ସରିଲା 'କାନ୍ସ' ଫିଲ୍ମ ଫେଷ୍ଟିଭାଲ, ଶେଷ ଦିନରେ ହୋସ୍‌ ଉଡ଼ାଇଲେ ଦୀପିକା

ମୁମ୍ବାଇ: ହୋସ୍‌ ଉଡାଇଲେ ଡିମ୍ପଲ ବିୟୁଟି ଦୀପିକା। ଧଳା ଶାଢ଼ୀ ସାଙ୍ଗକୁ ବେକରେ ମୋତି ମାଳି। ରେଡ୍‌ କାର୍ପେଟ୍‌ରେ ରୟାଲ ଲୁକ୍‌ରେ ନଜର ଆସିଥିଲେ ବଲିଉଡର ମସ୍ତାନୀ। କାନ୍ସ ଫିଲ୍ମ ଫେଷ୍ଟିଭାଲର ଶେଷ ଦିନରେ ସମସ୍ତଙ୍କ ଉଡାଇଲେ ହୋସ। ତାଙ୍କ ଲୁକ୍‌, ତାଙ୍କ ଷ୍ଟାଇଲ୍‌ ଓ ତାଙ୍କ ଚାଲି କଲା ସମସ୍ତଙ୍କୁ ଘାଇଲା। ସେ ପାଲଟିଲେ ସେଣ୍ଟର ଅଫ୍‌ ଆଟ୍ରାକ୍‌ସନ୍‌। କାନ୍ସ ଫିଲ୍ମ ଫେଷ୍ଟିଭାଲର ଶେଷ ଦିନରେ ଦୀପିକାଙ୍କ ନୂଆ ଲୁକ୍‌ ସାମ୍ନାକୁ ଆସିଛି। ଏଥିରେ ସେ […]

Deepika at cannes

Deepika at cannes

Madhupriya Mistry
  • Published: Sunday, 29 May 2022
  • Updated: 29 May 2022, 11:12 AM IST

Sports

Latest News

ମୁମ୍ବାଇ: ହୋସ୍‌ ଉଡାଇଲେ ଡିମ୍ପଲ ବିୟୁଟି ଦୀପିକା। ଧଳା ଶାଢ଼ୀ ସାଙ୍ଗକୁ ବେକରେ ମୋତି ମାଳି। ରେଡ୍‌ କାର୍ପେଟ୍‌ରେ ରୟାଲ ଲୁକ୍‌ରେ ନଜର ଆସିଥିଲେ ବଲିଉଡର ମସ୍ତାନୀ। କାନ୍ସ ଫିଲ୍ମ ଫେଷ୍ଟିଭାଲର ଶେଷ ଦିନରେ ସମସ୍ତଙ୍କ ଉଡାଇଲେ ହୋସ। ତାଙ୍କ ଲୁକ୍‌, ତାଙ୍କ ଷ୍ଟାଇଲ୍‌ ଓ ତାଙ୍କ ଚାଲି କଲା ସମସ୍ତଙ୍କୁ ଘାଇଲା। ସେ ପାଲଟିଲେ ସେଣ୍ଟର ଅଫ୍‌ ଆଟ୍ରାକ୍‌ସନ୍‌।

Bollywood Actress Deepika Padukone represents India in saree o...

କାନ୍ସ ଫିଲ୍ମ ଫେଷ୍ଟିଭାଲର ଶେଷ ଦିନରେ ଦୀପିକାଙ୍କ ନୂଆ ଲୁକ୍‌ ସାମ୍ନାକୁ ଆସିଛି। ଏଥିରେ ସେ ରୟାଲ୍‌ ଲୁକ୍‌ରେ ନଜର ଆସିଛନ୍ତି। ଯାହା ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ଫଟୋ ଗୁଡ଼ିକରେ ଦୀପିକା ଏକ ଧଳା ରଙ୍ଗର ରଫଲ୍ ଶାଢୀରେ ୱେଷ୍ଟର୍ଣ୍ଣ ସାଙ୍ଗକୁ ଦେଶୀ ଲୁକ୍‌ରେ ନଜର ଆସିଛନ୍ତି। ଏହା ବ୍ୟତୀତ ଦୀପିକା ଧଳା ମୋତିର ଏକ ଭାରି ଗହଣା ପିନ୍ଧିଛନ୍ତି । ଏଥିପାଇଁ ତାଙ୍କ ଲୁକ ଏକ ରାଜକୀୟ ସ୍ପର୍ଶ ଦେଉଛି। ଲୋକମାନେ ଦୀପିକାଙ୍କ ଏହି ଲୁକକୁ ବହୁତ ପସନ୍ଦ କରୁଛନ୍ତି।

Deepika Padukone

ଦୀପିକାଙ୍କ ଏହି ଆଉଟ୍‌ଫିଟ୍‌କୁ ପ୍ରସିଦ୍ଧ ଡିଜାଇନର ଅବୁ-ଜାନି-ସନ୍ଦୀପ୍‌ ଖୋସଲା ଡିଜାଇନ୍‌ ଦେଇଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ଦୀପିକାଙ୍କ ଇଣ୍ଡୋ-ୱେଷ୍ଟର୍ଣ୍ଣରୁ ୱେଷ୍ଟର୍ଣ୍ଣ-ଇଣ୍ଡୋ ପର୍ଯ୍ୟନ୍ତ ସମସ୍ତ ପ୍ରକାରର ଲୁକ୍ କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଦେଖିବାକୁ ମିଳିଛି।

Jury members Joachim Trier, from left, Deepika Padukone and Asghar Farhadi pose for photographers

କାନ୍ସ ଫିଲ୍ମ ଫେଷ୍ଟିଭାଲ-୨୦୨୨ରେ ବଲିଉଡର ଅନେକ ନାମିଦାମୀ ସେଲେବ୍ରିଟି ଭାଗ ନେଇଥିଲେ। ଚଳିତ ଥର ଏହି ଫିଲ୍ମ ଫେଷ୍ଟିଭାଲ୍‌ରେ ଜୁରୀ ସଦସ୍ୟ ହେବା ସୁଯୋଗ ପାଇଥିଲେ ଦୀପିକା। ତେବେ ଏଥିରେ ଭାଗ ନେଇଥିବା ସମସ୍ତ ଅଭିନେତ୍ରୀଙ୍କ ମଧ୍ୟରୁ ତାଙ୍କ ଷ୍ଟାଇଲ୍‌ ଥିଲା ପୁରା ଭିନ୍ନ। ସେ ନିଜ ଲୁକ୍‌ ଓ ଷ୍ଟାଲ୍‌ ଷ୍ଟେଟ୍‌ମେଣ୍ଟରେ ଲୋକଙ୍କ କରିଥିଲେ ଘାଏଲ। ସେ କାନ୍ସର ଏହି ରେଡ୍‌ କାର୍ପେଟ୍‌ରେ ୱେଷ୍ଟର୍ଣ୍ଣ ସହ ନିଜ ଦେଶୀ ଲୁକ୍‌କୁ ବଜାୟ ରଖି ଲୋକଙ୍କୁ ୱାହ୍‌…କହିବାକୁ ବାଧ୍ୟ କରିଦେଇଛନ୍ତି। ସମସ୍ତେ ତାଙ୍କ ପ୍ରଶଂସା ନରକି ରହିପାରୁ ନାହାନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story