ଦୀପିକାଙ୍କ ମାସ୍କର ଦାମ୍‌ ୨୫ ହଜାର

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ ନିଜ ସୁନ୍ଦରତା ଏବଂ ଫ୍ୟାଶନକୁ ନେଇ ସବୁବେଳେ ଚର୍ଚ୍ଚାରେ ରୁହନ୍ତି। ତାଙ୍କର ସବୁ ଅନ୍ଦାଜ ତାଙ୍କ ଫ୍ୟାନ୍ସମାନଙ୍କୁ ପସନ୍ଦ ଆସେ। ସେ ବିମାନ ବନ୍ଦରର ଲୁକ୍‌ ହେଉ ଅବା ପାର୍ଟି ଲୁକ୍‌। ତାଙ୍କ ସବୁ ଆଉଟଫିଟ୍‌ ଏବଂ ଲୁକ୍‌ ପ୍ରଶଂସକଙ୍କୁ ପାଗଳ କରେ।  ତେବେ ନିକଟରେ ତାଙ୍କର କିଛି ଫଟୋ ସାମ୍ନାକୁ ଆସିଛି, ଯେଉଁଥି ପାଇଁ ସେ ପୁଣିଥରେ ଚର୍ଚ୍ଚାକୁ ଆସିଛନ୍ତି। ଏଥର ଦୀପିକା ତାଙ୍କ ଦାମୀ ମାସ୍କକୁ ନେଇ […]

Deepika Padukone

Deepika Padukone

Madhupriya Mistry
  • Published: Saturday, 13 February 2021
  • Updated: 13 February 2021, 02:22 PM IST

Sports

Latest News

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ ନିଜ ସୁନ୍ଦରତା ଏବଂ ଫ୍ୟାଶନକୁ ନେଇ ସବୁବେଳେ ଚର୍ଚ୍ଚାରେ ରୁହନ୍ତି। ତାଙ୍କର ସବୁ ଅନ୍ଦାଜ ତାଙ୍କ ଫ୍ୟାନ୍ସମାନଙ୍କୁ ପସନ୍ଦ ଆସେ। ସେ ବିମାନ ବନ୍ଦରର ଲୁକ୍‌ ହେଉ ଅବା ପାର୍ଟି ଲୁକ୍‌। ତାଙ୍କ ସବୁ ଆଉଟଫିଟ୍‌ ଏବଂ ଲୁକ୍‌ ପ୍ରଶଂସକଙ୍କୁ ପାଗଳ କରେ।  ତେବେ ନିକଟରେ ତାଙ୍କର କିଛି ଫଟୋ ସାମ୍ନାକୁ ଆସିଛି, ଯେଉଁଥି ପାଇଁ ସେ ପୁଣିଥରେ ଚର୍ଚ୍ଚାକୁ ଆସିଛନ୍ତି।

[caption id="attachment_619170" align="aligncenter" width="650"]Deepika Padukone ଦାମୀ ମାସ୍କରେ ଦୀପିକା[/caption]

ଏଥର ଦୀପିକା ତାଙ୍କ ଦାମୀ ମାସ୍କକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି। ନକଟରେ ମୁମ୍ବାଇରେ ବିଟାଉନର କିଛି ସେଲିବ୍ରିଟିକୁ ନେଇ ଏକ ପାର୍ଟିର ଆୟୋଜନ ହୋଇଥିଲା। ଏଥିରେ ଦୀପିକା ଟପ୍‌ ଟୁ ବଟମ୍‌ ବ୍ଲାକ କଲର ଡ୍ରେସ ପିନ୍ଧିବା ସହ କଳା ରଙ୍ଗର ମାସ୍କ ପିନ୍ଧିଥିଲେ। ତେବେ ସେ ଯେଉଁ ମାସ୍କ ପିନ୍ଧିଥିଲେ ତା'ର ଦାମ ୨୫ ହଜାର ଟଙ୍କା ବୋଲି ଜଣାପଡିଛି। ଦୀପିକାଙ୍କ ଏହି ଦାମୀ ମାସ୍କୁ ନେଇ ସୋଶାଲ ମିଡିଆରେ ଚର୍ଚ୍ଚା ଜୋର ଧରିଛି। ପଦ୍ମାବତ ଫେମ ଦୀପିକା ପିନ୍ଧିଥିବା ଏହି ମାସ୍କ ଲୁଇସ୍‌ ବେଟାନ ମାସ୍କ ଅଟେ। ଦାମୀ ଜିନିଷ ପାଇଁ ଏହି କମ୍ପାନୀ ବେଶ୍‌ ଜଣାଶୁଣା।

ସୂଚନାଯୋଗ୍ୟ ଯେ, ଅପକମିଂ ଫିଲ୍ମ `୮୩'ରେ ଦୀପିକା ନଜର ଆସିବେ । ଏଥିରେ ରଣବୀର ସିଂହଙ୍କୁ ମଧ୍ୟ ଦେଖିବାକୁ ମିଳିବ। ପୂର୍ବତନ ଭାରତୀୟ କ୍ରିକେଟ ଖେଳାଳି କପିଦ ଦେବଙ୍କ ଏହା ବାୟୋପିକ। ସେହିପରି ଶକୁନ ବତ୍ରାଙ୍କ ଫିଲ୍ମରେ ମଧ୍ୟ ଦୀପିକା ନଜର ଆସିବେ। ତେବେ ଏହି ଫିଲ୍ମର ଟାଇଟଲ କ'ଣ ରହିବ ସେ ନେଇ କିଛି ସୂଚନା ମିଳିପାରି ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story