ବିଦେଶରେ ଲୋକଙ୍କୁ ହସାଇବାକୁ ଯାଇ ନିଜ ଦେଶର ଗୋହି ଖୋଳିଲେ ଅଭିନେତା

ମୁମ୍ବାଇ: କିଛି ଅର୍ଥ ରୋଜଗାର ଓ ନିଜର ଲୋକପ୍ରିୟତା ବଢ଼ାଇବାକୁ ଯାଇ ହିତାହିତ ଜ୍ଞାନ ଭୁଲିଗଲେ ବଲିଉଡ ଅଭିନେତା ବୀର ଦାସ। ବିଦେଶରେ ଲୋକଙ୍କୁ ହସାଇବାକୁ ଯାଇ ନିଜ ଦେଶକୁ ହିଁ କରିଦେଲେ ବଦ୍‌ନାମ। ଯାହାକି ତାଙ୍କୁ ଏବେ ମହଙ୍ଗା ପଡିଛି। ତାଙ୍କ ବିରୋଧରେ ରୁଜୁ ହୋଇଛି ମାମଲା। ଭାରତରେ ରହୁଥିବା ମହିଳା ଏବଂ ଦେଶ ବାବଦରେ ବ୍ୟଙ୍ଗ କରିବାକୁ ଯାଇ ଯେଉଁଭଳି ସେ କଟୂ କଥା କହିଛନ୍ତି ତାହା କୌଣସି ଭାରତୀୟ ଗ୍ରହଣ କରିବେ ନାହିଁ। […]

Veer Das

Veer Das

Madhupriya Mistry
  • Published: Wednesday, 17 November 2021
  • Updated: 17 November 2021, 03:52 PM IST

Sports

Latest News

ମୁମ୍ବାଇ: କିଛି ଅର୍ଥ ରୋଜଗାର ଓ ନିଜର ଲୋକପ୍ରିୟତା ବଢ଼ାଇବାକୁ ଯାଇ ହିତାହିତ ଜ୍ଞାନ ଭୁଲିଗଲେ ବଲିଉଡ ଅଭିନେତା ବୀର ଦାସ। ବିଦେଶରେ ଲୋକଙ୍କୁ ହସାଇବାକୁ ଯାଇ ନିଜ ଦେଶକୁ ହିଁ କରିଦେଲେ ବଦ୍‌ନାମ। ଯାହାକି ତାଙ୍କୁ ଏବେ ମହଙ୍ଗା ପଡିଛି। ତାଙ୍କ ବିରୋଧରେ ରୁଜୁ ହୋଇଛି ମାମଲା।

ଭାରତରେ ରହୁଥିବା ମହିଳା ଏବଂ ଦେଶ ବାବଦରେ ବ୍ୟଙ୍ଗ କରିବାକୁ ଯାଇ ଯେଉଁଭଳି ସେ କଟୂ କଥା କହିଛନ୍ତି ତାହା କୌଣସି ଭାରତୀୟ ଗ୍ରହଣ କରିବେ ନାହିଁ। ଏବେ ସୋଶାଲ ମିଡିଆରେ ଚାରିଆଡୁ ତାଙ୍କ ବ୍ୟଙ୍ଗକୁ ନେଇ ଚାଲିଛି ସମାଲୋଚନା। ବିବାଦ ବଢ଼ିବା ଦେଖି ସଫେଇ ଦେଇଛନ୍ତି ଅଭିନେତା ବୀର ଦାସ।

ନିକଟରେ ବୀର ଦାସ ୱାଶିଂଟନ୍‌ ଡିସିରେ 'ଜନ୍‌ ଏଫ୍‌ କେନେଡି ସେଣ୍ଟର ଫର୍‌ ଦ ପରଫର୍ମିଂ ଆଟର୍ସ'ରେ ଷ୍ଟାଣ୍ଡଅପ୍‌ କମେଡି କରିଥିଲେ। ଏହି ଷ୍ଟାଣ୍ଡଅଫ୍‌ କମେଡି କରୁଥିବା ବେଳର ଭିଡିଓକୁ ସେ ନିଜ ୟୁଟ୍ୟୁବ ଚ୍ୟାନେଲରେ ଶେୟାର କରିଥିଲେ। ୬ ମିନିଟ୍‌ର ଏହି ଭିଡିଓରେ ବୀର ଲୋକଙ୍କ ସାମ୍ନାରେ ବୀର ଭାରତୀୟ ଡୁଆଲ୍‌ ଚରିତ୍ର ବିଷୟରେ ଉଲ୍ଲେଖ କରିଥିଲେ।

