ବିକ୍ରି ହେଲା ବିଆର୍‌ ଚୋପ୍ରାଙ୍କ ବଙ୍ଗଳା

ମୁମ୍ବାଇ: ବିକ୍ରି ହେଲା ବଲିଉଡର ଫେମସ ଫିଲ୍ମ ମେକର୍‌ ବିଆର୍‌ ଚୋପ୍ରାଙ୍କ ବଙ୍ଗଳା। ତାଙ୍କ ପୌତୃକ ଘରକୁ ନିକଟରେ ୧୮୩ କୋଟି ଟଙ୍କାରେ ବିକ୍ରି କରାଯାଇଛି। ୨୫ ହଜାର ବର୍ଗ ଫୁଟର ଏହି ଘରଟି ମୁମ୍ବାଇର ଜୁହୁ ଅଞ୍ଚଳରେ ପ୍ରାୟ ଏକ ଏକର ଜମିରେ ରହିଛି। ଜଣେ ପପୁଲାର ରିଅଲ୍‌ଇଷ୍ଟେଟ୍‌ ଡେଭଲପର୍‌ ଏହି ବଙ୍ଗଳାଟିକୁ ବିଆର୍‌ ଚୋପ୍ରାଙ୍କ ବୋହୂ ତଥା ରବି ଚୋପ୍ରାଙ୍କ ପତ୍ନୀ ରେନୁ ରବି ଚୋପ୍ରାଙ୍କ ଠାରୁ କିଣିଛନ୍ତି। ରିପୋର୍ଟ ମୁତାବକ, ରିଅଲ୍‌ଇଷ୍ଟେଟ୍‌ ଡେଭଲପର୍‌ […]

br-chopra-bungalow

br-chopra-bungalow

Madhupriya Mistry
  • Published: Thursday, 16 June 2022
  • Updated: 16 June 2022, 06:34 PM IST

Sports

Latest News

ମୁମ୍ବାଇ: ବିକ୍ରି ହେଲା ବଲିଉଡର ଫେମସ ଫିଲ୍ମ ମେକର୍‌ ବିଆର୍‌ ଚୋପ୍ରାଙ୍କ ବଙ୍ଗଳା। ତାଙ୍କ ପୌତୃକ ଘରକୁ ନିକଟରେ ୧୮୩ କୋଟି ଟଙ୍କାରେ ବିକ୍ରି କରାଯାଇଛି। ୨୫ ହଜାର ବର୍ଗ ଫୁଟର ଏହି ଘରଟି ମୁମ୍ବାଇର ଜୁହୁ ଅଞ୍ଚଳରେ ପ୍ରାୟ ଏକ ଏକର ଜମିରେ ରହିଛି।

ଜଣେ ପପୁଲାର ରିଅଲ୍‌ଇଷ୍ଟେଟ୍‌ ଡେଭଲପର୍‌ ଏହି ବଙ୍ଗଳାଟିକୁ ବିଆର୍‌ ଚୋପ୍ରାଙ୍କ ବୋହୂ ତଥା ରବି ଚୋପ୍ରାଙ୍କ ପତ୍ନୀ ରେନୁ ରବି ଚୋପ୍ରାଙ୍କ ଠାରୁ କିଣିଛନ୍ତି। ରିପୋର୍ଟ ମୁତାବକ, ରିଅଲ୍‌ଇଷ୍ଟେଟ୍‌ ଡେଭଲପର୍‌ ଏହି ସ୍ଥାନରେ ପ୍ରିମିୟମ ରେସିଡେନ୍‌ସିଆଲ୍‌ ପ୍ରୋଜେକ୍ଟ ତିଆରି କରିବାକୁ ପ୍ଲାନିଂ କରିଛନ୍ତି।

ଉଲ୍ଲେଖ ଯୋଗ୍ୟ, ଫେମସ୍‌ ଫିଲ୍ମ ମେକର ବିଆର୍‌ ଚୋପ୍ରା ନିଜର ଅନେକ ଗୁଡିଏ ବ୍ୟବସାୟ ଏହି ବଙ୍ଗଳାରୁ ହିଁ ଆରମ୍ଭ କରିଥିଲେ। ଏହି ବଙ୍ଗଳାରେ ହିଁ ସେ ୨୦୦୮ରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ବିଆର୍‌ ଚୋପ୍ରାଙ୍କ ଅନ୍ତିମ ସମୟରେ ତାଙ୍କର ଅନେକ ଗୁଡିଏ ଫିଲ୍ମ ଫ୍ଲପ୍‌ ହୋଇଥିଲା। ଏଥିଯୋଗୁ ତାଙ୍କ ପ୍ରଡକ୍ସନ ହାଉସ ଅନେକ କ୍ଷତି ସହିଥିଲା। ୨୦୧୩ରେ ବିଆର୍‌ ଚୋପ୍ରାଙ୍କ ପୁଅ ଅନେକଗୁଡିଏ ଋଣ ସୁଝିବା ପରେ ଉକ୍ତ ବଙ୍ଗଳାକୁ ପୁଣିଥର ହାସଲ କରିଥିଲେ।

ବିଆର୍‌ ଚୋପ୍ରା ବକ୍ସ ଅଫିସକୁ ଅନେକ ହିଟ୍‌ ଫିଲ୍ମ ଦେଇଛନ୍ତି। 'ବକ୍ତ', 'ନୟା ଦୌର', ' ଦ ବର୍ଣ୍ଣିଂ ଟ୍ରେନ୍‌', ' ନିକାହା' ବ୍ୟତୀତ ଆହୁରି ଅନେକ ହିଟ୍‌ ଫିଲ୍ମ ପାଇଁ ସେ ବଲିଉଡରେ ପ୍ରସିଦ୍ଧ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story