୍‌ ଉପରେ ଗଳି ପଡିଥିଲେ। ଏହାପରେ ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେଠାରେ ଡାକ୍ତର ତାଙ୍କୁ ହୃଦ୍‌ଘାତ ହୋଇଥିବା […]

Raju srivastav

Raju srivastav

Madhupriya Mistry
  • Published: Wednesday, 10 August 2022
  • Updated: 10 August 2022, 02:06 PM IST

ମୁମ୍ବାଇ: ବି-ଟାଉନର ଜଣାଶୁଣା କମେଡିଆନ୍‌ ରାଜୁ ଶ୍ରୀବାସ୍ତବଙ୍କୁ ହୃଦ୍‌ଘାତ। ହଠାତ୍‌ ବିଗିଡିଲା ତାଙ୍କ ସ୍ୱାସ୍ଥ୍ୟାବସ୍ଥା। ଏହାପରେ ତାଙ୍କୁ ଦିଲ୍ଲୀ ସ୍ଥିତ ଏମ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏନେଇ ତାଙ୍କ ଭାଇ ଓ ପିଆର୍‌ ସୂଚନା ଦେଇଛନ୍ତି।

ମିଡିଆ ରିପୋର୍ଟ ମୁତାବକ, ରାଜୁ ଶ୍ରୀବାସ୍ତବ ଏକ ହୋଟେଲର ଜିମ୍‌ରେ ୱର୍କଆଉଟ୍‌ କରୁଥିଲେ। ଏତିକି ବେଳେ ତାଙ୍କ ସେ ଟ୍ରେଡ୍‌ମିଲ୍‌ ଉପରେ ଗଳି ପଡିଥିଲେ। ଏହାପରେ ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେଠାରେ ଡାକ୍ତର ତାଙ୍କୁ ହୃଦ୍‌ଘାତ ହୋଇଥିବା ସୂଚନା ଦେଇଛନ୍ତି।

ରିପୋର୍ଟ ମୁତାବକ, କମେଡିଆନ୍‌ ଛୋଟ ଧରଣର ହାର୍ଟ ଆଟାକ୍‌ର ଶିକାର ହୋଇଥିଲେ। ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ୍‌ ଅଛି। ସେ ଖୁବଶୀଘ୍ର ହସ୍ପିଟାଲରୁ ଡିସଚାର୍ଜ ହୋଇପରନ୍ତି। ଆସନ୍ତା ୪୮ ଘଣ୍ଟା ଯାଏଁ ତାଙ୍କ ଅବଜରଭେସନ୍‌ ରଖାଯିବା ପରେ ହସ୍ପିଟାଲରୁ ଛୁଟି ମିଳିପାରେ।

ସେପଟେ କମେଡିଆନ୍‌ଙ୍କ ଅସୁସ୍ଥ ଖବର ସାମ୍ନାକୁ ଆସିବା ପରେ ତାଙ୍କ ଫ୍ୟାନ୍‌ ଚିନ୍ତିତ ହୋଇପଡିଛନ୍ତି। ରାଜୁ ଶ୍ରୀବାସ୍ଥଙ୍କ ଶୀଘ୍ର ସୁସ୍ତ କାମନା କରିଛନ୍ତି ତାଙ୍କ ଫ୍ୟାନ୍‌। ରାଜୁ ଶ୍ରୀବାସ୍ତ ଜଣେ ଫେମସ୍‌ କମେଡିଆନ୍‌।  ସେ ଉତ୍ତରପ୍ରଦେଶ ଫିଲ୍ମ ବିକାଶ ପରିଷଦର ସଭାପତି ଅଟନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story