ଏହି ଭିଡିଓରେ ସେ ମୁଁ ସେହି ଭାରତରୁ ଆସିଛି, ଯେଉଁଠାରେ ଆମେ ଦିନରେ ମହିଳାମାନଙ୍କୁ ପୂଜା କରିଥାଉ ଏବଂ ରାତିରେ ତାଙ୍କୁ ଗଣଦୁଷ୍କର୍ମ କରିଥାଉ। ଆମେ ଶାକାହାରୀ ବୋଲି ଗର୍ବକରୁ କିନ୍ତୁ ସେହି କୃଷକମାନଙ୍କୁ ଗାଡି ତଳେ ଦଳିଦେଉ ଯେଉଁମାନେ ପରିବା ଚାଷ କରି ଆମକୁ ଯୋଗାନ୍ତି। ମୁଁ ସେହି ଭାରତରୁ ଆସିଛି ଯେଉଁଠି ଲୋକେ କେବେ କଥା କହିବା ବନ୍ଦ କରନ୍ତି ନାହିଁ ଏବଂ ମୁଁ ସେହି ଭାରତରୁ ଆସି ଯେଉଁ ଲୋକେ ମୁହଁ ଖୋଲନ୍ତି ନାହିଁ।'

ଭିଡିଓ ଆହୁରି ଏଭଳି ଭାରତୀୟଙ୍କୁ ନେଇ ଅନେକ ବିବାଦୀୟ ବୟାନ ଦେଇଛନ୍ତି ଅଭିନେତା ବୀର ଦାସ। ଏହି ଭିଡିଓ ଭାଇରାଲ ହେବା ପରେ ଲୋକମାନେ ତାଙ୍କୁ ଜୋରଦାର ବିରୋଧ କରିଛନ୍ତି। ବୀର ଦେଶକୁ ଅପମାନିତ କରିଥିବା ଅଭିଯୋଗ ହୋଇଛି।

https://twitter.com/MrsGandhi/status/1460540392433086465?s=20

ବମ୍ବେ ହାଇକୋର୍ଟର ଓକିଲ ଆଶୁତୋଷ ଜେ ଦୁବେ ଅଭିନେତାଙ୍କ ବିରୋଧରେ ଅଭିଯୋଗ କରିଛନ୍ତି। ଯାହାର ଏକ କପି ସେ ସୋସିଆଲ ମିଡିଆ ଶେୟାର କରିଛନ୍ତି। କ୍ୟାପସନରେ ସେ ଲେଖିଛନ୍ତି, 'ମୁଁ ହାସ୍ୟ ଅଭିନେତା ବୀର ଦାସଙ୍କ ବିରୋଧରେ ଆମେରିକାରେ ଭାରତର ଭାବମୂର୍ତ୍ତିକୁ ଅପମାନିତ କରିବା ପାଇଁ ମୁମ୍ବାଇ ପୋଲିସ ନିକଟରେ ଅଭିଯୋଗ କରିଛି। ସେ ଜାଣିଶୁଣି ଭାରତ  ଏବଂ ଭାରତୀୟ ମହିଳା ଓ ଭାରତର ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଉସ୍‌କାଇବା ଭଳି ଅପମାନଜନକ ବୟାନ ଦେଇଛନ୍ତି।' ସେପଟେ ବିଜେପି କର୍ମୀ ପ୍ରିତି ଗାନ୍ଧି ମଧ୍ୟ ବୀରଙ୍କ ଏହି ବିବାଦୀୟ ବୟାନର ଭିଡିଓକୁ ନିଜ ଟ୍ୱିଟରରେ ଶେୟାର କରିବା ସହ ତାଙ୍କୁ କଡା ଭାଷାରେ ନିନ୍ଦା କରିଛନ୍ତି।

https://twitter.com/AdvAshutoshBJP/status/1460519725880922112?s=20

https://twitter.com/thevirdas/status/1460560310465699847?s=20

ଅନ୍ୟପଟେ ଚାରିଆଡୁ ବିରୋଧ ହେବା ପରେ ସୋଶୋଲ ମିଡିଆରେ ବୀର ନିଜ ବୟାନକୁ ନେଇ ସଫେଇ ଦେଇଛନ୍ତି। ତାଙ୍କର ଉଦ୍ଦେଶ୍ୟ ଦେଶକୁ ଅପମାନିତ କରିବା ନୁହେଁ, କିନ୍ତୁ ମୋର ଉଦ୍ଦେଶ୍ୟ  ଥିଲା ଯେ, ଏ ସବୁ ପ୍ରସଙ୍ଗ ପରେ ମଧ୍ୟ ଆମ ଦେଶ ମହାନ ଅଟେ ବୋଲି ଲୋକଙ୍କୁ ସ୍ମରଣ କରାଇବା ବୋଲି କହିଛନ୍ତି ଅଭିନେତା ବୀର ଦାସ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story