ରିଲିଜ ପୂର୍ବରୁ ଆଇନ ଜାଲରେ ଫସିଲା ଐଶ୍ୱର୍ଯ୍ୟାଙ୍କ ଫିଲ୍ମ 'ପୋନ୍ନିୟିନ ସେଲଭନ'

ହାଇଦ୍ରାବାଦ: ଆଇନ ଜାଲରେ ଫସିଲା ବହୁ ଚର୍ଚ୍ଚିତ ଫିଲ୍ମ ‘ପୋନ୍ନିୟିନ ସେଲଭନ’। ରିଲିଜ ପୂର୍ବରୁ ଐଶ୍ୱର୍ଯ୍ୟା ରାୟଙ୍କ ଏହି ଫିଲ୍ମକୁ ନେଇ ବଢ଼ିଲା ବିବାଦ। ଫିଲ୍ମରେ ଚୋଳ ରାଜବଂଶକୁ ଭୁଲ୍‌ ଢ଼ଙ୍ଗରେ ପ୍ରଦର୍ଶିତ କରିବାକୁ ଚେଷ୍ଟା କରାଯାଇଥିବା ଅଭିଯୋଗରେ ନିର୍ଦ୍ଦେଶକ ମଣିରତ୍ନମ୍‌ ଓ ଅଭିନେତା ଚିୟାନ୍‌ ବିକ୍ରମଙ୍କୁ ମିଳିଛି କୋର୍ଟ ନୋଟିସ୍‌। ଇଣ୍ଡିଆ ଟୁଡେର ରିପୋର୍ଟ ମୁତାବକ, ସେଲଭମ୍‌ ନାମକ ଜଣେ ଆଇନଜୀବୀ ମଣିରତ୍ନମ୍‌ ଓ ବିକ୍ରମଙ୍କୁ କୋର୍ଟ ନୋଟିସ ପଠାଇଛନ୍ତି। ଆଦିତ୍ୟ କରିକଲନ୍‌ ନିଜ ମଥାରେ […]

ponniyin-selvan

ponniyin-selvan

Madhupriya Mistry
  • Published: Monday, 18 July 2022
  • Updated: 18 July 2022, 11:47 AM IST

Sports

Latest News

ହାଇଦ୍ରାବାଦ: ଆଇନ ଜାଲରେ ଫସିଲା ବହୁ ଚର୍ଚ୍ଚିତ ଫିଲ୍ମ 'ପୋନ୍ନିୟିନ ସେଲଭନ'। ରିଲିଜ ପୂର୍ବରୁ ଐଶ୍ୱର୍ଯ୍ୟା ରାୟଙ୍କ ଏହି ଫିଲ୍ମକୁ ନେଇ ବଢ଼ିଲା ବିବାଦ। ଫିଲ୍ମରେ ଚୋଳ ରାଜବଂଶକୁ ଭୁଲ୍‌ ଢ଼ଙ୍ଗରେ ପ୍ରଦର୍ଶିତ କରିବାକୁ ଚେଷ୍ଟା କରାଯାଇଥିବା ଅଭିଯୋଗରେ ନିର୍ଦ୍ଦେଶକ ମଣିରତ୍ନମ୍‌ ଓ ଅଭିନେତା ଚିୟାନ୍‌ ବିକ୍ରମଙ୍କୁ ମିଳିଛି କୋର୍ଟ ନୋଟିସ୍‌।

ଇଣ୍ଡିଆ ଟୁଡେର ରିପୋର୍ଟ ମୁତାବକ, ସେଲଭମ୍‌ ନାମକ ଜଣେ ଆଇନଜୀବୀ ମଣିରତ୍ନମ୍‌ ଓ ବିକ୍ରମଙ୍କୁ କୋର୍ଟ ନୋଟିସ ପଠାଇଛନ୍ତି। ଆଦିତ୍ୟ କରିକଲନ୍‌ ନିଜ ମଥାରେ ତିଲକ ଲଗାଇନଥୁଲେ, କିନ୍ତି ଫିଲ୍ମରେ ରାଜା ଆଦିତ୍ୟଙ୍କ ଚରିତ୍ରରେ ଅଭିନୟ କରୁଥିବା ବିକ୍ରବ ମଥାରେ ତିଲକ ଲଗାଇଥିବା ଦେଖାଯାଇଛି। ଏହାକୁ ବିରୋଧ କରି ଆଇନଜୀବୀ ସେଲଭମ କୋର୍ଟରେ ଆବେଦନ କରିଛନ୍ତି।

