ଶେହନାଜଙ୍କ ବାପାଙ୍କୁ ହତ୍ୟା ଧମକ: 'ଦୀପାବଳି ପୂର୍ବରୁ ଘରେ ପଶି ମାରିବୁ'

ଚଣ୍ଡିଗଡ: ବିଗ୍‌ ବସ୍‌ ଫେମ୍‌ ଅଭିନେତ୍ରୀ ତଥା ପଞ୍ଜାବୀ ଗାୟିକା ଶେହନାଜ ଗିଲ୍‌ଙ୍କ ବାପାଙ୍କୁ ହତ୍ୟା ଧମକ। ଏକ ବିଦେଶୀ ନମ୍ବରରୁ ଆସିଥିବା ଫୋନ୍‌ କଲରେ କେହି ଜଣେ ସନ୍ତୋକ ସିଂହଙ୍କୁ ଜୀବନରେ ମାରିଦେବାକୁ ଧମକ ଦେଇଥିବା ଜଣାପଡିଛି । ବ୍ୟାସରୁ ତରାନ୍ତରନ୍ ଯିବା ବାଟରେ ଶେହାନାଜଙ୍କ ବାପା ସନ୍ତୋଖ ସିଂହଙ୍କୁ ଫୋନ କରି ଏପରି ଧମକ ଦିଆଯାଇଛି। ପ୍ରଥମେ ଫୋନରେ ସନ୍ତୋକ ସିଂହକୁ ଦୁର୍ବୃତ୍ତ ଅସଭ୍ୟ ଗାଳିଗୁଜଲ କରିଥିଲା। ଏହା ପରେ ଦୁଇ ଯୁବକ ‘ଦୀପାବଳି […]

shehnaaz-gill and his father

shehnaaz-gill and his father

Madhupriya Mistry
  • Published: Saturday, 08 October 2022
  • Updated: 08 October 2022, 02:19 PM IST

Sports

Latest News

ଚଣ୍ଡିଗଡ: ବିଗ୍‌ ବସ୍‌ ଫେମ୍‌ ଅଭିନେତ୍ରୀ ତଥା ପଞ୍ଜାବୀ ଗାୟିକା ଶେହନାଜ ଗିଲ୍‌ଙ୍କ ବାପାଙ୍କୁ ହତ୍ୟା ଧମକ। ଏକ ବିଦେଶୀ ନମ୍ବରରୁ ଆସିଥିବା ଫୋନ୍‌ କଲରେ କେହି ଜଣେ ସନ୍ତୋକ ସିଂହଙ୍କୁ ଜୀବନରେ ମାରିଦେବାକୁ ଧମକ ଦେଇଥିବା ଜଣାପଡିଛି । ବ୍ୟାସରୁ ତରାନ୍ତରନ୍ ଯିବା ବାଟରେ ଶେହାନାଜଙ୍କ ବାପା ସନ୍ତୋଖ ସିଂହଙ୍କୁ ଫୋନ କରି ଏପରି ଧମକ ଦିଆଯାଇଛି।

ପ୍ରଥମେ ଫୋନରେ ସନ୍ତୋକ ସିଂହକୁ ଦୁର୍ବୃତ୍ତ ଅସଭ୍ୟ ଗାଳିଗୁଜଲ କରିଥିଲା। ଏହା ପରେ ଦୁଇ ଯୁବକ 'ଦୀପାବଳି ପୂର୍ବରୁ ତୁମ ଘରେ ପଶି ତୁମକୁ ମାରିଦେବୁ' ବୋଲି ହତ୍ୟା ଧମକ ଦେଇଥିଲେ। ଏହାକୁ ନେଇ ପୁଲିସ ମାମଲା ଦାଏର ହୋଇଛି।

ଶେହନାଜ ଗିଲଙ୍କ ବାପା ସାନ୍ତୋକ ସିଂହ ପ୍ରଥମ ଥର ପାଇଁ ଏଭଳି ଧମକ ପାଇନାହାଁନ୍ତି। ଏହାପୂର୍ବରୁ ମଧ୍ୟ ସନ୍ତୋକ ସିଂହଙ୍କୁ ହତ୍ୟା କରିବାକୁ ଚେଷ୍ଟା କରାଯାଇଥିଲା। ୨୦୨୧ ସନ୍ତୋକ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଥିଲେ। ଡିସେମ୍ବର ୨୫ ତାରିଖରେ ଏକ ଇଭେଣ୍ଟରେ ଯୋଗ ଦେବବାକୁ ଅମୃତସର ଯାଉଥିବାବେଳେ ତାଙ୍କ କାର ଉପରକୁ ବାଇକରେ ଆସି କିଛି ଯୁବକ ଗୁଳିମାଡ କରିଥିଲେ। ହେଲେ ତାଙ୍କ ଅଙ୍ଗରକ୍ଷୀ ତାଙ୍କୁ ବଞ୍ଚାଇ ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story