ଆତ୍ମହତ୍ୟା କରିଥା'ନ୍ତେ ମିଥୁନ

ମୁମ୍ବାଇ: ବଲିଉଡର ସୁପରଷ୍ଟାର୍‌ ତଥା ଜଣାଶୁଣା ଅଭିନେତା ମିଥୁନ ଚକ୍ରବର୍ତ୍ତୀ। ୮୦ ଓ ୯୦ ଦଶକରେ ସେ ବଲିଉଡକୁ ଅନେକ ସୁପର ହିଟ୍‌ ଫିଲ୍ମ ଭେଟି ଦେଇଛନ୍ତି। ତାଙ୍କ ଡାଏଲଗ ଆଜି ବି ସମସ୍ତଙ୍କ ମୁହଁରୁ ଶୁଣିବାକୁ ମିଳେ। ତାଙ୍କ ଫ୍ୟାନ୍‌ ପଲୋଇଂ ସଂଖ୍ୟା ଢ଼େର ଅଧିକା। ଆଜି ମଧ୍ୟ ମିଥୁନ ସୋସିଆଲ ମିଡିଆ କିମ୍ବା ଅନ୍ୟାନ୍ୟ ମାଧ୍ୟମରେ ତାଙ୍କ ପ୍ରଶଂସକଙ୍କ ସହ ଯୋଡି ରହିବାକୁ ଚେଷ୍ଟା କରନ୍ତି। କିନ୍ତୁ ଦିନ ଥିଲା ସେ ବି ଆତ୍ମହତ୍ୟା […]

Mithun chakraborty

Mithun chakraborty

Madhupriya Mistry
  • Published: Sunday, 24 July 2022
  • Updated: 24 July 2022, 02:39 PM IST

Sports

Latest News

ମୁମ୍ବାଇ: ବଲିଉଡର ସୁପରଷ୍ଟାର୍‌ ତଥା ଜଣାଶୁଣା ଅଭିନେତା ମିଥୁନ ଚକ୍ରବର୍ତ୍ତୀ। ୮୦ ଓ ୯୦ ଦଶକରେ ସେ ବଲିଉଡକୁ ଅନେକ ସୁପର ହିଟ୍‌ ଫିଲ୍ମ ଭେଟି ଦେଇଛନ୍ତି। ତାଙ୍କ ଡାଏଲଗ ଆଜି ବି ସମସ୍ତଙ୍କ ମୁହଁରୁ ଶୁଣିବାକୁ ମିଳେ। ତାଙ୍କ ଫ୍ୟାନ୍‌ ପଲୋଇଂ ସଂଖ୍ୟା ଢ଼େର ଅଧିକା। ଆଜି ମଧ୍ୟ ମିଥୁନ ସୋସିଆଲ ମିଡିଆ କିମ୍ବା ଅନ୍ୟାନ୍ୟ ମାଧ୍ୟମରେ ତାଙ୍କ ପ୍ରଶଂସକଙ୍କ ସହ ଯୋଡି ରହିବାକୁ ଚେଷ୍ଟା କରନ୍ତି। କିନ୍ତୁ ଦିନ ଥିଲା ସେ ବି ଆତ୍ମହତ୍ୟା କରିବାକୁ ଚିନ୍ତା କରିଥିଲେ। ନିକଟରେ ଦେଇଥିବା ସାକ୍ଷାତକାର୍‌ରେ ଖୋଦ୍‌ ମିଥୁନ ଏନେଇ ଖୁଲାସା କରିଛନ୍ତି। ତାଙ୍କ ଜୀବନର ସବୁଠାରୁ ଖରାପ ସମୟ ବିଷୟରେ ସେ ବଖାଣିଛନ୍ତି।

ଟାଇମ୍ସ ଅଫ୍‌ ଇଣ୍ଡିଆକୁ ଦେଇଥିବା ଏକ ସାକ୍ଷାତକାର୍‌ରେ ମିଥୁନ କହିଛନ୍ତି, 'ମୁଁ ସାଧାରଣତଃ ମୋ ବ୍ୟକ୍ତିଗତ ଜୀବନ ବିଷୟରେ ଅଧିକ କଥାବାର୍ତ୍ତା କରେନି। କୌଣସି ଏଭଳି ବିଶେଷ ଫେଜ୍‌ ନାହିଁ, ଯାହାକୁ ମୁଁ ଯୋଡିବାକୁ ଚାହିଁବି। ସଙ୍ଘର୍ଷର ସେହି ଦିନଗୁଡ଼ିକୁ ମନେପକାଇବା ଠିକ୍ ନୁହେଁ, କାରଣ ଏହା ନୂଆ କଳାକାରମାନଙ୍କୁ ଡିମୋଟିଭ୍‌ କରିବ। ପ୍ରାୟ ସମସ୍ତେ ସଙ୍ଘର୍ଷ ଦେଇ ଗତି କରନ୍ତି। କିନ୍ତୁ ମୋର ଟିକିଏ ଅଧିକ କଷ୍ଟକର ଥିଲା। ମୁଁ ଅନେକ ଥର ଭାବୁଥିଲି ଯେ ମୁଁ କେବେବି ମୋର ଲକ୍ଷ୍ୟ ହାସଲ କରିପାରିବି ନାହିଁ, ଏଥିପାଇଁ ମୁଁ ଆତ୍ମହତ୍ୟା କରିବାକୁ ଚିନ୍ତା କରିଥିଲି। କିନ୍ତୁ ପରେ ମୋ ଚିନ୍ତାଧାରା ବଦଳି ଯାଇଥିଲା। ଏପରିକି ବିଭିନ୍ନ କାରଣରୁ ମୁଁ ମୁମ୍ବାଇ ଛାଡି କୋଲକାତା ଫେରି ଆସିଥିଲି।'

କୌଣସି ଲଢେଇ ନକରି ଜୀବନକୁ ଶେଷ କରିବାକୁ କେବେ ଚିନ୍ତା କରିବା ଉଚିତ୍‌ ନୁହେଁ ବୋଲି ନୂଆ କଳାକାରମାନଙ୍କୁ ମିଥୁନ ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି, 'ମୁଁ ଜନ୍ମରୁ ଯୋଦ୍ଧା। ମୁଁ ହାର୍‌ ମାନିବା ଶିଖିନି। ଆଉ ଆଜି ମୁଁ କେଉଁଠି ଅଛି ଦେଖନ୍ତୁ।'

ବଲିଉଡର ବର୍ଷିଆନ୍‌ ଅଭିନେତା ମିଥୁନ ଏବେ ବି ଫିଲ୍ମରେ ସକ୍ରିୟ ଅଛନ୍ତି। ତାଙ୍କୁ ଶେଷଥର ପାଇଁ ବହୁ ଚର୍ଚ୍ଚିତ ଫିଲ୍ମ 'ଦ କଶ୍ମୀର ଫାଇଲ୍ସ'ରେ ଦେଖିବାକୁ ମିଳିଥିଲା। ଏଥିରେ ତାଙ୍କ ଚମତ୍କାର ଅଭିନୟକୁ ଲୋକେ ଖୁବ୍‌ ପସନ୍ଦ କରିଥିଲେ। ଫିଲ୍ମଟି ବ୍ଲକବଷ୍ଟର ହିଟ୍‌ ପ୍ରମାଣିତ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story