ପୁଣି ମୁହଁ ଖୋଲିଲେ ରିଆ, କହିଲେ ସିବିଆଇ ମାମଲାର ତଦନ୍ତ କରୁ

ମୁମ୍ୱାଇ : ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାକୁ ନେଇ ପୁଣି ଥରେ ମୁହଁ ଖୋଲିଛନ୍ତି ଗର୍ଲଫ୍ରେଣ୍ଡ ରିଆ ଚକ୍ରବର୍ତ୍ତୀ। ନିଜ ଓକିଲଙ୍କ ଜରିଆରେ ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ରିଆ। ଆଦିତ୍ୟ ଠାକ୍‌ରେଙ୍କୁ ନେଇ ନେଇ ଉଠୁଥିବା ଚର୍ଚ୍ଚା ଓ ବିବାଦକୁ ଖଣ୍ଡନ କରିବା ସହ ରିଆ କହିଛନ୍ତି, ଆଦିତ୍ୟଙ୍କ ସହ ସେ କେବେ କଥା ହୋଇନାହାନ୍ତି କିମ୍ୱା କେବେ ତାଙ୍କୁ ଭେଟି ନାହାନ୍ତି। ସିବିଆଇ ମାମଲାର ତଦନ୍ତ କରୁ, ଏନେଇ କୌଣସି ଆପତ୍ତି ନଥିବା […]

rhea44

rhea44

Puspanjali Panda
  • Published: Tuesday, 18 August 2020
  • Updated: 18 August 2020, 01:39 PM IST

Sports

Latest News

ମୁମ୍ୱାଇ : ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାକୁ ନେଇ ପୁଣି ଥରେ ମୁହଁ ଖୋଲିଛନ୍ତି ଗର୍ଲଫ୍ରେଣ୍ଡ ରିଆ ଚକ୍ରବର୍ତ୍ତୀ। ନିଜ ଓକିଲଙ୍କ ଜରିଆରେ ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ରିଆ।

ଆଦିତ୍ୟ ଠାକ୍‌ରେଙ୍କୁ ନେଇ ନେଇ ଉଠୁଥିବା ଚର୍ଚ୍ଚା ଓ ବିବାଦକୁ ଖଣ୍ଡନ କରିବା ସହ ରିଆ କହିଛନ୍ତି, ଆଦିତ୍ୟଙ୍କ ସହ ସେ କେବେ କଥା ହୋଇନାହାନ୍ତି କିମ୍ୱା କେବେ ତାଙ୍କୁ ଭେଟି ନାହାନ୍ତି। ସିବିଆଇ ମାମଲାର ତଦନ୍ତ କରୁ, ଏନେଇ କୌଣସି ଆପତ୍ତି ନଥିବା ରିଆ କହିଛନ୍ତି।

ବିହାର ପୁଲିସ ଯେଉଁ ଢଙ୍ଗରେ ମାମଲାର ତଦନ୍ତ କରୁଛି ଏହାକୁ ରିଆ ବିରୋଧ କରିଛନ୍ତି। ସୁଶାନ୍ତଙ୍କ ପରିବାର ପକ୍ଷରୁ ଲଗାଯାଉଥିବା ଅଭିଯୋଗକୁ ଭିତ୍ତିହୀନ ଦର୍ଶାଇ ସେ କଡ଼ା ଭାଷାରେ ସମାଲୋଚନା କରିଛନ୍ତି।

ତେବେ ରିଆଙ୍କ ଓକିଲଙ୍କର ଏହି ସ୍ପଷ୍ଟୀକରଣ ପରେ ପ୍ରଶ୍ନ ଉଠୁଛି ଯେ ଯଦି ସେ ସିବିଆଇ ତଦନ୍ତକୁ ବିରୋଧ କରୁନଥିଲେ ତେବେ କାହିଁକି ସୁପ୍ରିମକୋର୍ଟରେ ଏନେଇ ବିରୋଧ କରିଥିଲେ ? ବିହାର ପୁଲିସ ମାମଲାକୁ ସିବିଆଇକୁ ହସ୍ତାନ୍ତର କରାଯିବାକୁ ନେଇ ସେ କାହିଁକି ଆପତ୍ତି ଉଠାଇଥିଲେ ?

ସେହିପରି ଅନ୍ୟପଟେ ସୁଶାନ୍ତଙ୍କ ୧୫ କୋଟି ଟଙ୍କା ହଡ଼ପ ମାମଲାର ଖୋଲତାଡ଼ କରିବାକୁ ନେଇ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ସୁଶାନ୍ତଙ୍କ ବାପା, ଭଉଣୀଙ୍କୁ ଗତକାଲି ଦିଲ୍ଲୀରେ ପଚରାଉଚରା କରିଛି। ଟଙ୍କା ହଡ଼ପ ନେଇ ତଥ୍ୟ ଓ ସୁରାକ ଖୋଜୁଛି ଇଡି। ସେପଟେ ମାମଲାରେ ସାକ୍ଷୀଙ୍କ ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ଏମାନଙ୍କ ସୁରକ୍ଷା ଦାବି କରିଛନ୍ତି ସୁଶାନ୍ତଙ୍କ ସମ୍ପର୍କୀୟ ଭାଇ ତଥା ବିହାରର ବିଜେପି ବିଧାୟକ ନିରଜ କୁମାର। ଏନେଇ ସେ ଗୃହ ମନ୍ତ୍ରୀ ଅମିତ ଶାହଙ୍କୁ ବି ଜଣାଇବେ ବୋଲି କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story