ବିବାହ ପରେ ବି ପତ୍ନୀ ସୁନୀତାଙ୍କୁ ନେଇ ସିରିଅସ୍‌ ନଥିଲେ ଗୋବିନ୍ଦା

ମୁମ୍ବାଇ: ବଲିଉଡର ବର୍ଷିଆନ୍‌ ଅଭିନେତା ଗୋବିନ୍ଦା ଏବଂ ତାଙ୍କ ପତ୍ନୀ ସୁନିତା। ଗତ କିଛି ଦିନ ହେବ ଦୁହେଁ ଚର୍ଚ୍ଚାରେ ରହିଛନ୍ତି। କମେଡିଆନ୍‌ କୃଷ୍ଣା ଅଭିଷେକ ଏବଂ ଗୋବିନ୍ଦାଙ୍କ ମଧ୍ୟରେ ବିବାଦ ଲାଗି ରହିଛି। ନିକଟରେ ଏହାକୁ ନେଇ ଗୋବିନ୍ଦା ଏବଂ ତାଙ୍କ ପତ୍ନୀ ଏକ ମନ୍ତବ୍ୟ ଦେଇଥିଲେ। ତାକୁ ନେଇ ବି-ଟାଉନରେ ଚର୍ଚ୍ଚା ଲାଗିରହିଛି। ଏହାରି ଭିତରେ ଖୋଦ୍‌ ଗୋବିନ୍ଦା ନିଜ ପତ୍ନୀ ସୁନୀତାଙ୍କୁ ନେଇ ଏକ ବଡ଼ ଖୁଲାସା କରିଛନ୍ତି। ନିକଟରେ ଷ୍ଟାରଡଷ୍ଟ ମାଗାଜିନ୍‌କୁ […]

Govinda

Govinda

Madhupriya Mistry
  • Published: Monday, 13 September 2021
  • Updated: 13 September 2021, 06:04 PM IST

Sports

Latest News

ମୁମ୍ବାଇ: ବଲିଉଡର ବର୍ଷିଆନ୍‌ ଅଭିନେତା ଗୋବିନ୍ଦା ଏବଂ ତାଙ୍କ ପତ୍ନୀ ସୁନିତା। ଗତ କିଛି ଦିନ ହେବ ଦୁହେଁ ଚର୍ଚ୍ଚାରେ ରହିଛନ୍ତି। କମେଡିଆନ୍‌ କୃଷ୍ଣା ଅଭିଷେକ ଏବଂ ଗୋବିନ୍ଦାଙ୍କ ମଧ୍ୟରେ ବିବାଦ ଲାଗି ରହିଛି। ନିକଟରେ ଏହାକୁ ନେଇ ଗୋବିନ୍ଦା ଏବଂ ତାଙ୍କ ପତ୍ନୀ ଏକ ମନ୍ତବ୍ୟ ଦେଇଥିଲେ। ତାକୁ ନେଇ ବି-ଟାଉନରେ ଚର୍ଚ୍ଚା ଲାଗିରହିଛି। ଏହାରି ଭିତରେ ଖୋଦ୍‌ ଗୋବିନ୍ଦା ନିଜ ପତ୍ନୀ ସୁନୀତାଙ୍କୁ ନେଇ ଏକ ବଡ଼ ଖୁଲାସା କରିଛନ୍ତି।

ନିକଟରେ ଷ୍ଟାରଡଷ୍ଟ ମାଗାଜିନ୍‌କୁ ଦେଇଥିବା ଏକ ଇଣ୍ଟରଭ୍ୟୁରେ ସେ କହିଛନ୍ତି, ସୁନୀତାଙ୍କ ସହ ସିରିଅସ୍‌ ରିଲେସନ୍‌ସିପ୍‌ ସ୍ଥାପନ କରିବା ମୋର କୌଣସି ଉଦ୍ଦେଶ୍ୟ ନଥିଲା। ମୁଁ କେବଳ ଏକ ଝିଅ ଖୋଜୁଥିଲି ଯିଏ ମୋ ସହିତ ରହିପାରିବେ। ସେତେବେଳେ ମୁଁ ଅନେକ ଫିଲ୍ମ ସାଇନ୍‌ କରିଥିଲି। ଦିନେ ମୋ ଭାଇ କିର୍ତ୍ତୀ ସୁଟିଂ ସେଟରେ ମୋତେ ଭେଟିବାକୁ ଆସିଥିଲେ। ମୋତେ ଏକ ରୋମାଣ୍ଟିକ୍ ସିନ୍‌ କରିବା ପାଇଁ କୁହାଯାଇଥିଲା, କିନ୍ତୁ ମୁଁ ତାହା କରି ପାରିଲି ନାହିଁ। ମୁଁ ବହୁତ ଅସହଜ ଅନୁଭବ କରୁଥିଲି ଏବଂ ଜଣେ ଝିଅର ହାତ ଧରିବା ବେଳେ ମୋତେ ମୁଁ ବହୁତ ଅଜବ ଅନୁଭବ ହେଉଥିଲି।'

