ଦିଲିପ କହିଲେ, ଆମେ ମଣିଷ ବୋଲାଇବାକୁ ଯୋଗ୍ୟ ନୁହଁ

ମୁମ୍ବାଇ: ସାରା ଦେଶରେ ଜାରି ରହିଛି ମହାମାରୀ କରୋନାର ସଙ୍କଟ । ଏଥିଲାଗି ସମସ୍ତେ ବେଶ୍ ପ୍ରଭାବିତ ହୋଇଛନ୍ତି । କେଉଁଠି ହସ୍ପିଟାଲରେ ବେଡ୍ ଅଭାବ ତ ଆଉ କେଉଁଠି ଅକ୍ସିଜେନ୍ । ସେହିପରି ଶସ୍ତାରୁ ଶସ୍ତା ଔଷଧର କଳାବାଜାରି ମଧ୍ୟ ଚରମରେ ରହିଛି । ମହାମାରୀରେ ମୃତ୍ୟୁ ବରଣ କରୁଥିବା ଲୋକଙ୍କ ଭୟାନକ ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହାରି ଭିତରେ ବଲିଉଡର ଭେଟେରାନ ଅଭିନେତା ଦିଲିପ କୁମାରଙ୍କ ଏକ ଭିଡିଓ […]

Dillip Kumar

Dillip Kumar

Madhupriya Mistry
  • Published: Wednesday, 26 May 2021
  • Updated: 26 May 2021, 01:57 PM IST

Sports

Latest News

ମୁମ୍ବାଇ: ସାରା ଦେଶରେ ଜାରି ରହିଛି ମହାମାରୀ କରୋନାର ସଙ୍କଟ । ଏଥିଲାଗି ସମସ୍ତେ ବେଶ୍ ପ୍ରଭାବିତ ହୋଇଛନ୍ତି । କେଉଁଠି ହସ୍ପିଟାଲରେ ବେଡ୍ ଅଭାବ ତ ଆଉ କେଉଁଠି ଅକ୍ସିଜେନ୍ । ସେହିପରି ଶସ୍ତାରୁ ଶସ୍ତା ଔଷଧର କଳାବାଜାରି ମଧ୍ୟ ଚରମରେ ରହିଛି । ମହାମାରୀରେ ମୃତ୍ୟୁ ବରଣ କରୁଥିବା ଲୋକଙ୍କ ଭୟାନକ ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହାରି ଭିତରେ ବଲିଉଡର ଭେଟେରାନ ଅଭିନେତା ଦିଲିପ କୁମାରଙ୍କ ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା ଜୋରସୋରରେ ଭାଇରାଲ ହେବାରେ ଲାଗିଛି ।

ଏହି ଭିଡିଓକୁ ଭେଟେରାନ ଅଭିନେତା ଧର୍ମେନ୍ଦ୍ର ସେଆର କରିଛନ୍ତି । ଭିଡିଓରେ ଦିଲିପ କହୁଛନ୍ତି, ମହାମାରୀ ସମୟରେ ଔଷଧର କଳାବାଜାରି ହେଉଛି । ଆମ ଭିତରେ ମଣିଷ ପଣିଆ ମରିଯାଇଛି । ଆମେ ମଣିଷ ବୋଲାଇବାକୁ ଯୋଗ୍ୟ ନୁହଁ ।

ପ୍ରକୃତରେ ଏହ ଭିଡିଓଟି ହେଉଛି ଦିଲିପ କୁମାରଙ୍କ ଫିଲ୍ମ ‘ଫୁଟପାଥ’ର । ଏହି ଫିଲ୍ମର ଏକ ଡାଏଲଗରେ ଦିଲିପ କୁମାର ଏଭଳି କହିଛନ୍ତି । ଦେଶରେ ଆଜି ଯେଉଁଭଳି ପରିସ୍ଥିତି ସୃଷ୍ଟି ହୋଇଛି, ତାହା ଦିଲିପ କୁମାରଙ୍କ ଏହି ଫିଲ୍ମର ଡାଏଲଗ ସହ ପୁରାପୁରି ମେଳ ଖାଉଛି ।

ଭିଡିଓରେ ଦେଖିବାକୁ ମିଳିଛି ଯେ, ମହାମାରୀ ସମୟରେ କିଭଳି ଔଷଧର କଳାବଜାରି ହେଉଛି । ପୁଲିସ ଏହା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ବେଳେ କିଳଭି ଔଷଧ ଗୁଡିକୁ ନଷ୍ଠ କରିଦିଆଯାଉଛି । ସେହି ଶସ୍ତା ଔଷଧ ଗୁଡିକ ଅଧିକ ଦାମ୍‌ରେ ବିକ୍ରି କରାଯାଉଥିବା ନେଇ ଦିଲିପ ପୁଲିସ ଆଗରେ ବଖାଣୁଛନ୍ତି ।
ଅଭିନେତା ଧର୍ମେନ୍ଦ୍ର ଏହି ଭିଡିଓକୁ ସେଆର କରି ଲେଖିଛନ୍ତି, “୧୯୫୨ ମସିହାରେ ଯାହା ହେଉଥିଲା... ଆଜି ମଧ୍ୟ ଠିକ୍ ସେହିଭଳି କିଛି ଘଟୁଛି ।”

ଦିଲିପ କୁମାରଙ୍କ ଏହି ଭିଡିଓ ସୋଶାଲ ମିଡିଆର ଭିନ୍ନ ଭିନ୍ନ ପ୍ଲାଟଫର୍ମରେ ସେଆର କରାଯାଉଛି । ଫେସ୍‌ବୁକ ଠାରୁ ଆରମ୍ଭ ଇନ୍‌ଷ୍ଟାଗ୍ରାମ ଟୁଇଟରରେ ଜୋରସୋରରେ ଭାଇରାଲ ହେବାରେ ଲାଗିଛି ଏହି ଭିଡିିଓ । ଏହାକୁ ଏବେ ଯାଏ ୬୦ ହଜାରରୁ ବି ଅଧିକ ଲୋକ ଦେଖିସାରିଲେଣି । କେବଳ ସେତିକି ନୁହେଁ ଏହି ଭିଡିଓକୁ ନେଇ ଲୋକେ କମେଣ୍ଟ ଜରିଆରେ ନିଜ ଭାବନା ମଧ୍ୟ ପ୍ରକାଶ କରୁଛନ୍ତି ।

https://twitter.com/aapkadharam/status/1393154781263269890?s=20

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story