Advertisment

ବଲିଉଡ ସିଙ୍ଗର୍‌ ସାନ୍‌ଙ୍କ ଘରେ ଲାଗିଲା ନିଆଁ

ଯେଉଁ ସମୟରେ ବିଲ୍ଡିଂରେ ନିଆଁ ଲାଗିଥିଲା ସେତେବେଳେ ବଲିଉଡ ସିଙ୍ଗର୍‌ ସାନ୍‌ ଘରେ ଥିଲେ।

FireBreak Out In Shaan Building

FireBreak Out In Shaan Building

Advertisment

ବଲିଉଡର ଜଣାଶୁଣା ସିଙ୍ଗର୍ ସାନ୍‌ଙ୍କ ଘରେ ଲାଗିଲା ନିଆଁ । ବିଳମ୍ବିତ ରାତିରେ ତାଙ୍କ ଘରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଏହାପରେ ତୁରନ୍ତ ଅଗ୍ନିଶମ ବାହିନୀକୁ ତୁରନ୍ତ ଫୋନ୍‌ କରାଯାଇଥିଲା। ବହୁ ପରିଶ୍ରମ ପରେ ନିଆଁକୁ ଆୟତ୍ତ କରାଯାଇଛି।

Advertisment

ତେବେ ସୌଭାଗ୍ୟ ବଶତଃ ଅଗ୍ନିକାଣ୍ଡରେ କେହି ମୃତାହତ ହୋଇନାହାନ୍ତି। ବିଲ୍ଡିଂରେ ଯେଉଁ ସମୟରେ ନିଆଁ ଲାଗିଥିଲା ସେତେବେଳେ ସିଙ୍ଗର୍‌ ସାନ୍‌ ଘରେ ଉପସ୍ଥିତ ଥିଲେ।

Advertisment

Bollywood Singer Shaan
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe