'ଗ୍ୟାଙ୍ଗସ୍‌ ଅଫ୍‌ ୱାସେପୁର୍‌' ଅଭିନେତାଙ୍କ ବିରୋଧରେ ଏଫ୍‌ଆଇଆର୍‌

ମୁମ୍ବାଇ: ଅଡୁଆରେ ଅଭିନେତା। ସୁପରହିଟ୍‌ ଫିଲ୍ମ ‘ଗ୍ୟାଙ୍ଗସ୍‌ ଅଫ୍‌ ୱାସେପୁର’ ଅଭିନେତା ତଥା ସ୍କ୍ରିନ୍‌ ରାଇଟର୍‌ ଜିସାନ୍‌ କାଦରୀଙ୍କ ବିରୋଧରେ ରୁଜୁ ହେଲା ଏଫ୍‌ଆଇଆର୍‌। ମୁମ୍ବାଇର ମଲାଡ ପୁଲିସ ଷ୍ଟେସନରେ ତାଙ୍କ ନାଁରେ ଠକେଇ ଓ ଚୋରି ଅଭିଯୋଗରେ ମାମଲା ରୁଜୁ ହୋଇଛି। ସୂଚନା ମୁତାବକ, ଜିସାନ କାଦରୀଙ୍କ ଉପରେ ଫିଲ୍ମ ଫାଇନେନ୍ସର୍‌ ଓ ପ୍ରଡ୍ୟୁସର୍‌ ଶାଲିନୀ ଚୌଧୁରୀ ଠକେଇ ଅଭିଯୋଗ ଆଣିଛନ୍ତି। ୨୬ ଲକ୍ଷ ଟଙ୍କାର ଠକେଇ ସହ ତାଙ୍କର ଏକ ଅଡି କାର୍‌ ଚୋରି […]

zeishan-quadri

zeishan-quadri

Madhupriya Mistry
  • Published: Thursday, 25 August 2022
  • Updated: 25 August 2022, 11:56 AM IST

ମୁମ୍ବାଇ: ଅଡୁଆରେ ଅଭିନେତା। ସୁପରହିଟ୍‌ ଫିଲ୍ମ 'ଗ୍ୟାଙ୍ଗସ୍‌ ଅଫ୍‌ ୱାସେପୁର' ଅଭିନେତା ତଥା ସ୍କ୍ରିନ୍‌ ରାଇଟର୍‌ ଜିସାନ୍‌ କାଦରୀଙ୍କ ବିରୋଧରେ ରୁଜୁ ହେଲା ଏଫ୍‌ଆଇଆର୍‌। ମୁମ୍ବାଇର ମଲାଡ ପୁଲିସ ଷ୍ଟେସନରେ ତାଙ୍କ ନାଁରେ ଠକେଇ ଓ ଚୋରି ଅଭିଯୋଗରେ ମାମଲା ରୁଜୁ ହୋଇଛି।

ସୂଚନା ମୁତାବକ, ଜିସାନ କାଦରୀଙ୍କ ଉପରେ ଫିଲ୍ମ ଫାଇନେନ୍ସର୍‌ ଓ ପ୍ରଡ୍ୟୁସର୍‌ ଶାଲିନୀ ଚୌଧୁରୀ ଠକେଇ ଅଭିଯୋଗ ଆଣିଛନ୍ତି। ୨୬ ଲକ୍ଷ ଟଙ୍କାର ଠକେଇ ସହ ତାଙ୍କର ଏକ ଅଡି କାର୍‌ ଚୋରି କରିବା ଅଭିଯୋଗ ହୋଇଛି।

ଶାଲିନୀ ଚୌଧୁରୀଙ୍କ କହିବା ମୁତାବକ, ସେ ନିଜର ଦୁଇ ଛୁଆଙ୍କ ସହ ମଲାଡରେ ରୁହନ୍ତି। ତାଙ୍କର 'ଶାଲିନୀ ଚୌଧୁରୀ ଫିଲ୍ମ' ନାଁରେ ଏକ କମ୍ପାନୀ ଅଛି। ୨୦୧୭ରେ ଜିସାନ କାଦରୀଙ୍କ ସହ ସେ ଭେଟିଥିଲେ। ତାଙ୍କୁ ସେତେବେଳେ ସୋନି ଏଣ୍ଟରଟେନ୍‌ମେଣ୍ଟର ଶୋ' କ୍ରାଇମ୍‌ ପେଟ୍ରୋଲ ପାଇଁ ଫାଇନାନ୍ସର୍‌ର ଆବଶ୍ୟକତା ଥିଲା। ତାଙ୍କର ଏକ କମ୍ପାନୀ 'Friday to Friday'ରେ ତାଙ୍କ ପତ୍ନୀ ତଥା ବନ୍ଧୁ ପ୍ରିୟଙ୍କା ବସ୍ସି ମଧ୍ୟ ସହଭାଗୀ ଥିଲେ। ଆମେ ସମସ୍ତେ ମିଶି କ୍ରାଇମ ପେଟ୍ରୋଲ ଶୋ' କରିଥିଲୁ। ଏଥିସହ ତାଙ୍କ କମ୍ପାନୀ ପାଇଁ ଫିଲ୍ମ ମଧ୍ୟ ତିଆରି କରୁଥିଲୁ। ଏଥିଲାଗି ଜିସାନଙ୍କ ଉପରେ ମୋର ବିଶ୍ୱାସ ଥିଲା ବୋଲି ସେ କହିଛନ୍ତି।

