ବିଦେଶ ଯିବାକୁ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ୍‌ଙ୍କୁ କୋର୍ଟଙ୍କ ଅନୁମତି

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ଭାରତୀୟ ଚଳଚ୍ଚିତ୍ର ଏକାଡେମୀ (ଆଇଆଇଏଫଏ) ପୁରସ୍କାର କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ବିଦେଶ ଯାଇପାରିବେ ବଲିଉଡ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ୍‌। ଏନେଇ କୋର୍ଟ ଅନୁମତି ଦେଇଛନ୍ତି। ଜ୍ୟାକଲିନ ମେ’ ୩୧ରୁ ରୁ ଜୁନ୍ ୬ମଧ୍ୟରେ ଆବୁଧାବି ଯାତ୍ରା କରିପାରିବେ। କନମ୍ୟାନ ସୁକେଶ ଚନ୍ଦ୍ରଶେଖରଙ୍କ ସହ ଜଡିତ ୨୦୦କୋଟି ଟଙ୍କା ବେଆଇନ କାରବାର ମାମଲାରେ ଜ୍ୟାକଲିନ ସମ୍ପୃକ୍ତ ଥିବା ଅଭିଯୋଗରେ  ଇଡି ପକ୍ଷରୁ ତଦନ୍ତ କରାଯାଉଛି। ଫଳରେ ତାଙ୍କୁ  ଭାରତ ଛାଡିବାକୁ ବାରଣ କରାଯାଇଥିଲା। ତେବେ […]

jacqueline-fernandez

jacqueline-fernandez

Tapas Behera
  • Published: Saturday, 28 May 2022
  • Updated: 29 May 2022, 07:25 AM IST

Sports

Latest News

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ଭାରତୀୟ ଚଳଚ୍ଚିତ୍ର ଏକାଡେମୀ (ଆଇଆଇଏଫଏ) ପୁରସ୍କାର କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ବିଦେଶ ଯାଇପାରିବେ ବଲିଉଡ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ୍‌। ଏନେଇ କୋର୍ଟ ଅନୁମତି ଦେଇଛନ୍ତି। ଜ୍ୟାକଲିନ ମେ’ ୩୧ରୁ ରୁ ଜୁନ୍ ୬ମଧ୍ୟରେ ଆବୁଧାବି ଯାତ୍ରା କରିପାରିବେ। କନମ୍ୟାନ ସୁକେଶ ଚନ୍ଦ୍ରଶେଖରଙ୍କ ସହ ଜଡିତ ୨୦୦କୋଟି ଟଙ୍କା ବେଆଇନ କାରବାର ମାମଲାରେ ଜ୍ୟାକଲିନ ସମ୍ପୃକ୍ତ ଥିବା ଅଭିଯୋଗରେ  ଇଡି ପକ୍ଷରୁ ତଦନ୍ତ କରାଯାଉଛି। ଫଳରେ ତାଙ୍କୁ  ଭାରତ ଛାଡିବାକୁ ବାରଣ କରାଯାଇଥିଲା।

ତେବେ ଜ୍ୟାକଲିନ ଆବୁଧାବିରେ ଥିବାବେଳେ ସେ ଯେଉଁ ହୋଟେଲରେ ରହିବେ ସେ ସମ୍ବନ୍ଧରେ ସବିଶେଷ ତଥ୍ୟ ଦାଖଲ କରିଛନ୍ତି।  ଶନିବାର ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ବିରୋଧରେ ଲୁକ ଆଉଟ ସର୍କୁଲାରକୁ କୋର୍ଟ ବାତିଲ କରିଦେଇଛନ୍ତି। ତାଙ୍କୁ ମେ ୩୧ ରୁ ଜୁନ୍ ୬ ପର୍ଯ୍ୟନ୍ତ ଆବୁଧାବି ଯାତ୍ରା କରିବାକୁ ଅନୁମତି ଦେଇଛନ୍ତି।

କୋର୍ଟଙ୍କ କହିଛନ୍ତି ଯେ, ଯେ ଜ୍ୟାକଲିନ ତାଙ୍କ ପ୍ରତ୍ୟାବର୍ତ୍ତନ ବିଷୟରେ ତଦନ୍ତକାରୀ ସଂସ୍ଥାକୁ ଅବଗତ କରାଇବେ।  ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜ୍ ଆଇଆଇଏଫ୍ଏ ପୁରସ୍କାରରେ ଯୋଗଦେବା ପାଇଁ ଆବୁଧାବି ଯାତ୍ରା କରିବାକୁ ଦିଲ୍ଲୀ କୋର୍ଟରୁ ଅନୁମତି ମାଗିଥିଲେ। ପରେ ବିଦେଶ ଯାତ୍ରା ପାଇଁ ସେ ଆବେଦନ ପ୍ରତ୍ୟାହାର କରିନେଇ ଥିଲେ । କାରଣ ବିଦେଶ ଯିବା ପାଇଁ ଜ୍ୟାକଲିନ ଯେଁ କାରଣ ଦର୍ଶାଇଛନ୍ତି ତାହା ମିଥ୍ୟା ବୋଲି ଇଡି କୋର୍ଟଙ୍କୁ ଅବଗତ କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story