Advertisment

ଅଭିନୟ କରିବେ କୁମାର ବିଶ୍ୱାସ

ମୁମ୍ବାଇ: ପ୍ରସିଦ୍ଧ କବି ତଥା ରାଜନେତା ଭାବେ ବେଶ ଜଣାଶୁଣା କୁମାର ବିଶ୍ୱାସ ଏବେ ପିଲ୍ମ ଦୁନିଆରା ପାଦ ଥାପିବାକୁ ଯାଉଛନ୍ତି। ସାହିତ୍ୟ ମଞ୍ଚରେ କବିତା ପାଠ, ଅନ୍ନା ହଜାରେଙ୍କ ଆନ୍ଦୋଳନର ପ୍ରମୁଖ ଚେହାରା ପାଲଟିବା ପରେ ଏବେ ରାଜନୀତିରେ ପଶି ଭାଷଣ ଏବଂ ମନ୍ତବ୍ୟ ପାଇଁ ଚର୍ଚ୍ଚାରେ ରହୁଥିବା କୁମାର ବିଶ୍ୱାସ ଏବେ ଖୁବଶୀଘ୍ର ବଲିଉଡରେ ପ୍ରବେଶ କରିବାକୁ ଯାଉଛନ୍ତି। ଖୁବଶୀଘ୍ର ତାଙ୍କୁ ବଡ ପରଦାରେ ଦେଖିବାକୁ ମିଳିବ। ମହାଭାରତର ସବୁଠାରୁ ମଜଭୁତ ଚରିତ୍ର କର୍ଣ୍ଣଙ୍କ […]

ଅଭିନୟ କରିବେ କୁମାର ବିଶ୍ୱାସ

Kumar-Vishwas

Advertisment

ମୁମ୍ବାଇ: ପ୍ରସିଦ୍ଧ କବି ତଥା ରାଜନେତା ଭାବେ ବେଶ ଜଣାଶୁଣା କୁମାର ବିଶ୍ୱାସ ଏବେ ପିଲ୍ମ ଦୁନିଆରା ପାଦ ଥାପିବାକୁ ଯାଉଛନ୍ତି। ସାହିତ୍ୟ ମଞ୍ଚରେ କବିତା ପାଠ, ଅନ୍ନା ହଜାରେଙ୍କ ଆନ୍ଦୋଳନର ପ୍ରମୁଖ ଚେହାରା ପାଲଟିବା ପରେ ଏବେ ରାଜନୀତିରେ ପଶି ଭାଷଣ ଏବଂ ମନ୍ତବ୍ୟ ପାଇଁ ଚର୍ଚ୍ଚାରେ ରହୁଥିବା କୁମାର ବିଶ୍ୱାସ ଏବେ ଖୁବଶୀଘ୍ର ବଲିଉଡରେ ପ୍ରବେଶ କରିବାକୁ ଯାଉଛନ୍ତି। ଖୁବଶୀଘ୍ର ତାଙ୍କୁ ବଡ ପରଦାରେ ଦେଖିବାକୁ ମିଳିବ।

Advertisment

ମହାଭାରତର ସବୁଠାରୁ ମଜଭୁତ ଚରିତ୍ର କର୍ଣ୍ଣଙ୍କ ଉପରେ ଆଧାରିତ ଫିଲ୍ମ ‘ସୂର୍ଯ୍ୟପୁତ୍ର ମହାବୀର କର୍ଣ୍ଣ’ ଜରିଆରେ ସେ ବଲିଉଡ ଏଣ୍ଟ୍ରି କରିବାକୁ ଯାଉଛନ୍ତି।  ଏନେଇ ସେ ନିଜେ ଟୁଇଟ୍ କରି ସୂଚନା ଦେଇଛନ୍ତି। ଏହି ଫିଲ୍ମ ଜରିଆରେ ସେ ଡେବ୍ୟୁ କରିବା ସହ ଫିଲ୍ମର ଗୀତ, ଡାଏଲଗ, ସ୍କ୍ରିନ ପ୍ଲେ ସବୁ କିଛି ସେ ନିଜେ ଲେଖିଥିବା ମଧ୍ୟ କହିଛନ୍ତି।

ବାସୁଭଗନାନୀଙ୍କ ନିର୍ଦ୍ଦେଶନାରେ ତିଆରି ହେବାକୁ ଯାଉଥିବା ଏହି ଫିଲ୍ମର ଟିଜର ପୋଷ୍ଟର ମଧ୍ୟ ରିଲିଜ ହୋଇସାରିଛି। ଫଲ୍ମରେ କୁମାରଙ୍କ ବିଶ୍ୱାସଙ୍କୁ ଏକ ପ୍ରମୁଖ ଭୂମିକାରେ ଦେଖିବାକୁ ମିଳିବ।  ହିନ୍ଦୀ, ତେଲୁଗୁ, ତାମିଲ, କାନ୍ନାଡା, ମାଲାୟଲାମ ଆଦି ଭାଷାରେ ଫିଲ୍ମଟି ରିଲିଜ ହେବ।

Advertisment

Kumar Vishwas Bollywood
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe