ପୁଣି ଏକାଠି ହେଲେ ଅରବାଜ-ମଲାଇକା

ମୁମ୍ବାଇ: ଛାଡପତ୍ରକୁ ବହୁ ବର୍ଷ ବିତି ଯାଇଥିଲେ ବି ପୁଣି ଏକାଠି ହେଲେ ବଲିଉଡର ମୁନ୍ନି ଓରଫ ମଲାଇକା ଅରୋରା ଓ ଅରବାଜ ଖାନ୍। ଗତକାଲି ରାତିରେ ପୁଣି ଥରେ ଏହି ଏକ୍ସ-କପଲ ଏକାଠି ନଜର ଆସିଛନ୍ତି। ଏ ଦୁହେଁ ନିଜ ପୁଅ ଅରହାନ ଖାନ୍ ପାଇଁ ପୁଣି ଥରେ ଏକାଠି ହୋଇଥିବା ସୂଚନା ମିଳିଛି। ପୁଅ ବିଦେଶରୁ ଫେରିବା ପରେ ମଲାଇକା ଓ ଅରବାଜ ତାଙ୍କୁ ଆଣିବା ପାଇଁ ବିମାନ ବନ୍ଦରରେ ଏକାଠି ହୋଇଥିଲେ । […]

arbaaz-khan-and-malaika-arora

arbaaz-khan-and-malaika-arora

Madhupriya Mistry
  • Published: Wednesday, 07 December 2022
  • Updated: 07 December 2022, 04:27 PM IST

Sports

Latest News

ମୁମ୍ବାଇ: ଛାଡପତ୍ରକୁ ବହୁ ବର୍ଷ ବିତି ଯାଇଥିଲେ ବି ପୁଣି ଏକାଠି ହେଲେ ବଲିଉଡର ମୁନ୍ନି ଓରଫ ମଲାଇକା ଅରୋରା ଓ ଅରବାଜ ଖାନ୍। ଗତକାଲି ରାତିରେ ପୁଣି ଥରେ ଏହି ଏକ୍ସ-କପଲ ଏକାଠି ନଜର ଆସିଛନ୍ତି। ଏ ଦୁହେଁ ନିଜ ପୁଅ ଅରହାନ ଖାନ୍ ପାଇଁ ପୁଣି ଥରେ ଏକାଠି ହୋଇଥିବା ସୂଚନା ମିଳିଛି।

ପୁଅ ବିଦେଶରୁ ଫେରିବା ପରେ ମଲାଇକା ଓ ଅରବାଜ ତାଙ୍କୁ ଆଣିବା ପାଇଁ ବିମାନ ବନ୍ଦରରେ ଏକାଠି ହୋଇଥିଲେ । ପୁଅକୁ ୱେଲକମ୍ କରିବା ପାଇଁ ପଛ କଥା ଭୁଲି ଏକାଠି ନଜର ଆସିଥିଲେ ଏହି କପଲ୍। ପୁଅକୁ ବହୁ ଦିନ ପରେ ଆଖି ସାମ୍ନାରେ ଦେଖି ମଲାଇକା ଖୁବ ଖୁସି ହୋଇଥିଲେ। ସେହିପରି ଅରବାଜ ମଧ୍ୟ ପୁଅ ଅରହାନଙ୍କୁ ଦେଖୁ ଦେଖୁ କୁଣ୍ଢେଇ ପକାଇଥିଲେ। ଏହି ପୂରା ଘଟଣାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ମଲଇକା ଓ ଅରବାଜ ନିଜ ପୁଅ ଅରହାନଙ୍କୁ ବେଶ୍ ଭଲ ପାଆନ୍ତି। ପୁଅର ଖୁସି ପାଇଁ ଏମାନେ ଦୁହେଁ ପରସ୍ପର ଅଲଗା ହୋଇ ସାରିଥିଲେ ମଧ୍ୟ ଅନେକ ସମୟରେ ଏକାଠି ନଜର ଆସିନ୍ତି। ସେପଟେ ଏହି ଭିଡିଓ ସାମ୍ନାକୁ ଆସିବା ପରେ ସୋଶାଲ ମିଡିଆରେ ଫ୍ୟାନ୍‌ମାନେ ଭିନ୍ନ ଭିନ୍ନ କମେଣ୍ଟ ଦେଇଛନ୍ତି।

ଜଣେ ୟୁଜର୍ସ ଭିଡିଓରେ କମେଣ୍ଟ କରି ଲେଖିଛନ୍ତି, ଅର୍ଜୁନ ଜାଣିଛନ୍ତି କି? ସେହିପରି ଆଉ ଜଣେ ଲେଖିଛନ୍ତି, ନିଜ ଛୁଆ ପାଇଁ ମା’ ସବୁ କିଛି କରେ। ଏହି ଭିଡିଓ କିଛି ଘଣ୍ଟା ମଧ୍ୟରେ ହିଁ ୬୦ ହଜାରରୁ ଅଧିକ ଲାଇକ୍ସ ମିଳିଥିବା ଜଣାପଡିଛି।

View this post on Instagram

A post shared by Viral Bhayani (@viralbhayani)

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story