ଗୋବିନ୍ଦା ଆହୁରି କହିଛନ୍ତି, 'ତୁ କାହିଁକି ଅଫେଆର କରୁନୁ? ଏଥିରୁ ତତେ ରୋମାନ୍ସର ଅନୁଭୂତି ମିଳିବ ବୋଲି ମୋ ଭାଇ ମୋତେ କହିଥିଲେ। ସେହି ସମୟରେ ମୁଁ ସୁନୀତାଙ୍କୁ ଭେଟିଥିଲି। ସେତେବେଳେ ସୁନୀତାଙ୍କ ସହ ମୋର ସମ୍ପର୍କ କେବଳ ଏକ ସୁଚିନ୍ତିତ ପ୍ଲାନିଂ ଥିଲା ଏବଂ ଏଥିପାଇଁ ମୋତେ ଭାରି ମୂଲ୍ୟ ଦେବାକୁ ପଡିଥିଲା। ଖୁବ୍‌ ଶୀଘ୍ର ତାହା ମୋତେ ଅନୁଭବ ହୋଇଯାଇଥିଲା। ଏହା ପରେ ମୁଁ ସୁନୀତାଙ୍କୁ ଏକ ପ୍ରତିଶ୍ରୁତି ଦେଇଥିଲି ଯେ, ମୁଁ ବେଶ୍‌ ଇମ୍ପଲ୍ସିଭ୍।'

ଅଭିନେତ୍ରୀ ନୀଲମଙ୍କ ସହ ଗୋବିନ୍ଦାଙ୍କ ସମ୍ପର୍କ ହେତୁ ସୁନୀତା ଏବଂ ତାଙ୍କ ସମ୍ପର୍କ ବେଶ୍‌ ପ୍ରଭାବିତ ହୋଇଥିଲା। ଏହା ବିଷୟରେ ଗୋବିନ୍ଦା କହିଥିଲେ, 'ମୁଁ କେବେ ଭାବି ନ ଥିଲି ଯେ ଜଣେ ଯୁବତୀ (ନୀଲମ୍),  ନାମ ଏବଂ ଖ୍ୟାତି ଅର୍ଜନ କରିବା ପରେ ବି ଏତେ ଡାଉନ୍‌ ଟୁ ଆର୍ଥ ଥିବ। ମୁଁ ମୋ ପରିବାର ଏବଂ ସାଙ୍ଗମାନଙ୍କ ସାମ୍ନାରେ ନୀଲମଙ୍କ ପ୍ରଶଂସା କରିବାକୁ ନିଜକୁ ଅଟକାଇ ପାରୁ ନଥିଲି। ମୁଁ ପ୍ରାୟତଃ ସୁନୀତାଙ୍କୁ ନିଜକୁ ପରିବର୍ତ୍ତନ କରିବାକୁ ଏବଂ ନୀଲମ ଭଳି ହେବାକୁ କହିଥିଲି। ଏହା ଶୁଣି ସୁନୀତା ରାଗି ଯାଉଥିଲେ। ସେ ମୋତେ କହୁଥିଲେ - ତୁମେ ମୋତେ ଭଲ ପାଉଛ। ମୋତେ ପରିବର୍ତ୍ତନ କରିବାକୁ ଚେଷ୍ଟା କର ନାହିଁ। କିନ୍ତୁ ମୁଁ କ’ଣ କରିବି ତାହା ଜାଣି ପାରୁନଥିଲି। ବହୁତ ଦ୍ୱନ୍ଦ୍ୱରେ ପଡିଥିଲି।'

ଉଲ୍ଲେଖ ଯୋଗ୍ୟ ଯେ, ଗୋବିନ୍ଦା ପ୍ରଥମେ ସୁନୀତାଙ୍କ ସହ ନିର୍ବନ୍ଧ କରିଥିଲେ। କିନ୍ତୁ ପରେ ତାଙ୍କ ନିର୍ବନ୍ଧ ଭାଙ୍ଗି ଯାଇଥିଲା। ପୁଣି କିଛି ଦିନ ରାଗ ଶାନ୍ତ ହେବା ପରେ ଦୁହେଁ ବିବାହ କରି ନେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story