ମା' ହେବେ କ୍ୟାଟ୍ରିନା!

ମୁମ୍ବାଇ: ଗୁଡ ନ୍ୟୁଜ ଦେବେ କି ଅଭିନେତ୍ରୀ କ୍ୟାଟ୍ରିନା କୈଫ। ଏହି ପ୍ରଶ୍ନ ଏବେ ସମସ୍ତଙ୍କ ମୁହଁରେ। ଅଭିନେତ୍ରୀ ଆଲିଆ ଭଟ୍ଟ ଯେବେଠୁ ମା’ ହେବାକୁ ଯାଉଥିବା ନେଇ ଘୋଷଣା କରିଛନ୍ତି, ସେବେଠୁ କ୍ୟାଟ୍ରିନା କୈଫଙ୍କ ପ୍ରେଗ୍ନେନ୍ସିକୁ ନେଇ ମଧ୍ୟ ଚର୍ଚ୍ଚା ଜୋର୍‌ ଧରିଛି। କ୍ୟାଟ୍ରିନା କୈଫ ଦୀର୍ଘ ସମୟ ଧରି ମିଡିଆର୍‌ ଗାଏବ ଥିଲେ। ଏତେ ଦିନ ଧରି ଗାଏବ ଥିବା ଦେଖି କ୍ୟାଟ୍ରିନା କୁଆଡେ ଗର୍ଭବତୀ ଥିବା ନେଇ ତାଙ୍କ ଫ୍ୟାନ୍‌ମାନେ ଦାବି କରିଥିଲେ।  […]

katrina-kaif

katrina-kaif

Madhupriya Mistry
  • Published: Wednesday, 20 July 2022
  • Updated: 20 July 2022, 01:23 PM IST

Sports

Latest News

ମୁମ୍ବାଇ: ଗୁଡ ନ୍ୟୁଜ ଦେବେ କି ଅଭିନେତ୍ରୀ କ୍ୟାଟ୍ରିନା କୈଫ। ଏହି ପ୍ରଶ୍ନ ଏବେ ସମସ୍ତଙ୍କ ମୁହଁରେ। ଅଭିନେତ୍ରୀ ଆଲିଆ ଭଟ୍ଟ ଯେବେଠୁ ମା' ହେବାକୁ ଯାଉଥିବା ନେଇ ଘୋଷଣା କରିଛନ୍ତି, ସେବେଠୁ କ୍ୟାଟ୍ରିନା କୈଫଙ୍କ ପ୍ରେଗ୍ନେନ୍ସିକୁ ନେଇ ମଧ୍ୟ ଚର୍ଚ୍ଚା ଜୋର୍‌ ଧରିଛି।

କ୍ୟାଟ୍ରିନା କୈଫ ଦୀର୍ଘ ସମୟ ଧରି ମିଡିଆର୍‌ ଗାଏବ ଥିଲେ। ଏତେ ଦିନ ଧରି ଗାଏବ ଥିବା ଦେଖି କ୍ୟାଟ୍ରିନା କୁଆଡେ ଗର୍ଭବତୀ ଥିବା ନେଇ ତାଙ୍କ ଫ୍ୟାନ୍‌ମାନେ ଦାବି କରିଥିଲେ।  ପରେ ଏହି ଖବର ନିଆଁ ଭଳି ଭାଇରାଲ ହୋଇଯାଇଥିଲା। ବର୍ତ୍ତମାନ କ୍ୟାଟ୍ରିନାଙ୍କୁ ଏୟାରପୋର୍ଟରେ ଦେଖିବାକୁ ମିଳିଥିଲା। ସେ ତାଙ୍କ ପ୍ରିୟ ସ୍ୱାମୀ ବିକ୍କି କୌଶଲଙ୍କ ସହ ମାଲଦ୍ୱୀପରେ ଜନ୍ମଦିନ ପାଳନ କରିବା ପରେ ଫେରିଥିଲେ। ମୁମ୍ବାଇ ଏୟାରପୋର୍ଟରେ କ୍ୟାଟ୍ରିନାଙ୍କୁ ଦେଖି ପୁଣି ଥରେ ଅଭିନେତ୍ରୀଙ୍କ ଗର୍ଭବତୀ ଥିବା ଖବର ଜୋର ଧରିଛି।

