ଡ୍ରଗ୍ସ ମାମଲା: କୋର୍ଟର ଦ୍ୱାରସ୍ଥ ହେଲେ ଆର୍ଯ୍ୟନ୍‌

ମୁମ୍ବାଇ: ବହୁ ଚର୍ଚ୍ଚିତ ମୁମ୍ବାଇ କ୍ରୁଜ ଡ୍ରଗ୍ସ କେସ୍‌ ମାମଲାରେ କୋର୍ଟର ଦ୍ୱାରସ୍ଥ ହୋଇଛନ୍ତି ବଲିଉଡ ଅଭିନେତା ଶାହାରୁଖ ଖାନ୍‌ଙ୍କ ପୁଅ ଆର୍ଯ୍ୟନ୍‌ ଖାନ୍‌। ସେ ଏହି ମାମଲାରେ ଏନ୍‌ସିବିରୁ କ୍ଲିନ୍‌ ଚିଟ୍‌ ପାଇସାରିଛନ୍ତି। ଏବେ ସେ ଏନ୍‌ଡିପିଏସର ସ୍ୱତନ୍ତ୍ର ଅଦାଲତର ଦ୍ୱାରସ୍ଥ ହୋଇଛନ୍ତି। କୋର୍ଟରେ ନିଜର ପାସ୍‌ପୋର୍ଟ ଫେରାଇବା ପାଇଁ ଆର୍ଯ୍ୟନ୍‌ ଆବେଦନ କରିଛନ୍ତି। ଜୁଲାଇ ୩୦ ତାରିଖରେ ନିଜ ଓକିଲ ମାଧ୍ୟମରେ ଆର୍ଯ୍ୟନ୍‌ ଖାନ୍‌ ସ୍ପେଶାଲ କୋର୍ଟରେ ନିଜ ପାସପୋର୍ଟ ଫେରାଇବା ପାଇଁ ଆବେଦନ […]

aryan-khan

aryan-khan

Madhupriya Mistry
  • Published: Friday, 01 July 2022
  • Updated: 01 July 2022, 03:26 PM IST

Sports

Latest News

ମୁମ୍ବାଇ: ବହୁ ଚର୍ଚ୍ଚିତ ମୁମ୍ବାଇ କ୍ରୁଜ ଡ୍ରଗ୍ସ କେସ୍‌ ମାମଲାରେ କୋର୍ଟର ଦ୍ୱାରସ୍ଥ ହୋଇଛନ୍ତି ବଲିଉଡ ଅଭିନେତା ଶାହାରୁଖ ଖାନ୍‌ଙ୍କ ପୁଅ ଆର୍ଯ୍ୟନ୍‌ ଖାନ୍‌। ସେ ଏହି ମାମଲାରେ ଏନ୍‌ସିବିରୁ କ୍ଲିନ୍‌ ଚିଟ୍‌ ପାଇସାରିଛନ୍ତି। ଏବେ ସେ ଏନ୍‌ଡିପିଏସର ସ୍ୱତନ୍ତ୍ର ଅଦାଲତର ଦ୍ୱାରସ୍ଥ ହୋଇଛନ୍ତି। କୋର୍ଟରେ ନିଜର ପାସ୍‌ପୋର୍ଟ ଫେରାଇବା ପାଇଁ ଆର୍ଯ୍ୟନ୍‌ ଆବେଦନ କରିଛନ୍ତି।

ଜୁଲାଇ ୩୦ ତାରିଖରେ ନିଜ ଓକିଲ ମାଧ୍ୟମରେ ଆର୍ଯ୍ୟନ୍‌ ଖାନ୍‌ ସ୍ପେଶାଲ କୋର୍ଟରେ ନିଜ ପାସପୋର୍ଟ ଫେରାଇବା ପାଇଁ ଆବେଦନ କରିଥିଲେ। ଏନ୍‌ସିବିର ଚାର୍ଜସିଟ୍‌ରେ ଆଉ ତାଙ୍କ ନାଁ ନାହିଁ ତେଣୁ ତାଙ୍କ ପାସପୋର୍ଟ ଫେରାଇବା ପାଇଁ ନିଜ ଆବେଦନରେ କହିଥିଲେ ଆର୍ଯ୍ୟନ୍‌।

ବଲିଉଡର ବାଦଶାହା ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନ୍‌ ଖାନ୍‌ଙ୍କୁ ଗତ ବର୍ଷ ଡ୍ରଗ୍ସ କେସ୍‌ ମାମଲାରେ ଗିରଫ କରାଯାଇଥିଲା। ସେ କୋର୍ଟରୁ ଜାମିନରେ ମୁକୁଳିଥିଲେ। ଜାମିନର ସର୍ତ୍ତ ମୁତାବକ, ଯେପରି ସେ ମୁମ୍ବାଇ ଛାଡି ବାହାର ଦେଶକୁ ନଯିବେ ସେଥିପାଇଁ ନିଜ ପାସପୋର୍ଟ କୋର୍ଟରେ ଦାଖଲ କରିବାକୁ କୁହାଯାଇଥିଲା। କୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ସେ ନିଜ ପାସପୋର୍ଟ କୋର୍ଟରେ ଦାଖଲ କରିଥିଲେ। ପରବର୍ତ୍ତୀ ସମୟରେ ପ୍ରମାଣ ଅଭାବରୁ ଏନ୍‌ସିବିକୁ ଆର୍ଯ୍ୟନଙ୍କ ସମେତ ୫ ଜଣଙ୍କୁ ଛାଡିବାକୁ ପଡିଥିଲା। ଏବେ ସେ ନିଜ ପାର୍ସପୋର୍ଟ ଫେରାଇବା ପାଇଁ ଦାବି କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story