ଯନ୍ତ୍ରଣା ବଖାଣିଲେ, ଗର୍ଭବତୀ ବେଳେ ମୃତ୍ୟୁ ମୁଖରୁ ଅଳ୍ପକେ ବର୍ତ୍ତି ଥିଲେ ଦିଆ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଦିଆ ମିର୍ଜା। ୨୦୨୦ରେ ଦିଆ ତାଙ୍କ ଜୀବନର ସବୁଠୁ ସୁନ୍ଦର ଉପହାର ପାଇଥିଲେ। ଅଭିନେତ୍ରୀ ତାଙ୍କ ପ୍ରେମିକ ସହ ସତ ଫେରା ନେଇଥିଲେ। ଏହାଥିଲା ତାଙ୍କର ଦ୍ୱିତୀୟ ବିବାହ। ପରେ ଦିୟା ତାଙ୍କର ପ୍ରଥମ ସନ୍ତାନର ମା’ ହୋଇଥିଲେ। ମା’ ହେବା ଦିଆଙ୍କ ପାଇଁ ସେହି ସୁନ୍ଦର ଅନୁଭବ ଥିଲା ଯାହା ଅଭିନେତ୍ରୀଙ୍କ ଜୀବନକୁ ସମ୍ପୂର୍ଣ୍ଣ କରିଥିଲା। ​କିନ୍ତୁ ମା’ ହେବା ତାଙ୍କ ପାଇଁ ଯେତିକି ସୁନ୍ଦର ଅନୁଭୂତି ଥିଲା ସେତିକି ହିଁ […]

Diya Mirza-1

Diya Mirza-1

Madhupriya Mistry
  • Published: Tuesday, 11 January 2022
  • Updated: 11 January 2022, 04:54 PM IST

Sports

Latest News

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଦିଆ ମିର୍ଜା। ୨୦୨୦ରେ ଦିଆ ତାଙ୍କ ଜୀବନର ସବୁଠୁ ସୁନ୍ଦର ଉପହାର ପାଇଥିଲେ। ଅଭିନେତ୍ରୀ ତାଙ୍କ ପ୍ରେମିକ ସହ ସତ ଫେରା ନେଇଥିଲେ। ଏହାଥିଲା ତାଙ୍କର ଦ୍ୱିତୀୟ ବିବାହ। ପରେ ଦିୟା ତାଙ୍କର ପ୍ରଥମ ସନ୍ତାନର ମା' ହୋଇଥିଲେ। ମା' ହେବା ଦିଆଙ୍କ ପାଇଁ ସେହି ସୁନ୍ଦର ଅନୁଭବ ଥିଲା ଯାହା ଅଭିନେତ୍ରୀଙ୍କ ଜୀବନକୁ ସମ୍ପୂର୍ଣ୍ଣ କରିଥିଲା। ​କିନ୍ତୁ ମା' ହେବା ତାଙ୍କ ପାଇଁ ଯେତିକି ସୁନ୍ଦର ଅନୁଭୂତି ଥିଲା ସେତିକି ହିଁ ଖରାପ ଅଭିଜ୍ଞତା ଥିଲା। ଗର୍ଭାବସ୍ଥାରେ ଦିଆ ମୃତ୍ୟୁ ମୁଖରୁ ଅଳ୍ପକେ ରକ୍ଷା ପାଇଛନ୍ତି। ସେହି ଯନ୍ତ୍ରଣାଦାୟକ ଅନୁଭୂତି ଏବେ ବଖାଣିଛନ୍ତି ଦିଆ।

ଟାଇମ୍ସ ଅଫ୍‌ ଇଣ୍ଡିଆକୁ ଦେଇଥିବା ଏକ ସାକ୍ଷାତକାରରେ ଦିଆ ନିଜ ଗର୍ଭବତୀ ହେବା ସମୟର ଅଭିଜ୍ଞତା ବଖାଣିଛନ୍ତି। ସେ କହିଛନ୍ତି, ଗର୍ଭଧାରଣର ପଞ୍ଚମ ମାସରେ ତାଙ୍କୁ ଆପେଣ୍ଡେକ୍ଟୋମି (ଆପେଣ୍ଡିକ୍ସ ହଟାଇବା ପାଇଁ ସର୍ଜରୀ) କରିବାକୁ ପଡିଥିଲା। ଏହି ଅସ୍ତ୍ରୋପଚାର ପରେ ତୀବ୍ର ବ୍ୟାକ୍ଟେରିଆ ଇନ୍‌ଫେକ୍ସନ ହେତୁ ତାଙ୍କୁ ବାରମ୍ବାର ଡାକ୍ତରଖାନାକୁ ଆସିବାକୁ ପଡୁଥିଲା।

