ମନି ଲଣ୍ଡରିଂ ମାମଲାରେ ଫସିଲେ ବଲିଉଡ ପ୍ରଡ୍ୟୁସର୍‌

ମୁମ୍ବାଇ: ମନି ଲଣ୍ଡରିଂ ମାମଲାରେ ଫସିଲେ ବଲିଉଡ ପ୍ରଡ୍ୟୁସର। ୩୧ କୋଟି ଟଙ୍କା ଠକେଇ ମାମଲାରେ ବଲିଉଡର ପ୍ରଯୋଜିକା ପ୍ରେରଣା ଅରୋରାଙ୍କ ବିରୋଧରେ ଇଡି ମାମଲା ରୁଜୁ କରିଛି। ପ୍ରେରଣାଙ୍କୁ ଆଜି ଇଡି ହାଜର ହେବାକୁ କହିଥିଲା। କିନ୍ତୁ ସେ ଆଜି ଇଡି ଅଫିରେ ହାଜର ହୋଇନଥିଲେ। ଅଫିସିଆଲ୍‌ କାମ ଯୋଗୁ ସହରରୁ ବାହାରେ ଥିବା ଦର୍ଶାଇଥିଲେ। ଏହାପରେ ଇଡି ତାଙ୍କ ନାଁରେ ମନି ଲଣ୍ଡରିଂ ମାମଲା ରୁଜୁ କରିଛି। ସୂଚନା ମୁତାବକ, ବଲିଉଡ ପ୍ରଡ୍ୟୁସର ପ୍ରେରଣା […]

prerna-arora

prerna-arora

Madhupriya Mistry
  • Published: Wednesday, 20 July 2022
  • Updated: 20 July 2022, 04:27 PM IST

ମୁମ୍ବାଇ: ମନି ଲଣ୍ଡରିଂ ମାମଲାରେ ଫସିଲେ ବଲିଉଡ ପ୍ରଡ୍ୟୁସର। ୩୧ କୋଟି ଟଙ୍କା ଠକେଇ ମାମଲାରେ ବଲିଉଡର ପ୍ରଯୋଜିକା ପ୍ରେରଣା ଅରୋରାଙ୍କ ବିରୋଧରେ ଇଡି ମାମଲା ରୁଜୁ କରିଛି।

ପ୍ରେରଣାଙ୍କୁ ଆଜି ଇଡି ହାଜର ହେବାକୁ କହିଥିଲା। କିନ୍ତୁ ସେ ଆଜି ଇଡି ଅଫିରେ ହାଜର ହୋଇନଥିଲେ। ଅଫିସିଆଲ୍‌ କାମ ଯୋଗୁ ସହରରୁ ବାହାରେ ଥିବା ଦର୍ଶାଇଥିଲେ। ଏହାପରେ ଇଡି ତାଙ୍କ ନାଁରେ ମନି ଲଣ୍ଡରିଂ ମାମଲା ରୁଜୁ କରିଛି।

ସୂଚନା ମୁତାବକ, ବଲିଉଡ ପ୍ରଡ୍ୟୁସର ପ୍ରେରଣା KriArj ଏଣ୍ଟରଟେନ୍‌ମେଣ୍ଟ ପ୍ରଡକ୍ସନ ହାଉସ ଚଳାନ୍ତି। ୨୦୧୬ରୁ ୨୦୧୮ ବେଳେ KriArj ଏଣ୍ଟରଟେନ୍‌ମେଣ୍ଟର ସହ-ସଂସ୍ଥାପକ ଅର୍ଜୁନ ଏନ୍‌ କପୁର ଓ ପ୍ରତିମା ଅରୋରାଙ୍କ ସହ ମିଶି ପ୍ରେରଣା ଫିଲ୍ମ 'କେଦାରନାଥ' ଓ 'ପ୍ୟାଡମ୍ୟାନ୍‌' ପ୍ରଡ୍ୟୁସ କରିବା ପାଇଁ ନିଜ ମା'ଙ୍କ ନାଁରେ ୩୧ କୋଟି ଟଙ୍କା ଲୋନ ନେଇଥିଲେ।

ବକ୍ସ ଅଫିସରେ ଏହି ଦୁଇଟି ଫିଲ୍ମକୁ ଜବରଦସ୍ତ ସଫଳତା ମିଳିଥିଲା। କିନ୍ତୁ ପ୍ରେରଣା ମିଛ କହି ଫିଲ୍ମ 'କେଦାରନାଥ' ପାଇଁ ଟଙ୍କା ଉଧାର ନେଇଥିଲେ। ସେହିପରି ପାଲି ହିଲ୍‌ରେ ଜାଗା କିଣିବା ପାଇଁ ବାସୁ ଭଗନାନୀଙ୍କ ଠାରୁ ପ୍ରେରଣା ୯ କୋଟି ଟଙ୍କା ଲୋନ୍‌ ଆକାରରେ ଆଣିଥିଲେ। ଯେତେବେଳେ ବାସୁ ଭଗନାନୀ ତାଙ୍କୁ ଟଙ୍କା ମଗିଥିଲେ ସେ ଆଉ ଧରାଛୁଆଁ ଦେଇନଥିଲେ। ଏହାପରେ ଭଗନାନୀଙ୍କ ମ୍ୟାନେଜର ଅନ୍ୟ ଦୁଇ କମ୍ପାନୀ ସହ ମିଶି ଜୁଲାଇ ୨୦୧୮ରେ ପ୍ରେରଣାଙ୍କ ବିରୋଧରେ ମୁମ୍ବାଇ ପୁଲିସ ଇଓଡବ୍ଲ୍ୟୁରେ ମାମଲା ରୁଜୁ କରିଥିଲେ।

ଏହାପରେ ୨୦୧୮ରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତାଙ୍କୁ ଗିରଫ ମଧ୍ୟ କରିଥିଲା। ୩୧ କୋଟି ଟଙ୍କା ଠକେଇ ମାମଲାରେ ୨୦୧୯ରେ ପ୍ରରଣାଙ୍କ ବିରୋଧରେ ଇଡି ୧୭୬ ପୃଷ୍ଠା ବିଶିଷ୍ଟ ଚାର୍ଜସିଟ୍‌ ମଧ୍ୟ ଦାଖଲ କରିଥିଲା। ପରେ ପ୍ରେରଣା ଜାମିନରେ ମୁକୁଳି ଥିଲେ। ଏହି ମାମଲା ଆଜି ତାଙ୍କୁ ହାଜର ହେବାକୁ କୁହାଯାଇଥିଲା।

ପ୍ରେରଣାଙ୍କ ପ୍ରଡକ୍ସନ ହାଉସରେ ବଲିଉଡରେ ଅନେକ ହିଟ୍‌ ଫିଲ୍ମ ତଆରି ହୋଇଛି। 'ରୁସ୍ତମ', 'ଟଏଲେଟ-ଏକ ପ୍ରେମ କଥା', 'ପ୍ୟାଡମ୍ୟାନ୍‌' ଭଳି ଫିଲ୍ମ ପ୍ରଡକ୍ସନ କରିଛନ୍ତି ପ୍ରେରଣା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story