କାର୍ତ୍ତିକ ଆର୍ଯ୍ୟନଙ୍କ ହାତରେ ବଡ଼ ପ୍ରୋଜେକ୍ଟ

ମୁମ୍ବାଇ: ବଲିଉଡ ଅଭିନେତା କାର୍ତ୍ତିକ ଆର୍ଯ୍ୟନ। ଫିଲ୍ମ ‘ଭୁଲ ଭୁଲେୟା-୨’ର ଜବରଦସ୍ତ ସଫଳତା ପରେ ସେ ବକ୍ସ ଅଫିସର ଦମ୍‌ଦାର ଷ୍ଟାର ପାଲଟି ଯାଇଛନ୍ତି। ଏହି ଫିଲ୍ମର ସଫଳତା ଯୋଗୁ ତାଙ୍କର କେବଳ ଫ୍ୟାନ୍‌ ପଲୋଇଂ ବଢ଼ି ନାହାନ୍ତି, ବର ଦର୍ଶକ ତାଙ୍କ ଆଗାମୀ ଫିଲ୍ମକୁ ଅପେକ୍ଷା ମଧ୍ୟ କରିଛନ୍ତି। ଏସବୁ ଭିତରେ ହାଣ୍ଡସମ ହଙ୍କ କାର୍ତ୍ତିକ ଆର୍ଯ୍ୟନଙ୍କ ହାତରେ ଲାଗିଛି ଏକ ବଡ ପ୍ରୋଜେକ୍ଟ। ବଲିଉଡର ନାମଦାମୀ ପ୍ରଡ୍ୟୁସର ସାଜିଦ ନାଦିଆଦୱାଲାଙ୍କ ଫିଲ୍ମରେ ନଜର ଆସିବେ […]

Kartik and sajid

Kartik and sajid

Madhupriya Mistry
  • Published: Monday, 18 July 2022
  • Updated: 18 July 2022, 05:15 PM IST

Sports

Latest News

ମୁମ୍ବାଇ: ବଲିଉଡ ଅଭିନେତା କାର୍ତ୍ତିକ ଆର୍ଯ୍ୟନ। ଫିଲ୍ମ 'ଭୁଲ ଭୁଲେୟା-୨'ର ଜବରଦସ୍ତ ସଫଳତା ପରେ ସେ ବକ୍ସ ଅଫିସର ଦମ୍‌ଦାର ଷ୍ଟାର ପାଲଟି ଯାଇଛନ୍ତି। ଏହି ଫିଲ୍ମର ସଫଳତା ଯୋଗୁ ତାଙ୍କର କେବଳ ଫ୍ୟାନ୍‌ ପଲୋଇଂ ବଢ଼ି ନାହାନ୍ତି, ବର ଦର୍ଶକ ତାଙ୍କ ଆଗାମୀ ଫିଲ୍ମକୁ ଅପେକ୍ଷା ମଧ୍ୟ କରିଛନ୍ତି। ଏସବୁ ଭିତରେ ହାଣ୍ଡସମ ହଙ୍କ କାର୍ତ୍ତିକ ଆର୍ଯ୍ୟନଙ୍କ ହାତରେ ଲାଗିଛି ଏକ ବଡ ପ୍ରୋଜେକ୍ଟ।

ବଲିଉଡର ନାମଦାମୀ ପ୍ରଡ୍ୟୁସର ସାଜିଦ ନାଦିଆଦୱାଲାଙ୍କ ଫିଲ୍ମରେ ନଜର ଆସିବେ କାର୍ତ୍ତିକ। କେବଳ ସେତିକି ନୁହେଁ ଏହି ଅନ୍‌ଟାଇଟେଲ୍‌ ପ୍ରୋଜେକ୍ଗଟର ନିର୍ଦ୍ଦେଶନା ଦେବେ କବୀର ଖାନ୍‌। ଏଥିରେ କାର୍ତ୍ତିକଙ୍କୁ ଲିଡ୍‌ ରୋଲରେ ଦେଖିବାକୁ ମିଳିବ। ଅରିଜନାଲ କାହାଣୀ ଉପରେ ଫିଲ୍ମଟି ତିଆରି ହେବ। ଏନେଇ ସାଜିଦ ନାଦିଆଦୱାଲାରଙ୍କ ପ୍ରଡକ୍ସନ ହାଉସ ତରଫରୁ ଟ୍ୱିଟ୍‌ କରି ଘୋଷଣା କରାଯାଇଛି।

https://twitter.com/NGEMovies/status/1548903524184236032?s=20&t=NKWfhzk7upXJjmJSkbIo5g

କବୀର ଓ କାର୍ତ୍ତିକଙ୍କ ଏହି ଫିଲ୍ମକୁ ନେଇ ଅଧିକ କିଛି ତଥ୍ୟ ସାମ୍ନାକୁ ଆସିନାହିଁ। କିନ୍ତୁ ମିଡିଆ ରିପୋର୍ଟ ମୁତାବକ, ଏହା ଏକ ମାସ୍‌ ଏଣ୍ଟରଟେନର ଫିଲ୍ମ ବୋଲି କୁହାଯାଉଛି। ଏଥିସହ ଫିଲ୍ମରେ କାର୍ତ୍ତିକ ଏକ ଏଭଳି ଅଦ୍ଭୁତ ଚରିତ୍ରରେ ନଜର ଆସିବେ ଯାହାକୁ ଦେଖି ଦର୍ଶକେ ଚକିତ ହୋଇଯିବେ।

ଉଲ୍ଲେଖଯୋଗ୍ୟ, ଆଗକୁ କାର୍ତ୍ତିକ ଆର୍ଯ୍ୟନ୍‌ଙ୍କ ଫିଲ୍ମ 'ସାହେବଜାଦା' ରିଲିଜ ହେବାକୁ ଯାଉଛି। ଏହି ଫିଲ୍ମଟି ସାଉଥଷ୍ଟାର୍‌ ଅଲ୍ଲୁ ଅର୍ଜୁନଙ୍କ ତେଲୁଗୁ ହିଟ୍‌ ଫିଲ୍ମ 'ଅଲା ବୈକୁଣ୍ଠପୁରମଲୁ'ର ହିନ୍ଦୀ ରିମେକ। ଏଥିରେ କାର୍ତ୍ତିକଙ୍କ ଅପୋଜିଟ୍‌ରେ କିର୍ତ୍ତି ସେନନ୍‌ ଅଛନ୍ତି। ଏହା ବ୍ୟତୀତ କାର୍ତ୍ତିକଙ୍କ ପାଖରେ ଶଶଙ୍କ ଘୋଷଙ୍କ ଥ୍ରୀଲର ଫିଲ୍ମ 'ଫ୍ରେଡି', ହଂସଲ ମେହେଟାଙ୍କ 'କ୍ୟାପ୍ଟେନ ଇଣ୍ଡିଆ' ଓ ସମୀବ ବିଦ୍ୟାଂଶଙ୍କ ଫିଲ୍ମ ମଧ୍ୟ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story