Dia Mirza Shares Her Near-Death Experience During Her Pregnancy And Thanks Her Gynaecologist For Saving Their Lives

ସେ କହିଥିଲେ, 'ମୋ ଶିଶୁର ପ୍ରସବ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ କାରଣ ମୋର ପ୍ଲେସେଣ୍ଟା ଭିତରେ (ଗର୍ଭାଶୟ ଭିତରେ ଥିବା ଅଙ୍ଗ ଯାହା ଗର୍ଭରେ ଥିବା ଶିଶୁକୁ ଅମ୍ଳଜାନ ଏବଂ ପୁଷ୍ଟିକର ଖାଦ୍ୟ ଦେଇଥାଏ) ରକ୍ତସ୍ରାବ ଆରମ୍ଭ କରିଥିଲା। ତାହା ଅତ୍ୟନ୍ତ କଷ୍ଟଦାୟକ ସମୟ ଥିଲା ଏବଂ ମୁଁ ମୋର ସ୍ତ୍ରୀ ରୋଗ ବିଶେଷଜ୍ଞଙ୍କ ପାଇଁ ବହୁତ କୃତଜ୍ଞ, ଯିଏ ମୋ ଜୀବନ ବଞ୍ଚାଇଛନ୍ତି।

ମାହାମରୀ ସମୟରେ ନିଜ ମା' ହେବାର ଅନୁଭୂତି ବଖାଣି ଦିଆ କହିଛନ୍ତି, ମହାମାରୀ ସମୟରେ ଏକ ଶିଶୁକୁ ଦୁନିଆକୁ ଆଣିବା, ଏହି ନିଷ୍ପତ୍ତି ଆମ ସମସ୍ତଙ୍କ ପସନ୍ଦକୁ ପ୍ରଭାବିତ କରିଛି। ଦିୟା କୁହନ୍ତି- 'ଏହି ସମୟରେ ଯେତେବେଳେ ଆମେ ଘରେ ଥାଉ, ଆମେ ଅନ୍ୟମାନଙ୍କ ସହଭାଗିତାକୁ ଉପଭୋଗ କରୁ ଏବଂ ଆମେ ସେହି ସବୁକିଛି କରିଥାଉ, ଯାହା ଆମ ପିଲାମାନଙ୍କର ସମୟକୁ ଖୁସି ଦିଏ ଆଉ ସୁରକ୍ଷିତ ରଖେ।

ସୂଚନା ମୁତାବକ, ଦିଆ ମିର୍ଜା ଜୁଲାଇ ୨୦୨୧ରେ ମା' ହୋଇଥିବା ନେଇ ଖବର ସମସ୍ତଙ୍କୁ ଜଣାଇଥିଲେ। ସେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେବାର ଦୁଇ ମାସ ପରେ ଏହି ଗୁଡ୍‌ ନ୍ୟୁଜ୍‌ ସମସ୍ତଙ୍କୁ ଜଣାଇଥିଲେ। ଏଥିସହ ସେ ପୁଅ ଅଭ୍ୟାନ୍‌ ପ୍ରି-ମେଚ୍ୟୋର ଥିବା ନେଇ ମଧ୍ୟ ସୂଚନା ଦେଇଥିଲେ ଆଉ ଏକ ଇମୋସନାଲ ନୋଟ୍‌ ମଧ୍ୟ ଶେଆର କରିଥିଲେ।

ଦିଆ ମିର୍ଜା ୧୫ ଫେବ୍ରୁଆରୀ ୨୦୨୧ରେ ବୈଭବ ରେଖିଙ୍କ ସହ ଦ୍ୱିତୀୟ ବିବାହ କରିଥିଲେ। ବିବାହ ବେଳେ ଦିଆ ଗର୍ଭବତୀ ଥିଲେ। ଏହାପରେ ଏପ୍ରିଲ ୧ ତାରିଖରେ ଦିଆ ବେବି ବମ୍ପ ଦେଖାଇ ଏକ ଫଟୋ ଶେଆର କରି ଗର୍ଭବତୀ ଥିବା ନେଇ ଖବର ଜଣାଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story