ବୋଲ୍ଡ ଲୁକ୍‌ରେ ଦୀପିକା, ଫ୍ୟାନ୍ ଘାଇଲା

ମୁମ୍ବାଇ: ବୋଲ୍ଡ ହେଲେ ଦୀପିକା ପାଦୁକୋନ। ସୁପର୍ ହଟ୍ ଲୁକ୍‌ରେ ନଜର ଆସିଲେ ବଲିଉଡର ମସ୍ତାନୀ ଗାର୍ଲ। ହଳଦିଆ ବିକିନି ପିନ୍ଧି ନିଜ ଫ୍ୟାନ୍‌ମାନଙ୍କୁ କଲେ ଘାଇଲା। ଦୀପିକାଙ୍କ ଫିଗର୍ ଓ କିଲର୍ ଲୁକ୍ ଦେଖି ଦିୱାନା ହେଲେ ଫ୍ୟାନ୍। ଏଭଳି କିଛି ବୋଲ୍ଡ ଆଣ୍ଡ ହଟ୍ ଲୁକ୍‌ରେ ଫୋଟ ଶେଆର କରିଛନ୍ତି ଦୀପିକା ପାଦୁକୋନ୍‌, ଯାହା ଭାଇରାଲ ହେବାରେ ଲାଗିଛି। ଅପ୍‌କମିଂ ଫିଲ୍ମ ‘ପଠାନ’ରେ ନଜର ଆସିବେ ଦୀପିକା ପାଦୁକୋନ୍। ଏହି ଫିଲ୍ମ ଜରିଆରେ ପୁଣି […]

Deepika Padukone

Deepika Padukone

Madhupriya Mistry
  • Published: Saturday, 10 December 2022
  • Updated: 10 December 2022, 05:03 PM IST

Sports

Latest News

ମୁମ୍ବାଇ: ବୋଲ୍ଡ ହେଲେ ଦୀପିକା ପାଦୁକୋନ। ସୁପର୍ ହଟ୍ ଲୁକ୍‌ରେ ନଜର ଆସିଲେ ବଲିଉଡର ମସ୍ତାନୀ ଗାର୍ଲ। ହଳଦିଆ ବିକିନି ପିନ୍ଧି ନିଜ ଫ୍ୟାନ୍‌ମାନଙ୍କୁ କଲେ ଘାଇଲା। ଦୀପିକାଙ୍କ ଫିଗର୍ ଓ କିଲର୍ ଲୁକ୍ ଦେଖି ଦିୱାନା ହେଲେ ଫ୍ୟାନ୍। ଏଭଳି କିଛି ବୋଲ୍ଡ ଆଣ୍ଡ ହଟ୍ ଲୁକ୍‌ରେ ଫୋଟ ଶେଆର କରିଛନ୍ତି ଦୀପିକା ପାଦୁକୋନ୍‌, ଯାହା ଭାଇରାଲ ହେବାରେ ଲାଗିଛି।

ଅପ୍‌କମିଂ ଫିଲ୍ମ ‘ପଠାନ’ରେ ନଜର ଆସିବେ ଦୀପିକା ପାଦୁକୋନ୍। ଏହି ଫିଲ୍ମ ଜରିଆରେ ପୁଣି ଥରେ କିଙ୍ଗ ଖାନ୍ ଶାହରୁଖ ଓ ମସ୍ତାନୀ ଗାର୍ଲଙ୍କୁ ଏକାଠି ଦେଖିବାକୁ ମିଳିବ। ଏହି ଫିଲ୍ମକୁ ନେଇ ଲଗାତର କିଛି ଦିନ ହେବ ଚର୍ଚ୍ଚା ଜାରି ରହିଛି। ଫିଲ୍ମର ଲିଡ୍‌ରେ ଥିବା ଅଭିନେତାଙ୍କ ଗୋଟିଏ ପରେ ଗୋଟିଏ ସୂଚନା ମଧ୍ୟ ସାମ୍ନାକୁ ଆସୁଛି। ଏହାରି ଭିତରେ ଏହି ଫିଲ୍ମର ଗୀତକୁ ନେଇ ପୋଷ୍ଟ ଶେଆର କରିଛନ୍ତି ଦୀପିକା।

ନିଜ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ଦୀପିକା ନିଜର ସବୁଠୁ ବୋଲ୍ଡ ଫଟୋ ଶେଆର କରି ଫିଲ୍ମ ପଠାନର ଗୀତ କେବେ ରିଲିଜ ହେବ ସେ ନେଇ ସୂଚନା ଦେଇଛନ୍ତି। ଶେଆର ହୋଇଥିବା ଫଟୋରେ ଦୀପିକା ଏକ ହଳଦିଆ ରଙ୍ଗର ବିକିନି ପିନ୍ଧି ଥିବା ନଜର ଆସିଛନ୍ତି। ତାଙ୍କର ଏହି ଫଟୋ ଏବେ ସମସ୍ତଙ୍କୁ ଆଟ୍ରାକ୍ଟ କରୁଛି। ଏହି ଫଟୋକୁ ଶେଆର କରି ସେ କ୍ୟାପସନରେ ଲେଖିଛନ୍ତି, ‘ବେଶରମ୍ ରଙ୍ଗ... ଡିସେମ୍ବର ୧୨ ତାରିଖ ଦିନ ୧୧ଟାରେ ରିଲିଜ ହେବ।

ଉଲ୍ଲେଖଯୋଗ୍ୟ, ଫିଲ୍ମ ମେକର ଆଦିତ୍ୟ ଚୋପ୍ରା ଓ ନିର୍ଦ୍ଦେଶକ ସିଦ୍ଧାର୍ଥ ଆନନ୍ଦ ସୋମବାର ଦିନ ଫିଲ୍ମ ପଠାନର ପ୍ରଥମ ଗୀତ ବେଶରମ ରଙ୍ଗ... ରିଲିଜ କରିବାକୁ ଯୋଜନା କରିଛନ୍ତି।

ବଲିଉଡର ବାଦଶାହ ଶାହାରୁଖ ଖାନ୍ ତାଙ୍କ ଅପ୍‌କମିଂ ଫିଲ୍ମ ପଠାନ୍‌କୁ ନେଇ ଲଗାତର ଚର୍ଚ୍ଚାରେ ଅଛନ୍ତି। ଏହି ଫିଲ୍ମରେ ତାଙ୍କ ବ୍ୟତୀତ ଦୀପିକା ପାଦୁକୋନ୍ ଓ ଜନ୍ ଅବ୍ରାହମ ଲିଡ୍ ରୋଲରେ ଅଛନ୍ତି। ଆସନ୍ତାବର୍ଷ ଜାନୁଆରୀ ୨୫ ତାରିଖରେ ଏହି ଫିଲ୍ମଟି ପରଦାକୁ ଆସିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story