ବେସରମ ରଙ୍ଗ...କୁ ନେଇ ବର୍ଷିଲେ କେଜିଏଫ୍ ଷ୍ଟାର୍‌

ମୁମ୍ବାଇ: ଫିଲ୍ମର ପଠାନର ଗୀତ ବେସରମ୍ ରଙ୍ଗ ଗୀତକୁ ନେଇ ଥମୁନି ବିବାଦ। ଏହି ଗୀତଟି ଏବେ ଯେତିକି ପପୁଲାର ହୋଇଛି ସେତିକି ବିବାଦ ଭିତରକୁ ମଧ୍ୟ ଠେଲି ହୋଇଛି। ଗୀତରେ ଦୀପିକାଙ୍କ ଅଲ୍ଟ୍ରା-ଗ୍ଲାମର ବିିକିନୀ ଅବତାରକୁ ନେଇ ସମସ୍ତେ ଚକିତ ହୋଇପଡିଛନ୍ତି। ତେବେ ବିବାଦ ପରେ ଗୀତରେ ଦୀପିକାଙ୍କ ଗେରୁଆ ବିକିନୀର ରଙ୍ଗକୁ ବଦଳାଇ ଦିଆଯାଇଥିବା କୁହାଯାଉଛି। ତେବେ ଏହି ଗୀତକୁ ନେଇ କିନ୍ତୁ ବୟାନବାଜୀ ଥମୁନାହିଁ। ଏବେ ଏହି ଗୀତକୁ ନେଇ ବର୍ଷିଛନ୍ତି କେଜିଏଫ୍ […]

besharam-rang

besharam-rang

Madhupriya Mistry
  • Published: Thursday, 12 January 2023
  • Updated: 12 January 2023, 12:57 PM IST

Sports

Latest News

ମୁମ୍ବାଇ: ଫିଲ୍ମର ପଠାନର ଗୀତ ବେସରମ୍ ରଙ୍ଗ ଗୀତକୁ ନେଇ ଥମୁନି ବିବାଦ। ଏହି ଗୀତଟି ଏବେ ଯେତିକି ପପୁଲାର ହୋଇଛି ସେତିକି ବିବାଦ ଭିତରକୁ ମଧ୍ୟ ଠେଲି ହୋଇଛି। ଗୀତରେ ଦୀପିକାଙ୍କ ଅଲ୍ଟ୍ରା-ଗ୍ଲାମର ବିିକିନୀ ଅବତାରକୁ ନେଇ ସମସ୍ତେ ଚକିତ ହୋଇପଡିଛନ୍ତି। ତେବେ ବିବାଦ ପରେ ଗୀତରେ ଦୀପିକାଙ୍କ ଗେରୁଆ ବିକିନୀର ରଙ୍ଗକୁ ବଦଳାଇ ଦିଆଯାଇଥିବା କୁହାଯାଉଛି। ତେବେ ଏହି ଗୀତକୁ ନେଇ କିନ୍ତୁ ବୟାନବାଜୀ ଥମୁନାହିଁ। ଏବେ ଏହି ଗୀତକୁ ନେଇ ବର୍ଷିଛନ୍ତି କେଜିଏଫ୍ ଷ୍ଟାର୍। ସେ ଏହି ଗୀତକୁ ଜୋରଦାର ବିରୋଧ କରିଛନ୍ତି।

କେଜିଏଫ୍ ଚାପ୍ଟର-୧ ଫେମ୍ ଅଭିନେତା ଅନନ୍ତ ନାଗ ଏହି ଗୀତକୁ ନେଇ ଜୋରଦାର ବିରୋଧ କରିଛନ୍ତି। ସେ କହିଛନ୍ତି, ମହିଳାମାନଙ୍କୁ ଏହିଭଳି ଦେଖାଇବା ଆମ ସଂସ୍କୃତିର ଅଂଶ ନୁହେଁ। କେବଳ ସେତିକି ନୁହେଁ ସେନ୍ସର ବୋର୍ଡକୁ ସେ ଏଥିପାଇଁ ଦାୟୀ କରିଛନ୍ତି। ଯଦି ସେନ୍ସର ବୋର୍ଡ ସଠିକ୍ ରୂପେ ନିଜ କାମ କରିଥାନ୍ତା, ତେବେ ଆଜି ଏସବୁ ଘଟିନଥାନ୍ତା।

ସେ ଆହୁରି କହିଛନ୍ତି, ଓଟିଟିରେ ଏଭଳି ଅନେକ କଣ୍ଟେଣ୍ଟ ରହିଛି, ଯାହା ବେଶ ଲଜ୍ଜାଜନକ। ଓଟିଟିରେ ଅନେକ ଆପତ୍ତିଜନକ କଣ୍ଟେଣ୍ଟ ଦର୍ଶକଙ୍କ ପାଇଁ ଅଛି । ସବୁକିଛି ବିନା ସେନ୍ସର୍‌ରେ ଲୋକେ ଦେଖୁଛନ୍ତି। ସେଠାରେ କୌଣସି ରୋକ୍ ନାହିଁ। ଏଭଳି ନ୍ୟୁଡିଟି ରୋକିବାକୁ ପଡିବ। ଭାରତୀୟ ସିନେମା ଏହି ପ୍ରକାରର ନଗ୍ନତା ଥିବା କଣ୍ଟେଣ୍ଟକୁ ଛୋଟ ହେଉ ଅବା ବଡ ପରଦାରେ ଦେଖାଇବା ଉଚିତ ନୁହେଁ। ଏହି ଦୃଶ୍ୟ ଦେଖାଇବା ଆମ ସଭ୍ୟତା ବିରୋଧୀ। ଏହା ଲୋକଙ୍କ ମଧ୍ୟରେ ବିରୋଧ ସୃଷ୍ଟି କରୁଛି।

ଉଲ୍ଲେଖଯୋଗ୍ୟ, ପ୍ରବଳ ବିରୋଧ ସତ୍ତ୍ୱେ ନିକଟରେ ଫିଲ୍ମ ପଠାନର ଟ୍ରେଲର ରିଲିଜ ହୋଇଛି। ଏହି ଟ୍ରେଲରକୁ ଦର୍ଶକଙ୍କ ଖୁବ୍ ଭଲପାଇବା ମିଳିଛି। ରିଲିଜ ହେବାର କିଛି ସମୟ ମଧ୍ୟରେ ହିଁ ଟ୍ରେଲରଟି ମିଲିୟନ୍ ଭ୍ୟୁଜ କ୍ରସ କରିଥିଲା। ତେବେ ବିବାଦ ଯୋଗୁଁ ଟ୍ରେଲରରୁ ଦୀପିକାଙ୍କ ଗେରୁଆ ରଙ୍ଗ ବିକିନୀ ଦୃଶ୍ୟକୁ ହଟାଇ ଦିଆଯାଇଥିବା ଦେଖିବାକୁ ମିଳିଥିଲା। ଏହି ଫିଲ୍ମର ଲିଡ୍ ରୋଲରେ ଶାହାରୁଖ ଖାନ୍‌, ଦୀପିକା ପାଦୁକୋନ ଓ ଜନ୍ ଅବ୍ରାହମ ଅଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story