ସାନିଟାରୀ ପ୍ୟାଡ୍‌ରେ ଶ୍ରୀକୃଷ୍ଣଙ୍କ ଫଟୋ, ଫିଲ୍ମ ପୋଷ୍ଟରକୁ ନେଇ ବିବାଦ

ମୁମ୍ବାଇ: ହରଡଘଣାରେ ହିନ୍ଦୀ ଫିଲ୍ମ ‘ମାସୁମ୍‌ ସୱାଲ’। ଫିଲ୍ମର ପୋଷ୍ଟରକୁ ନେଇ ଉଠିଛି ବିବାଦ। ପୋଷ୍ଟରରେ ସାନିଟାରୀ ପ୍ୟାଡ୍‌ ଉପରେ ଭଗବାନ ଶ୍ରୀକୃଷ୍ଣଙ୍କ ଫଟୋକୁ ନେଇ ଆରମ୍ଭ ହୋଇଛି ତମ୍ବି ତୋଫାନ। ଏପରିକି ମାମଲା ଏବେ ଥାନରେ ପହଞ୍ଚିଛି। ଫିଲ୍ମ ନିର୍ମାତା  ଓ ନିର୍ଦ୍ଦେଶକ ନାଁରେ ଏଫଆଇଆର୍‌ ରୁଜୁ ହୋଇଛି। ଧାର୍ମିକ ଭାବନାକୁ ଆଘାତ ଦେଇଥିବା ଅଭିଯୋଗ ହୋଇଛି। ଅଧିକାରୀଙ୍କ କହିବା ମୁତାବକ, ରବବାର ଦିନ ଏହି ଫିଲ୍ମର ବିବାଦୀୟ ପୋଷ୍ଟରକୁ ନେଇ ପୁଲିସରେ ଅଭିଯୋଗ ହୋଇଥିଲା। […]

Masoom sawaal poster

Masoom sawaal poster

Madhupriya Mistry
  • Published: Monday, 08 August 2022
  • Updated: 08 August 2022, 11:39 AM IST

Sports

Latest News

ମୁମ୍ବାଇ: ହରଡଘଣାରେ ହିନ୍ଦୀ ଫିଲ୍ମ 'ମାସୁମ୍‌ ସୱାଲ'। ଫିଲ୍ମର ପୋଷ୍ଟରକୁ ନେଇ ଉଠିଛି ବିବାଦ। ପୋଷ୍ଟରରେ ସାନିଟାରୀ ପ୍ୟାଡ୍‌ ଉପରେ ଭଗବାନ ଶ୍ରୀକୃଷ୍ଣଙ୍କ ଫଟୋକୁ ନେଇ ଆରମ୍ଭ ହୋଇଛି ତମ୍ବି ତୋଫାନ। ଏପରିକି ମାମଲା ଏବେ ଥାନରେ ପହଞ୍ଚିଛି। ଫିଲ୍ମ ନିର୍ମାତା  ଓ ନିର୍ଦ୍ଦେଶକ ନାଁରେ ଏଫଆଇଆର୍‌ ରୁଜୁ ହୋଇଛି। ଧାର୍ମିକ ଭାବନାକୁ ଆଘାତ ଦେଇଥିବା ଅଭିଯୋଗ ହୋଇଛି।

ଅଧିକାରୀଙ୍କ କହିବା ମୁତାବକ, ରବବାର ଦିନ ଏହି ଫିଲ୍ମର ବିବାଦୀୟ ପୋଷ୍ଟରକୁ ନେଇ ପୁଲିସରେ ଅଭିଯୋଗ ହୋଇଥିଲା। ଏହାପରେ ଫିଲ୍ମର ପୂରା ଟିମ୍‌ ବିରୋଧରେ ମାମଲା ରୁଜୁ ହୋଇଛି। ସେପଟେ ଫିଲ୍ମର ପୋଷ୍ଟରକୁ ନେଇ ସୋଶାଲ ମିଡିଆରେ ମଧ୍ୟ ଲୋକେ ପ୍ରଶ୍ନ ଉଠାଇଛନ୍ତି। ଏଥିସହ ଫିଲ୍ମ ନିର୍ମାତାଙ୍କୁ ଟାର୍ଗେଟ୍‌ କରିଛନ୍ତି। ଫିଲ୍ମ ନିର୍ମାତା ଜାଣିଶୁଣି ହିନ୍ଦୁମାନଙ୍କ ଧାର୍ମିକ ଭାବନାଙ୍କୁ ଆଘାତ ପହଞ୍ଚାଇବା ପାଇଁ ଏଭଳି କରିଥିବା ଅଭିଯୋଗ ହୋଇଛି।

