ବ୍ରେକ ଅପ୍‌? ସୁସ୍ମିତାଙ୍କ ନାଁ ହଟାଇଲେ, ପ୍ରୋଫାଇଲ ଫଟୋ ବଦଳାଇଲେ ଲଳିତ ମୋଦି

ମୁମ୍ବାଇ: ଆଇପିଏଲର ପ୍ରତିଷ୍ଠାତା ତଥା ଶିଳ୍ପପତି ଲଳିତ ମୋଦି ଓ ଅଭିନେତ୍ରୀ ସୁସ୍ମିତା ସେନଙ୍କୁ ନେଇ ବଡ଼ ଖବର ଆସିଛି। କିଛି ଦିନ ତଳେ ଲଳିତ ମୋଦି ସୋଶାଲ ମିଡିଆରେ ସୁସ୍ମିତାଙ୍କ ସହ ନୂଆ ଜୀବନ ଆରମ୍ଭ କରିବାକୁ ଯାଉଥିବା କହିଥିଲେ। ଏଥିସହ ସୁସ୍ମିତାଙ୍କ ସହ କିଛି ରୋମାଣ୍ଟିକ ଫଟୋ ମଧ୍ୟ ଶେୟାର କରିଥିଲେ। ହେଲେ ଏବେ ଏହି ପ୍ରେମରେ ପୂର୍ଣ୍ଣଚ୍ଛେଦ ପଡ଼ିଥିବା ଆଶଙ୍କା ସୃଷ୍ଟି ହୋଇଛି। କାରଣ ଲଳିତ ମୋଦି ତାଙ୍କ ସୋଶାଲ ମିଡିଆ ବାୟୋରୁ […]

modi

modi

Hemant Lenka
  • Published: Tuesday, 06 September 2022
  • Updated: 06 September 2022, 05:35 PM IST

Sports

Latest News

ମୁମ୍ବାଇ: ଆଇପିଏଲର ପ୍ରତିଷ୍ଠାତା ତଥା ଶିଳ୍ପପତି ଲଳିତ ମୋଦି ଓ ଅଭିନେତ୍ରୀ ସୁସ୍ମିତା ସେନଙ୍କୁ ନେଇ ବଡ଼ ଖବର ଆସିଛି। କିଛି ଦିନ ତଳେ ଲଳିତ ମୋଦି ସୋଶାଲ ମିଡିଆରେ ସୁସ୍ମିତାଙ୍କ ସହ ନୂଆ ଜୀବନ ଆରମ୍ଭ କରିବାକୁ ଯାଉଥିବା କହିଥିଲେ। ଏଥିସହ ସୁସ୍ମିତାଙ୍କ ସହ କିଛି ରୋମାଣ୍ଟିକ ଫଟୋ ମଧ୍ୟ ଶେୟାର କରିଥିଲେ।

ହେଲେ ଏବେ ଏହି ପ୍ରେମରେ ପୂର୍ଣ୍ଣଚ୍ଛେଦ ପଡ଼ିଥିବା ଆଶଙ୍କା ସୃଷ୍ଟି ହୋଇଛି। କାରଣ ଲଳିତ ମୋଦି ତାଙ୍କ ସୋଶାଲ ମିଡିଆ ବାୟୋରୁ ସୁସ୍ମିତା ସେନଙ୍କ ନାଁ ହଟାଇ ଦେଇଛନ୍ତି। ସେହିପରି ସେ ସୁସ୍ମିତାଙ୍କ ସହ ଉଠାଇଥିବା ଗୋଟିଏ ଫଟୋକୁ ନିଜ ପ୍ରୋଫାଇଲ ପିକଚର ଭାବେ ରଖିଥିଲେ। କିନ୍ତୁ ଉକ୍ତ ଫଟୋକୁ ମଧ୍ୟ ଲଳିତ ମୋଦି ହଟାଇ ଦେଇଛନ୍ତି।

ମାତ୍ର ୨ ମାସ ତଳେ ଲଳିତ ମୋଦି ଓ ସୁସ୍ମିତା ସେନଙ୍କ ପ୍ରେମ ସମ୍ପର୍କ ଚର୍ଚ୍ଚାକୁ ଆସିଥିଲା। ହେଲେ ୨ ମାସ ମଧ୍ୟରେ ସେମାନଙ୍କ ବ୍ରେକଅପକୁ ନେଇ ଆଲୋଚନା ଆରମ୍ଭ ହୋଇଯାଇଛି। ଆଇପିଏଲର ପ୍ରଥମ ଅଧ୍ୟକ୍ଷ ଲଳିତ ମୋଦି ପ୍ରଥମଥର ପାଇଁ ଜୁଲାଇରେ ସୁସ୍ମିତାଙ୍କ ସହ ତାଙ୍କ ସମ୍ପର୍କ ବିଷୟରେ ଖୁଲାସା କରିଥିଲେ। ଉଭୟ ମାଳଦ୍ୱୀପରେ ଛୁଟି କାଟିବା ବେଳେ ଉଠାଇଥିବା କିଛି ଫଟୋ ମଧ୍ୟ ଶେୟାର କରିଥିଲେ।

ଏହାବାଦ ସେ ନିଜ ବାୟୋରେ ସୁସ୍ମିତା ସେନଙ୍କୁ ନିଜ ଲଭ୍‌ ବୋଲି ସମ୍ବୋଧନ କରିଥିଲେ। କିନ୍ତୁ ମଙ୍ଗଳବାର ସକାଳୁ ଲଳିତ ମୋଦିଙ୍କ ଇନଷ୍ଟାଗ୍ରାମ ପ୍ରୋଫାଇଲ ଫଟୋ ବଦଳି ଯାଇଛି। ସେହିପରି ବାୟୋରେ ଥିବା ସୁସ୍ମିତା ସେନଙ୍କ ନାଁ ମଧ୍ୟ ଲଳିତ ମୋଦି ହଟାଇ ଦେଇଛନ୍ତି। ଏବେ ସେ କେବଳ ଆଇପିଏଲ ଟି-୨୦ର ପ୍ରତିଷ୍ଠାତା ବୋଲି ବାୟୋରେ ଉଲ୍ଲେଖ ରହିଛି। ପ୍ରୋଫାଇଲରେ ଲଳିତ ମୋଦି ନିଜର ଗୋଟିଏ ଫଟୋ ସହ ତ୍ରିରଙ୍ଗା ଲଗାଇଛନ୍ତି। ପୂର୍ବରୁ ସେ ସୁସ୍ମିତା ସେନଙ୍କ ସହ ଉଠାଇଥିବା ଫଟୋକୁ ପ୍ରୋଫାଇଲ ପିକଚର ଭାବେ ବ୍ୟବହାର କରୁଥିଲେ।

ଏହି ପଦକ୍ଷେପ ପରେ ଉଭୟଙ୍କ ସମ୍ପର୍କରେ ପୂର୍ଣ୍ଣଚ୍ଛେଦ ପଡ଼ିଥିବା ଏକାଧିକ ରିପୋର୍ଟ ପ୍ରକାଶ ପାଇଛି। ତେବେ ଲଳିତ ମୋଦି କିମ୍ବା ସୁସ୍ମିତା ସେନ ଏ ସମ୍ପର୍କରେ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story