Katrina Kaif Pregnant Latest News in Telugu | Katrina Kaif Pregnant తెలుగు  తాజా వార్తలు, Breaking News in Telugu | Katrina Kaif Pregnant Top Headline,  Trending News, Photos, Videos Online | Hashtagu Telugu

ତାଙ୍କ ଫ୍ୟାନ୍‌ମାନେ ଦାବି କରିଛନ୍ତି ଯେ କ୍ୟାଟ୍ରିନା କୈଫ ଗର୍ଭବତୀ ଅଛନ୍ତି। ଆଉ ସେ ଏହାକୁ ଲଚାଇବାକୁ ଚେଷ୍ଟା କରୁଛନ୍ତି। କାରଣ ମାଲଦ୍ୱୀପ ଯିବା ଏବଂ ସେଠାରୁ ଫେରିବା ସମୟରେ କ୍ୟାଟ୍ରିନାଙ୍କୁ ଏୟାରପୋର୍ଟରେ ବେଶ୍‌ ସୁମ୍ପୁଲ ଓ କାଜୁଆଲ୍ ଲୁକ୍‌ରେ ଦେଖିବାକୁ ମିଳିଥିଲା। ଏହି ସମୟରେ ସେ ଢ଼ିଲା ପୋଷାକ ପିନ୍ଧିଥିଲେ। ଏୟାରପୋର୍ଟରୁ ଆସିଥିବା ନୂଆ ଭିଡିଓରେ କ୍ୟାଟ୍ରିନା ଢ଼ିଲା ଟି-ସାର୍ଟ ଏବଂ ଡେନିମ୍‌ରେ ନଜର ଆସିଛନ୍ତି। ଏଭଳି ପରିସ୍ଥିତିରେ ଅନେକ ଲୋକ ସେ ଗର୍ଭବତୀ ଥିବା ଆଶଙ୍କା କରୁଛନ୍ତି। ଏଥିସହ ନିଜ ବେବି ବମ୍ପକୁ ଲୁଚାଇବା ପାଇଁ ସେ ଏଭଳି ଢ଼ିଲା ପୋଷାକ ପିନ୍ଧୁଥିବା କହୁଛନ୍ତି।

ଜଣେ ପ୍ରଶଂସକ କ୍ୟାଟ୍ରିନାଙ୍କ ଭାଇରାଲ ଭିଡିଓରେ କମେଣ୍ଟ କରିଛନ୍ତି, 'ସେ ଗର୍ଭବତୀ ଅଛନ୍ତି। ତାଙ୍କ ମୁଁ ବେଶ୍‌ ଖୁସି।' ଆଉ ଜଣେ ୟୁଜର୍ସ କହିଛନ୍ତି, 'କ'ଣ ଆପଣ ଗର୍ଭବତୀ ଅଛନ୍ତି କି? ଦୟାକରି ଗୁଡ୍‌ ନ୍ୟୁଜ ଜଣାଇଦେବ।' ଫ୍ୟାନ୍‌ମାନଙ୍କ ଏଭଳି ଏକ୍ସସାଇଟ୍‌ମେଣ୍ଟକୁ ଦେଖୁ ଲାଗୁଛି ବିକ୍କି କୌଶାଲ ଓ କ୍ୟାଟ୍ରିନାଙ୍କ ଛୁଆକୁ ଖୁବଶୀଘ୍ର ଦେଖିବା ପାଇଁ ସେମାନେ ବ୍ୟଗ୍ର ଅଛନ୍ତି। ତେବେ ବର୍ତ୍ତମାନ କ୍ୟାଟ୍ରିନା ଗର୍ଭବତୀ ଅଛନ୍ତି କି ନାହିଁ, ତାହା ସେ ହିଁ କହିପାରିବେ।

View this post on Instagram

A post shared by Viral Bhayani (@viralbhayani)

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story