ବିଜୟ ଦେବରକୋଣ୍ଡା ବିବାହିତ! ଖୁଲାସା କଲେ ଜାହ୍ନବୀ

ମୁମ୍ବାଇ: ସାଉଥ ସୁପରଷ୍ଟାର୍ ତଥା ଲାଇଗର୍ ଫେମ୍ ବିଜୟ ଦେବରକୋଣ୍ଡା। ତାଙ୍କ ରିଲେସନ୍‌ସିପ୍ ଷ୍ଟାଟସ୍‌କୁ ନେଇ ହେଇଛି ବଡ ଖୁଲାସା। ସେ କୁଆଡେ ବିବାହିତ। ବିଜୟ ଦେବରକୋଣ୍ଡାଙ୍କୁ ନେଇ ଏଭଳି କିଛି ମହା ଖୁଲାସା କରିଛନ୍ତି ଅଭିନେତ୍ରୀ ଜାହ୍ନବୀ କପୁର। ତାଙ୍କର ଏହି ବୟାନକୁ ନେଇ ଏବେ ବି-ଟାଉନରେ ହଲ୍‌ଚଲ ଆରମ୍ଭ ହୋଇଯାଇଛି। ଜାହ୍ନବୀ କପୁର ଏବେ ତାଙ୍କ ଅପ୍‌କମିଂ ଫିଲ୍ମ ‘ମିଲି’ର ପ୍ରମୋସନରେ ବ୍ୟସ୍ତ ଅଛନ୍ତି। ଫିଲ୍ମର ପ୍ରମୋସନ ପାଇଁ ବୁଧବାର ଏକ ଇଭେଣ୍ଟରେ ଯୋଗ […]

janhvi-kapoor-on-vijay-devarakonda

janhvi-kapoor-on-vijay-devarakonda

Madhupriya Mistry
  • Published: Thursday, 27 October 2022
  • Updated: 27 October 2022, 04:36 PM IST

ମୁମ୍ବାଇ: ସାଉଥ ସୁପରଷ୍ଟାର୍ ତଥା ଲାଇଗର୍ ଫେମ୍ ବିଜୟ ଦେବରକୋଣ୍ଡା। ତାଙ୍କ ରିଲେସନ୍‌ସିପ୍ ଷ୍ଟାଟସ୍‌କୁ ନେଇ ହେଇଛି ବଡ ଖୁଲାସା। ସେ କୁଆଡେ ବିବାହିତ। ବିଜୟ ଦେବରକୋଣ୍ଡାଙ୍କୁ ନେଇ ଏଭଳି କିଛି ମହା ଖୁଲାସା କରିଛନ୍ତି ଅଭିନେତ୍ରୀ ଜାହ୍ନବୀ କପୁର। ତାଙ୍କର ଏହି ବୟାନକୁ ନେଇ ଏବେ ବି-ଟାଉନରେ ହଲ୍‌ଚଲ ଆରମ୍ଭ ହୋଇଯାଇଛି।

ଜାହ୍ନବୀ କପୁର ଏବେ ତାଙ୍କ ଅପ୍‌କମିଂ ଫିଲ୍ମ ‘ମିଲି’ର ପ୍ରମୋସନରେ ବ୍ୟସ୍ତ ଅଛନ୍ତି। ଫିଲ୍ମର ପ୍ରମୋସନ ପାଇଁ ବୁଧବାର ଏକ ଇଭେଣ୍ଟରେ ଯୋଗ ଦେଇଥିଲେ ଜାହ୍ନବୀ। ଏଥିରେ ଜାହ୍ନବୀଙ୍କ ସହ ରାପିଡ୍ ଫାୟାର୍ ରାଉଣ୍ଡ ଖେଳାଯାଇଥିଲା। ଏହି ରାପିଡ୍ ଫାୟାର୍ ରାଉଣ୍ଡରେ ଜହ୍ନବୀ ମିଡିଆ ସାମ୍ନାରେ ବିଜୟ ଦେବରକୋଣ୍ଡାଙ୍କ ଗୁମର ଖୋଲି ଦେଇଥିଲେ।

ଜାହ୍ନବିଙ୍କୁ ଏହି ରାପିଡ୍ ଫାୟାର୍ ରାଉଣ୍ଡରେ ଅନେକ ପ୍ରଶ୍ନ ପଚରା ଯାଇଥିଲା। ସେଥିମଧ୍ୟରୁ ଗୋଟିଏ ଥିଲା, ତାଙ୍କ ସ୍ୱୟଂମ୍ବରରେ ସେ କାହାକୁ ଭାଗ ନେଇଥିବା ଦେଖିବାକୁ ଚାହିଁବେ। ଏହାର ଉତ୍ତରରେ ଜାହ୍ନବୀ ପ୍ରଥମେ ରଣବୀର କପୁରଙ୍କ ନାଁ ନେଇଥିଲେ । କିନ୍ତୁ ପରେ ସେ ବିବାହିତ ଥିବା ଜାଣି ଟାଇଗର ସ୍ରଫଙ୍କ ନାଁ ନେଇଥିଲେ। ବିଜୟ ଦେବରକୋଣ୍ଡାଙ୍କ ନାଁ କାହିଁକି ନେଲନି ପଚାରିବାରୁ ସେ କହିଥିଲେ, ବିଜୟ ବିବାହିତ।

ଗତ କିଛି ଦିନ ତଳେ ଜାହ୍ନବୀ ସାରା ଅଲି ଖାନ୍‌ଙ୍କ ସହ କଫି ୱିଥ କରନ୍ ଶୋ’ରେ ଯୋଗ ଦେଇଥିଲେ। ଏଠାରେ ବିଜୟ ଦେବରାକୋଣ୍ଡାଙ୍କ ଉପରେ ତାଙ୍କର କ୍ରସ୍ ଥିଲା ବୋଲି ସେ ସ୍ୱୀକାର କରିଥିଲେ। ଏଥିସହ ତାଙ୍କ ସହ ଡେଟ୍‌ରେ ଯିବା ପାଇଁ ମଧ୍ୟ ଇସାରା ଦେଇଥିଲେ ଜାହ୍ନବୀ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story