ଶାଲିନୀଙ୍କ ଅଭିଯୋଗ ମୁତାବକ, 'ଜିସାନ ଓ ତାଙ୍କ ପତ୍ନୀ ପ୍ରିୟଙ୍କା ସୋନି ଟିଭିର ଏକ କମେଡି ଶୋ'ରେ ତାଙ୍କୁ ମଧ୍ୟ ପାର୍ଟନର କରିବା ପାଇଁ କହିଥିଲେ। ତେବେ ଏହି ଶୋ' ପାଇଁ କାମ କରିବା ଲାଗି ତାଙ୍କ ପାଖରେ କାର୍‌ ନଥିବା ଜିସାନ କହିଥିଲେ। କାମ ପାଇଁ ତାଙ୍କୁ ଗୋଟିଏ ଭଲ କାର୍‌ ଦରକାର ଥିଲା। ଏହାପରେ ଜିସାନ ଓ ତାଙ୍କ ପତ୍ନୀ ମିଶି ମୋ ଠାରୁ ମୋର Audi-A-6 କାର୍‌ ନେଇଥିଲେ। କିନ୍ତୁ କିଛି ଦିନ ପରେ ଜିସାନ ଆଉ କାର୍‌ ଫେରାଇ ନଥିଲେ। ଫୋନ୍‌ କଲ୍‌ ଉଠାଇବା ବି ବନ୍ଦ କରିଦେଇଥିଲେ।'

ଏହା ପ୍ରଥମ ଘଟଣା ନୁହେଁ। ଜିସାନଙ୍କ ବିରୋଧରେ ଏହା ପୂର୍ବରୁ ମଧ୍ୟ ମାମଲା ରୁଜୁ ହୋଇସାରିଛି। ୨୦୨୦ରେ ମୁମ୍ବାଇର ଆମ୍ବୋଲି ପୁଲିସ ଷ୍ଟେସନରେ ଜିସାନଙ୍କ ବିରୋଧରେ ଧାରା ୪୨୦ ଅଧୀନରେ ଠକେଇ ମାମଲା ରୁଜୁ ହୋଇଥିଲା। କାଦରୀଙ୍କ ଉପରେ ଫିଲ୍ମ ଫାଇନାନ୍ସର୍ ତଥା ନିର୍ମାତା ଜତିନ୍ ସେଠୀ ୧.୫ କୋଟି ଟଙ୍କା ଠକେଇ କରିଥିବା ଅଭିଯୋଗ ଆଣିଥିଲେ।

ଅନୁରାଗ କଶ୍ୟପଙ୍କ ନିର୍ଦ୍ଦେଶନାରେ ତିଆରି ଫିଲ୍ମ 'ଗ୍ୟାଙ୍ଗସ୍‌ ଅଫ୍‌ ୱାସେପୁର'ରେ କାମ କରିଥିଲେ ଜିସାନ କାଦରୀ। ଏହି ଫିଲ୍ମରେ ଡେଫିନିଟ୍‌ର ଚରିତ୍ରରେ ସେ ଅଭିନୟ କରିଥିଲେ। ଏହି ଫିଲ୍ମରୁ ହିଁ ତାଙ୍କୁ ବଲିଉଡରେ ମିଳିଥିଲା ପରିଚୟ। ହସଂଲ ମେହେତାଙ୍କ ଫିଲ୍ମ 'ଛଲାଙ୍ଗ'ରେ ମଧ୍ୟ ଜିସାନ ନଜର ଆସିଥିଲେ। ଏହାବ୍ୟତୀତ 'ରିଭଲବର ରାଣୀ', 'ହୋଟେଲ ମିଲନ' ଭଳି ଫିଲ୍ମରେ ମଧ୍ୟ ସେ କାମ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story