ଅଭିଯୋଗ ମୁତାବକ, ଏହି ଫିଲ୍ମର ପୋଷ୍ଟର ଯୋଗୁ 'ସନାତନ ଧର୍ମ' ଅନୁଗାମୀଙ୍କ ଧାର୍ମିକ ଭାବନାକୁ ଆଘାତ ପହଞ୍ଚିଛି। ଏଥିଯୋଗ ଉତ୍ତରପ୍ରଦେଶ ସମେତ ପୂରା ନେଶ ସାମ୍ପ୍ରଦାୟିକ ହିଂସା ସୃଷ୍ଟି ହୋଇପାରେ। ଫିଲ୍ମ ନିର୍ମାତା ଓ ତାଙ୍କ ଟିମ୍‌ ଦେଶରେ ଯୋଜନାବଦ୍ଧ ରୂପେ ସାମ୍ପ୍ରଦାୟିକ ହିଂସା ସୃଷ୍ଟି କରିବା ପାଇଁ ଚେଷ୍ଟା କରିଛନ୍ତି। ଯଦି ଫିଲ୍ମରୁ ଏହି ପୋଷ୍ଟର ନହଟାଏ ତେବେ ନବନିର୍ମାଣ ସେନା ସାହିବାବାଦ ଓ ଗାଜିଆବାଦର ଦୁଇଟି ଫିଲ୍ମ ହଲ୍‌ ବାହାରେ ବିକ୍ଷୋଭ ପ୍ରଦର୍ଶନ କରିବ।

ହିନ୍ଦୁ ରାଷ୍ଟ୍ର ନବନିର୍ମାଣ ସେନାର ଅଧ୍ୟକ୍ଷ ଅମିତ ରାଠୋରଙ୍କ ଅଭିଯୋଗ ଆଧାରରେ ରବିବାର ଦିନ ଫିଲ୍ମ ନିର୍ଦ୍ଦେଶକ ସନ୍ତୋଷ ଉପାଧ୍ୟାୟ, ତାଙ୍କ କମ୍ପାନୀ ଓ ଫିଲ୍ମର ପୂରା ଟିମ୍‌ ବିରୋଧରେ ଏଫ୍‌ଆଇଆର୍‌ ରୁଜୁ କରାଯାଇଛି। ଧାରା ୨୯୫ ଅନୁଯାୟୀ ମାମଲା ରୁଜୁ କରାଯାଇଥିବା ଜଣେ ଜଣେ ବରିଷ୍ଠ ପୁଲିସ ଅଧିକାରୀ ସୂଚନା ଦେଇଛନ୍ତି। ସେପଟେ ଫିଲ୍ମ ହଲ୍‌ ବାହାରେ ସୁରକ୍ଷା କଡାକଡି କରାଯାଇଥିବା ପୁଲିସ କହିଛି।

ଉଲ୍ଲେଖଯୋଗ୍ୟ, ଫିଲ୍ମ 'ମାସୁମ ସୱାଲ' ଅଗଷ୍ଟ ୫ ତାରିଖରେ ରିଲିଜ ହୋଇସାରିଛି। ଋତୁସ୍ରାବ ବିଷୟରେ ଲୋକଙ୍କୁ ସଚେତନତା କରିବା ଫିଲ୍ମର ଉଦ୍ଦେଶ୍ୟ ବୋଲି ଫିଲ୍ମ ନିର୍ମାତା ସଫେଇ ଦେଇଛନ୍ତି।

https://youtu.be/08nxw0fhnto

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story