ହସ୍ପିଟାଲରୁ ବାହାରିଲେ ଦୀପିକା

ମୁମ୍ବାଇ: ଶୁଟିଂ ସେଟରେ ଅସୁସ୍ଥ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ ହସ୍ପିଟାଲରୁ ବାହାରିଛନ୍ତି। ଆଜି ସେ ହାଇଦ୍ରାବାଦରେ ତାଙ୍କ ପରବର୍ତ୍ତୀ ଫିଲ୍ମ କେର ଶୁଟିଂ ସେଟ୍‌ରେ ଥିବା ବେଳେ ଅସୁସ୍ଥ ହୋଇଥିଲେ। ଏଥିପାଇଁ ତାଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ କିଛି ଘଣ୍ଟା ଧରି ଡାକ୍ତରମାନେ ତାଙ୍କର ଚିକିତ୍ସା କରିଥିଲେ। ଏହାପରେ ସେ ସୁସ୍ଥ ଅନୁଭବ କରିବାରୁ ପୁଣିଥରେ କେର ଶୁଟିଂ ସେଟକୁ ଫେରିଥିବା ନିର୍ଭରଯୋଗ୍ୟ ସୂତ୍ରରୁ ଜଣାପଡ଼ିଛି। କିନ୍ତୁ […]

deepika

deepika

Hemant Lenka
  • Published: Tuesday, 14 June 2022
  • Updated: 14 June 2022, 05:26 PM IST

Sports

Latest News

ମୁମ୍ବାଇ: ଶୁଟିଂ ସେଟରେ ଅସୁସ୍ଥ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ ହସ୍ପିଟାଲରୁ ବାହାରିଛନ୍ତି। ଆଜି ସେ ହାଇଦ୍ରାବାଦରେ ତାଙ୍କ ପରବର୍ତ୍ତୀ ଫିଲ୍ମ କେର ଶୁଟିଂ ସେଟ୍‌ରେ ଥିବା ବେଳେ ଅସୁସ୍ଥ ହୋଇଥିଲେ। ଏଥିପାଇଁ ତାଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ କିଛି ଘଣ୍ଟା ଧରି ଡାକ୍ତରମାନେ ତାଙ୍କର ଚିକିତ୍ସା କରିଥିଲେ। ଏହାପରେ ସେ ସୁସ୍ଥ ଅନୁଭବ କରିବାରୁ ପୁଣିଥରେ କେର ଶୁଟିଂ ସେଟକୁ ଫେରିଥିବା ନିର୍ଭରଯୋଗ୍ୟ ସୂତ୍ରରୁ ଜଣାପଡ଼ିଛି। କିନ୍ତୁ ଦୀପିକାଙ୍କର କ’ଣ ହୋଇଥିଲା ଓ ସେ କାହିଁକି ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ, ସେକଥା ଜଣାପଡ଼ିନି।

ମିଳିଥିବା ଖବର ଅନୁଯାୟୀ, ଶୁଟିଂ ଚାଲିଥିବା ବେଳେ ହଠାତ୍‌ ଦୀପିକା ଅସହଜ ଅନୁଭବ କରିଥିଲେ। ଏହାପରେ ତାଙ୍କ ହୃଦସ୍ପଦନ ବଢ଼ି ଯାଇଥିଲା। ସେ ଅସ୍ଥିର ଅନୁଭବ କରିବାରୁ ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସିତ ହେବା ପରେ ସେ ପୁଣି କେ ସେଟକୁ ଫେରିଛନ୍ତି ଓ ଧୀରେଧୀରେ ସ୍ୱାଭାବିକ ଅନୁଭବ କରୁଥିବା ଏହି ସୂତ୍ରରେ କୁହାଯାଇଛି। ସୂତ୍ରରୁ ଜାତୀୟ ଗଣମାଧ୍ୟମରେ ଏହି ଖବର ପ୍ରକାଶ ପାଇଛି। କିନ୍ତୁ ଦୀପିକାଙ୍କ ଟିମ୍ ପକ୍ଷରୁ ତାଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ କୌଣସି ପ୍ରକାରର ସୂଚନା ଦିଆଯାଇନି।

ନିକଟରେ ଦୀପିକା ନିଜ ପରିବାର ଲୋକଙ୍କ ସହ ବାପା ପ୍ରକାଶ ପାଦୁକୋନଙ୍କ ଜନ୍ମଦିନରେ ତିରୁପତି ଯାଇଥିଲେ। ବର୍ତ୍ତମାନ ସେ ହାଇଦ୍ରବାଦରେ ତାଙ୍କର ଆଗାମୀ ଫିଲ୍ମ କେର ଶୁଟିଂ କରୁଛନ୍ତି। ଏହି ଫିଲ୍ମରେ ଦୀପିକାଙ୍କ ହିରୋ ସାଜିଛନ୍ତି ସାଉଥ ଷ୍ଟାର ପ୍ରଭାସ। କେ ବ୍ୟତୀତ ଦୀପିକା କିଙ୍ଗଖାନ ଶାହରୁଖ ଖାନଙ୍କ ପଠାନ ଓ ହ୍ରିତିକ ରୋଶନଙ୍କ ଫାଇଟରର ଶୁଟିଂରେ ମଧ୍ୟ ବ୍ୟସ୍ତ ରହୁଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story