ଆଖି ବୁଜିଲେ 'ଦଙ୍ଗଲ' ଅଭିନେତ୍ରୀ

୧୯ ବର୍ଷ ବୟସରେ ତାଙ୍କ ଦେହାନ୍ତ ହୋଇଛି।

Suhani Bhatnagar

ଅଭିନେତ୍ରୀ ସୁହାନୀ ଭଟ୍ଟନାଗର

Madhupriya Mistry
  • Published: Saturday, 17 February 2024
  • Updated: 17 February 2024, 03:42 PM IST

Sports

Latest News

ଆଉ ନାହାନ୍ତି ବଲିଉଡର ସୁପରହିଟ୍‌ ଫିଲ୍ମ 'ଦଙ୍ଗଲ'ର ଅଭିନେତ୍ରୀ। ଫିଲ୍ମରେ ଅଭିନେତା ଆମିର ଖାନ୍‌ଙ୍କ ଝିଅ ଭୂମିକାରେ ଅଭିନୟ କରିଥିବା ଚାଇଲ୍ଡ ଆର୍ଟିଷ୍ଟ ସୁହାନୀ ଭଟ୍ଟନାଗରଙ୍କ ଦେହାନ୍ତ ହୋଇଛି। ୧୯ ବର୍ଷ ବୟସରେ ସେ ଆଖି ବୁଜିଛନ୍ତି। ଆଜି ଦିଲ୍ଲୀ ସ୍ଥିତ ଏକ ହସ୍ପିଟାଲରେ ତାଙ୍କର ମୃତ୍ୟୁ ହୋଇଥିବା କୁହାଯାଇଛି।

ସୂଚନାନୁସାରେ, କିଛି ଦିନ ପୂର୍ବେ ସୁହାନୀ ଭଟ୍ଟନାଗରଙ୍କ ଗୋଡରେ ଆଘାତ ଲାଗିଥିଲା। ତାଙ୍କ ଗୋଡରେ ହୋଇଥିବା ଫ୍ୟାକ୍ଚରର ସେ ଚିକିତ୍ସା କରାଇଥିଲେ। ତେବେ ସେ ଏଥିପାଇଁ ଖାଉଥିବା ଔଷଧରୁ ସାଇଡ୍‌ ଇଫେକ୍ଟ ହେବା ଆରମ୍ଭ ହୋଇଥିଲା। କୁହାଯାଉଛି ଯେ ଅଭିନେତ୍ରୀଙ୍କ ଶରୀରରେ ଫ୍ଲୁଇଡ୍‌ ସୃଷ୍ଟି ହେବା ଆରମ୍ଭ ହୋଇଥିଲା। ଏହି କାରଣରୁ ତାଙ୍କର ମୃତ୍ୟୁ ହୋଇଛି।

Also Read

ସେ ଦୀର୍ଘ ଦିନ ଧରି ଦିଲ୍ଲୀର AIIMS ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଭୁଲ୍‌ ଚିକିତ୍ସା ଯୋଗୁ ତାଙ୍କର ମୃତ୍ୟୁ ହୋଇଥିବା କୁହାଯାଇଛି। ଫରିଦାବାଦରେ ତାଙ୍କର ଅନ୍ତିମ ସଂସ୍କାର ହେବ। ସେପଟେ ଅଭିନେତ୍ରୀ ମୃତ୍ୟୁ ଖବର ସାମ୍ନାକୁ ଆସିବା ପରେ ବି-ଟାଉନ୍‌ର ଶୋକରଛାୟା ଖେଳିଯାଇଛି। 

ସୁହାନୀଙ୍କ ମୃତ୍ୟୁ ନେଇ ଆମୀର ଖାନ୍‌ଙ୍କ ପ୍ରଡକ୍ସନ ହାଉସ ତରଫରୁ ଇନ୍‌ଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରି ସୂଚନା ଦିଆଯାଇଛି। ଅଭିନେତ୍ରୀଙ୍କ ମୃତ୍ୟୁ ଯୋଗୁ ପ୍ରଡକ୍ସନ ହାଉସକୁ ଜୋରଦାର ଝଟ୍‌କା ଲାଗିଛି। ସୁହାନୀ ସର୍ବଦା ତାଙ୍କ ପାଇଁ ଷ୍ଟାର୍‌ ଥିଲେ ଓ ରହିବେ ବୋଲି ଆମୀର ଖାନ୍‌ଙ୍କ ପ୍ରଡକ୍ସନ ହାଉସ କହିଛି। 

ଫିଲ୍ମ 'ଦଙ୍ଗଲ'ରୁ ସୁହାନୀ ଭଟ୍ଟନାଗର ନିଜ ଅଭିନୟ କ୍ୟାରିୟର ଆରମ୍ଭ କରିଥିଲେ। ଏହି ଫିଲ୍ମରେ ତାଙ୍କୁ ଛୋଟ ବବିତା ଫୋଗଟ୍‌ ଭୂମିକାରେ ଦେଖିବାକୁ ମିଳିଥିଲା। ସେ ଆମୀର ଖାନ୍‌, ସାକ୍ଷୀ ତନ୍‌ଓ୍ୱର ଓ ଜାଏରା ଓ୍ୱସିମଙ୍କ ସହ ନଜର ଆସିଥିଲେ। ସେ ଏହି ଫିଲ୍ମରେ ଦମଦାର ଅଭିନୟ କରି ଚାରିଆଡୁ ପ୍ରଶଂସା ସାଉଁଟିଥିଲେ। ଦଙ୍ଗଲ ଫିଲ୍ମ ପରେ ସୁହାନୀ ଅନେକ ଟିଭି ବିଜ୍ଞାପନରେ ନଜର ଆସିଥିଲେ। ଏହାପରେ ଛି ସମୟ ପାଇଁ ସେ ଅଭିନୟ ଛାଡି ନିଜ ପାଠ ପଢ଼ା ଉପରେ ଫୋକସ୍‌ କରିବା ପାଇଁ ନିଷ୍ପତ୍ତି ନେଇଥିଲେ। 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story