PS-1 poster against Chola history': Man sends notice to Mani Ratnam

ଏହି ଫିଲ୍ମ ଚୋଳ ରାଜବଂଶକୁ ଭୁଲ୍ ଢ଼ଙ୍ଗରେ ଚିତ୍ରଣ କରାଯାଇଥିବା ଓକିଲ ସେଲଭମ୍ ସନ୍ଦେହ କରୁଛନ୍ତି। ସେଲଭାମ ତାଙ୍କ ଆବେଦନରେ କହିଛନ୍ତି ଯେ ଫିଲ୍ମର ରିଲିଜ ପୂର୍ବରୁ ଏକ ସ୍ପେଶାଲ ସ୍କ୍ରିନିଂ ରଖାଯାଉ, ଯଦ୍ୱାରା ଫିଲ୍ମ ନିର୍ମାତାମାନେ ତଥ୍ୟରେ କୌଣସି ହେରଫେର କରିଛନ୍ତି ନା ନାହିଁ ତାହା ଜଣାପଡିବ।

ଉଲ୍ଲେଖଯୋଗ୍ୟ, ଫିଲ୍ମ 'ପୋନ୍ନିୟିନ ସେଲଭନ' ନିର୍ମାତା ମଣିରତ୍ନମ୍‌ଙ୍କ ଡ୍ରିମ୍‌ ପ୍ରୋଜେକ୍ଟ। ଅନେକ ବର୍ଷ ଧରି ସେ ଏହି ଫିଲ୍ମକୁ ତିଆରି କରିବା ପାଇଁ ଚେଷ୍ଟା ଚଳାଇଥିଲେ, କିନ୍ତୁ କେଉଁଠି ନା କେଉଁଠି ସମସ୍ୟା ରହିଯାଉଥିଲା। ଏବେ କିନ୍ତୁ ତାଙ୍କ ସ୍ୱପ୍ନ ପୂରା ହେବାକୁ ଯାଉଥିବା ବେଳେ ବିବାଦ ଉପୁଜିଛି। ସେପଟେ ଏହି ବିବାଦକୁ ନେଇ ମଣିରତ୍ନମ କିମ୍ବା ଅଭିନେତା ଚିୟାନ ବିକ୍ରମଙ୍କ କୌଣସି ପ୍ରତିକ୍ରିୟା ଆସିନାହିଁ।

'ପୋନ୍ନିୟିନ ସେଲଭନ' ଏକ ମଲ୍ଟି ଷ୍ଟାରର୍‌ ଫିଲ୍ମ। ସାଉଥର ସୁପରଷ୍ଟାର ଚିୟାନ ବିକ୍ରମ ଓ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ବ୍ୟତୀତ ଏହି ଫିଲ୍ମରେ ଶରତ କୁମାର, ପ୍ରଭୁ, ଶୋଭିତା ଧୁଲିପାଲ, କାର୍ତ୍ତି, ତ୍ରିଷା, ପ୍ରକାଶ ରାଜଙ୍କ ଭଳି ଅଭିନେତା ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଛନ୍ତି। ଏହି ଫିଲ୍ମଟିକୁ ଦୁଇଟି ଭାଗରେ ରିଲିଜ କରାଯିବ। ପ୍ରଥମ ପାର୍ଟ ଆସନ୍ତା ସେପ୍ଟେମ୍ବର ୩୦ରେ ରିଲିଜ ହେବ। ଫିଲ୍ମକୁ ୫ଟି ଭାଷା ହିନ୍ଦୀ, ତାମିଲ, ତେଲୁଗୁ, କନ୍ନଡ ଓ ମଲୟାଲମରେ ରିଲିଜ କରାଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story