ଲୋକପ୍ରିୟ ସିଙ୍ଗର୍‌ ଜାନି ଜୋହାନଙ୍କ କାର୍‌ ଦୁର୍ଘଟଣାଗ୍ରସ୍ତ

ଚଣ୍ଡିଗଡ: ଦୁର୍ଘଟଣାର ଶିକାର ହେଲେ ଲୋପ୍ରିୟ ସିଙ୍ଗର, ମ୍ୟୁଜିକ କମ୍ପୋଜର ତଥା ଲିରିସିଷ୍ଟ ଜାନି ଜୋହାନ। ତାଙ୍କ କାର୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ମଙ୍ଗଳବାର ପଞ୍ଜାବ ସେକ୍ଟର-୮୮ରେ ଜାନି ଏକ ଭୟଙ୍କର ଦୁର୍ଘଟଣା ସମ୍ମୁଖୀନ ହୋଇଥିଲେ। ତାଙ୍କ କାର୍‌ଟି ଦୁର୍ଘଟଣାଗ୍ରସ୍ତ ହେବା ପରେ ରାସ୍ତା ଉପରେ ଓଲିଟି ପଡିଥିଲା। ତେବେ ଏଥିରୁ ଜାନି ଅଳ୍ପକେ ବର୍ତ୍ତି ଯାଇଛନ୍ତି। ହେଲେ ତାଙ୍କ ଅବସ୍ଥା ଗୁରୁତର ରହିଛି। ସୂଚନା ମୁତାବକ, ମଙ୍ଗଳବାର ସନ୍ଧ୍ୟାରେ ଚଣ୍ଡିଗଡ ମୋହାଲି ସେକ୍ଟର-୮୮ ନିକଟ ଦେଇ ଏସ୍‌ୟୁଭିରେ […]

jaani-johan

jaani-johan

Madhupriya Mistry
  • Published: Wednesday, 20 July 2022
  • Updated: 20 July 2022, 05:05 PM IST

ଚଣ୍ଡିଗଡ: ଦୁର୍ଘଟଣାର ଶିକାର ହେଲେ ଲୋପ୍ରିୟ ସିଙ୍ଗର, ମ୍ୟୁଜିକ କମ୍ପୋଜର ତଥା ଲିରିସିଷ୍ଟ ଜାନି ଜୋହାନ। ତାଙ୍କ କାର୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ମଙ୍ଗଳବାର ପଞ୍ଜାବ ସେକ୍ଟର-୮୮ରେ ଜାନି ଏକ ଭୟଙ୍କର ଦୁର୍ଘଟଣା ସମ୍ମୁଖୀନ ହୋଇଥିଲେ। ତାଙ୍କ କାର୍‌ଟି ଦୁର୍ଘଟଣାଗ୍ରସ୍ତ ହେବା ପରେ ରାସ୍ତା ଉପରେ ଓଲିଟି ପଡିଥିଲା। ତେବେ ଏଥିରୁ ଜାନି ଅଳ୍ପକେ ବର୍ତ୍ତି ଯାଇଛନ୍ତି। ହେଲେ ତାଙ୍କ ଅବସ୍ଥା ଗୁରୁତର ରହିଛି।

ସୂଚନା ମୁତାବକ, ମଙ୍ଗଳବାର ସନ୍ଧ୍ୟାରେ ଚଣ୍ଡିଗଡ ମୋହାଲି ସେକ୍ଟର-୮୮ ନିକଟ ଦେଇ ଏସ୍‌ୟୁଭିରେ ଯାଉଥିଲେ ଜାନି। ଏହି ସମୟରେ ତାଙ୍କ କାର୍‌ ଅନ୍ୟ କର୍‌ ସହ ଧକ୍କା ହୋଇଥିଲା, ଏହାପରେ ତାଙ୍କ କାର୍‌ଟି ଓଲିଟି ପଡିଥିଲା। ଏହି  ଦୁର୍ଘଟଣାରେ ଜାନିଙ୍କ ସମେତ ତାଙ୍କ ସାଙ୍ଗମାନେ ମଧ୍ୟ ଆହତ ହୋଇଛନ୍ତି। ଦୁର୍ଘଟଣା ପରେ ତୁରନ୍ତୁ ତାଙ୍କୁ ନିକଟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ସମସ୍ତ ଚିକିତ୍ସା ଚାଲିଛି।

ତେବେ ଅଳ୍ପ ସୁସ୍ଥ ହେବା ପରେ ଆଜି ଜାନି ନିଜ ସ୍ୱାସ୍ଥ୍ୟ ସମ୍ପର୍କରେ ସୂଚନା ଦେଇଛନ୍ତି। ସେ ଇନ୍‌ଷ୍ଟାଗ୍ରାମରେ ଏକ ନୋଟ୍‌ ପୋଷ୍ଟ କରି ଲେଖିଛନ୍ତି, 'ମୁଁ ସୁସ୍ଥ ଅଛି। ଭଗବନାଙ୍କ ଦୟାରୁ ଯେଉଁମାନେ କାର୍‌ ଭିତରେ ଥିଲେ ସେମାନେ ମଧ୍ୟ ସୁରକ୍ଷିତ ଅଛନ୍ତି। ଖୁବଶୀଘ୍ର ହସ୍ପିଟାଲରୁ ମୁଁ ଡିସଚାର୍ଜ ହୋଇଛି।'

ଏହି ଦୁର୍ଘଟଣାରେ ଜାନିଙ୍କ ବେକ ଆଉ ପିଠିରେ ଆଘାତ ଲାଗିଛି। ପୁଲିସ ମାମଲାର ତଦନ୍ତ ଜାରି ରଖିଛି। ମିଳିଥିବା ସୂଚନା ମୁତାବକ, ଜାନିଙ୍କ କାର୍‌ଟି ବେଶ ଦ୍ରୁତ ଗତିରେ ଯାଉଥିଲେ। ଏହି ସମୟରେ ତାଙ୍କ କାର୍‌ ଆଗକୁ ଆଉ ଏକ କାର୍‌ ଆସିଯାଇଥିଲା। ତାକୁ ବଞ୍ଚାଇବା ଚକ୍କରରେ ଜାନିଙ୍କ କାର୍‌ ଡ୍ରାଇଭର ଗାଡି ଉପରେ ନିୟନ୍ତ୍ରଣ ରଖିପାରିନଥିଲେ, ଫଳରେ ଦୁର୍ଘଟଣା ଘଟିଥିଲା।

ଜନି ଜୋହାନ ପଞ୍ଜାବ ଓ ବଲିଉଡ ମ୍ୟୁଜିକ ଇଣ୍ଡଷ୍ଟ୍ରିର ଏକ ବଡ ନାଁ। ଜାନିଙ୍କୁ ତିତଲିଆ, ପଛତାଓଗେ, ଫିଲ୍ମହାଲ, ଧୋଖେବାଜ, ସୋଚ, ଜାନି ତେରା ନା, କ୍ୟାୟ ବାତ ହୈ, ବାରିସ କି ଜାଏ ଭଳି ସୁପର ଡୁପର ହିଟ୍‌ ଗୀତ ପାଇଁ ପରିଚିତ। ଜାନିଙ୍କ ହାର୍ଡି ସାନ୍ଧୁ ଓ ବି ପ୍ରାକ୍‌ ସହ କୋଲାବୋରେସନ ଜବରଦସ୍ତ ହିଟ୍‌ ପ୍ରମାଣିତ ହୋଇଛି।

View this post on Instagram

A post shared by JAANI (@jaani777)

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story