ପୁଣି ସଲମାନଙ୍କୁ ଧମକ ଦେଲେ ଗ୍ୟାଙ୍ଗଷ୍ଟର୍‌

ମୁମ୍ବାଇ: ପୁଣି ବଲିଉଡର ଭାଇଜାନ ସଲମାନ ଖାନ୍‌ଙ୍କୁ ଧମକ। ଗ୍ୟାଙ୍ଗଷ୍ଟରଙ୍କ ଟାର୍ଗେଟ୍‌ରେ ଦବଙ୍ଗ ଖାନ୍‌। ଏଥର ଖୋଲିଖୋଲି ଧମକ ଦେଲା ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ। ଲୋକପ୍ରିୟ ପଞ୍ଜାବୀ ସିଙ୍ଗର ସିଦ୍ଧୁ ମୁସେୱାଲାଙ୍କ ହିତ୍ୟା ପାଇଁ ନିଜକୁ ଦାୟୀ କାରିଥିବା ଲରେନ୍ସ ଅଭିନେତା ସଲମାନ ଖାନ୍‌ଙ୍କୁ ସର୍ବ ସମ୍ମୁଖରେ କ୍ଷମା ମାଗିବାକୁ ଚେତାବନୀ ଦେଇଛି। ଗତମାସରେ ସଲମାନ ଓ ତାଙ୍କ ବାପାଙ୍କ ପାଇଁ ଧମକପୂର୍ଣ୍ଣ ଚିଠି ମିଳିଥିଲା। ଏହାକୁ ନେଇ ବି-ଟାଉନରେ ହଇଚଇ ସୃଷ୍ଟି ହୋଇଯାଇଥିଲା। ଏବେ ପୁଣି […]

Salman khan

Salman khan

Madhupriya Mistry
  • Published: Tuesday, 12 July 2022
  • Updated: 12 July 2022, 03:44 PM IST

Sports

Latest News

ମୁମ୍ବାଇ: ପୁଣି ବଲିଉଡର ଭାଇଜାନ ସଲମାନ ଖାନ୍‌ଙ୍କୁ ଧମକ। ଗ୍ୟାଙ୍ଗଷ୍ଟରଙ୍କ ଟାର୍ଗେଟ୍‌ରେ ଦବଙ୍ଗ ଖାନ୍‌। ଏଥର ଖୋଲିଖୋଲି ଧମକ ଦେଲା ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ। ଲୋକପ୍ରିୟ ପଞ୍ଜାବୀ ସିଙ୍ଗର ସିଦ୍ଧୁ ମୁସେୱାଲାଙ୍କ ହିତ୍ୟା ପାଇଁ ନିଜକୁ ଦାୟୀ କାରିଥିବା ଲରେନ୍ସ ଅଭିନେତା ସଲମାନ ଖାନ୍‌ଙ୍କୁ ସର୍ବ ସମ୍ମୁଖରେ କ୍ଷମା ମାଗିବାକୁ ଚେତାବନୀ ଦେଇଛି।

ଗତମାସରେ ସଲମାନ ଓ ତାଙ୍କ ବାପାଙ୍କ ପାଇଁ ଧମକପୂର୍ଣ୍ଣ ଚିଠି ମିଳିଥିଲା। ଏହାକୁ ନେଇ ବି-ଟାଉନରେ ହଇଚଇ ସୃଷ୍ଟି ହୋଇଯାଇଥିଲା। ଏବେ ପୁଣି ଥରେ ଖୋଲାଖୋଲି ଭାବେ ଲରେନ୍ସ ବିଷ୍ଣୋଇ ସଲମାନଙ୍କୁ ଚେତାବନୀ ଦେଇଛି। ୨୪ ବର୍ଷ ପୁରୁଣା କୃଷ୍ଣସାର ମୃଗ ଶିକାର ମାମଲାରେ ଏହି ଲରେନ୍ସ ଏହି ଚେତାବନୀ ଦେଇଥିବା ଜଣାପଡିଛି।

ମିଡିଆ ରିପୋର୍ଟ ମୁତାବକ, ଦିଲ୍ଲୀ ପୁଲିସର ସ୍ପେଶାଲ୍‌ ସେଲ୍‌ ଜେଲ୍‌ରେ ବନ୍ଦ ଥିବା ଲରେନ୍ସ ବିଷ୍ଣୋଇଙ୍କୁ ପଚରାଉଚରା କରିଥିଲା। ଏହି ପଚରାଉଚରା ବେଳେ ଲରେନ୍ସ ବିଷ୍ଣୋଇ କହିଥିଲା, 'କୃଷ୍ଣସାର ମୃଗ ଶିକାର ମାମଲାରେ ଆମ କମ୍ୟୁନିଟି କେବେବି ସଲମାନଙ୍କୁ କ୍ଷମା କରିବନି।' ଏଥିପାଇଁ ସଲମାନ ଖାନ୍‌ ସର୍ବସମ୍ମୁଖରେ କ୍ଷମା ମାଗନ୍ତୁ ବୋଲି ସେ ଦାବି କରିଥିଲା।

ଗତମାସରେ ମର୍ଣ୍ଣିଂୱାକ୍‌ରେ ଯିବା ବେଳେ ସଲମାନଙ୍କ ବାପା ସଲିମଙ୍କୁ ଏକ ଧମକ ପୂର୍ଣ୍ଣ ଚିଠି ମିଳିଥିଲା। ଏହି ଚିଠିରେ ତାଙ୍କୁ ଓ ସଲମାନ ଖାନ୍‌ଙ୍କ ହତ୍ୟା କରାଯିବା ନେଇ ଧମକ ଦିଆଯାଇଥିଲା। ଏହାପରେ ସଲମାନଙ୍କ ଘରେ ଓ ବାହାରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିଲା। କେବଳ ସେତିକି ନୁହେଁ ନିକଟରେ ସଲମାନ ଖାନଙ୍କ ଓକିଲ ହସ୍ତିମଲ ସରସ୍ୱତଙ୍କୁ ମଧ୍ୟ ଲରେନ୍ସ ଗ୍ୟାଙ୍ଗ ତରଫରୁ ଧମକପୂର୍ଣ୍ଣ ଚିଠି ମିଳିଥିଲା। ସିଦ୍ଧୁ ମିସେୱାଲାଙ୍କ ଭଳି ତୁମର ବି ସମାନ ଅବସ୍ଥା ହେବ ବୋଲି ଏହି ଚିଠିରେ ଉଲ୍ଲେଖ ଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story