ବଢ଼ୁଛି ରଣବୀରଙ୍କ ଅଡୁଆ, ପୁଲିସ ପରେ ମହିଳା ଆୟୋଗରେ ଅଭିଯୋଗ

ମୁମ୍ବାଇ: ନଗ୍ନ ଫଟୋସୁଟ୍‌କୁ ନେଇ ଅଡୁଆରେ ବଲିଉଡର ବାଜିରାଓ। ଯେବେଠୁ ରଣବୀର ସିଂହ ନ୍ୟୁଡ୍‌ ଫଟୋ ସୁଟ୍‌ କରିଛନ୍ତି ସେବେଠୁ ତାଙ୍କୁ ନେଇ ଜାରି ରହିଛି ହଙ୍ଗାମା। ଲଗାତାର ରଣବୀର ସିଂହ ଚର୍ଚ୍ଚାରେ ଅଛନ୍ତି। ତାଙ୍କ ବିରୋଧରେ ଗୋଟିଏ ପରେ ଗୋଟିଏ ଅଭିଯୋଗ ଆସୁଛି। ପ୍ରଥମେ ପୁଲିସରେ ମାମଲା ରୁଜୁ ହେବା ପରେ ଏବେ ତାଙ୍କ ଅଡୁଆ ଆହୁରି ବଢ଼ି ଯାଇଛି। ନିକଟରେ ରଣବୀର ସିଂହ ‘ପେପର୍‌’ ମାଗାଜିନ୍‌ ପାଇଁ ନ୍ୟୁଡ୍‌ ଫଟୋସୁଟ୍‌ କରିଥିଲେ। ଏହି ଫଟୋ […]

Ranveer singh

Ranveer singh

Madhupriya Mistry
  • Published: Thursday, 28 July 2022
  • Updated: 28 July 2022, 08:54 PM IST

Sports

Latest News

ମୁମ୍ବାଇ: ନଗ୍ନ ଫଟୋସୁଟ୍‌କୁ ନେଇ ଅଡୁଆରେ ବଲିଉଡର ବାଜିରାଓ। ଯେବେଠୁ ରଣବୀର ସିଂହ ନ୍ୟୁଡ୍‌ ଫଟୋ ସୁଟ୍‌ କରିଛନ୍ତି ସେବେଠୁ ତାଙ୍କୁ ନେଇ ଜାରି ରହିଛି ହଙ୍ଗାମା। ଲଗାତାର ରଣବୀର ସିଂହ ଚର୍ଚ୍ଚାରେ ଅଛନ୍ତି। ତାଙ୍କ ବିରୋଧରେ ଗୋଟିଏ ପରେ ଗୋଟିଏ ଅଭିଯୋଗ ଆସୁଛି। ପ୍ରଥମେ ପୁଲିସରେ ମାମଲା ରୁଜୁ ହେବା ପରେ ଏବେ ତାଙ୍କ ଅଡୁଆ ଆହୁରି ବଢ଼ି ଯାଇଛି।

ନିକଟରେ ରଣବୀର ସିଂହ 'ପେପର୍‌' ମାଗାଜିନ୍‌ ପାଇଁ ନ୍ୟୁଡ୍‌ ଫଟୋସୁଟ୍‌ କରିଥିଲେ। ଏହି ଫଟୋ ସାମ୍ନାକୁ ଆସିବା ପରେ ସୋଶାଲ ମିଡିଆରେ ଚର୍ଚ୍ଚା ଜୋର ଧରିଛି। ଅନେକ ତାଙ୍କୁ ସମର୍ଥନ କରୁଥିବା ବେଳେ ଆଉ କିଛି ତାଙ୍କୁ ବିରୋଧ ମଧ୍ୟ କରୁଛନ୍ତି। ଏହି କଥା ଏବେ ରାଜ୍ୟ ମହିଳା ଆୟୋଗଙ୍କ ପାଖରେ ଯାଇ ପହଞ୍ଚିଛି। ଜଣେ ଆଇନଜୀବୀ ନଗ୍ନ ଫଟୋକୁ ନେଇ ରଣବୀରଙ୍କ ନାଁରେ ରାଜ୍ୟ ମହିଳା ଆୟୋଗରେ ଅଭିଯୋଗ କରିଛନ୍ତି।

ରିପୋର୍ଟ ମୁତାବକ, ଏହି ଫଟୋ ମହିଳା ଓ ଛୋଟ ପିଲାଙ୍କ ସମ୍ପାନ ବିରୋଧୀ। ଏହି ମାମଲରେ ମହିଳା ଆୟୋଗ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ। ଏଥିସହ ରଣବୀର ସିଂହଙ୍କୁ ନିଜ ସୋଶାଲ ମିଡିଆ ଆକାଉଣ୍ଟରୁ ଏହି ବିବାଦୀୟ ଫଟୋକୁ ହଟାଇ ଦେବା ଉଚିତ ବୋଲି ଅଭିଯୋଗକାରୀ ଓକିଲ ଆଶିଷ ରୟ କହିଛନ୍ତି। ଏହାପୂର୍ବରୁ ମହିଳାଙ୍କ ଭାବନାକୁ ଆଘାତ ଦେବା ଅଭିଯୋଗରେ ଅଭିନେତା ରଣବୀର ସିଂହଙ୍କ ବିରୋଧରେ ଚେମ୍ବୁର ପୁଲିସ ଷ୍ଟେସନରେ ଆଇପିସି ଆକ୍ଟ ୨୯୨, ୨୯୩ ଓ ୫୦୯ରେ ଏଫଆଇଆର୍‌ ରୁଜୁ କରାଯାଇଥିଲା।

ବଲିଉଡ ନ୍ୟୁଜ୍‌ ମୁତାବକ, ରଣବୀର ସିଂହ ଇଣ୍ଟରନ୍ୟାସନାଲ ମାଗାଜିନ 'ପେପର୍‌'ର କଭର ପେଜ୍‌ ପାଇଁ ଏକ ଫଟୋସୁଟ୍‌ କରାଇଥିଲେ, ଯେଉଁଥିରେ ସେ ପୁରାପୁରି ନ୍ୟୁଡ୍‌ ନଜର ଆସିଥିଲେ। ଏହି ଫଟୋ ସୋଶାଲ ମିଡିଆରେ ଭୟଙ୍କର ଭାବେ ଭାଇରାଲ ହେବାରେ ଲାଗିଛି।| ତେବେ ଯେଉଁ ଦିନ ଏହି ଫଟୋ ସୋସିଆଲ ମିଡିଆରେ ସାମ୍ନାକୁ ଆସିଥିଲା, ରଣଭୀର ସିଂହ ସେହିଦିନ ସୋସାଲ ମିଡିଆ ଆକାଉଣ୍ଟରେ ଶେଆର କରିନଥିଲେ। ଫଟୋସୁଟ୍‌ର ଗୋଟିଏ ଦିନ ବିତିଯିବା ପରେ ସେ ଏହି ଫଟୋଗୁଡ଼ିକୁ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଶେଆର କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story